• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ନୂଆ ପଦବୀ ମିଳିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ଚନ୍ଦ୍ର –ମେଷ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୦ ଗତେ ୧ପାଦ । କୃଷି-ଗୋପଶୁ ନାଶ ଶୁଭ ସମୟ- ଦିବା ୦୭/୧୫ ରୁ ୦୯/୩୬ ଦିବା ୧୦/୨୨ ରୁ ୦୭/୫୦ ସନ୍ଧ୍ୟା ୦୫/୦୦ ରୁ ୦୯/୧୦ ରାତ୍ରି ୧୧/୦୮ ରୁ ୦୧/୩୬ ରାତ୍ରି ୦୧/୩୬ ରୁ ୦୩/୧୪

Virgo

କନ୍ୟା

Tuesday 11 Oct 2022

ଉ , ଫାଲଗୁନୀ – ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ । ନୂତନ କର୍ମ କରିବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ

ହସ୍ତା – ବ୍ୟବସାୟରେ ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ ।

ଚିତ୍ରା – ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ । ମହିଳା ଓ ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ

ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :