• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ନୂଆ ପଦବୀ ମିଳିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ଚନ୍ଦ୍ର –ମେଷ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୦ ଗତେ ୧ପାଦ । କୃଷି-ଗୋପଶୁ ନାଶ ଶୁଭ ସମୟ- ଦିବା ୦୭/୧୫ ରୁ ୦୯/୩୬ ଦିବା ୧୦/୨୨ ରୁ ୦୭/୫୦ ସନ୍ଧ୍ୟା ୦୫/୦୦ ରୁ ୦୯/୧୦ ରାତ୍ରି ୧୧/୦୮ ରୁ ୦୧/୩୬ ରାତ୍ରି ୦୧/୩୬ ରୁ ୦୩/୧୪

Aquarius

କୁମ୍ଭ

Tuesday 11 Oct 2022

ଧନିଷ୍ଠା – ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ପୂରୁଣା ସଂପର୍କକୁ ଠିକ୍ କରିବା ପାଇଁ ଚେଷ୍ଟା କରିବେ । କର୍ମ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ମିଳିବ ।

ଶତଭିଷା – ପୂର୍ବ ବ୍ୟବସାୟ ଚୁକ୍ତି ଆପଣଙ୍କୁ ଅଚାନକ ଲାଭ ହେବ । ରାଜନିତୀରେ ନୂଆ କାର୍ଯ୍ୟ ହାତକୁ ନେବେ ।

ପୂ , ଭାଦ୍ରପଦ – ଚୋରି ଅଭିଯୋଗରେ ଦଣ୍ଡ ଭୋଗିପାରନ୍ତି । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :