• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ନୂଆ ପଦବୀ ମିଳିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ଚନ୍ଦ୍ର –ମେଷ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୦ ଗତେ ୧ପାଦ । କୃଷି-ଗୋପଶୁ ନାଶ ଶୁଭ ସମୟ- ଦିବା ୦୭/୧୫ ରୁ ୦୯/୩୬ ଦିବା ୧୦/୨୨ ରୁ ୦୭/୫୦ ସନ୍ଧ୍ୟା ୦୫/୦୦ ରୁ ୦୯/୧୦ ରାତ୍ରି ୧୧/୦୮ ରୁ ୦୧/୩୬ ରାତ୍ରି ୦୧/୩୬ ରୁ ୦୩/୧୪

Scorpio

ବିଛା

Tuesday 11 Oct 2022

ବିଶାଖା – ଦୈହିକ ଅସୁସ୍ଥତା କରଦାତାଙ୍କ ଚାପ ସମସ୍ୟା ଦେଖାଦେବ । ଆତ୍ମୀୟ ସୂଜନ ବିରୋଧ କରିଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ

ଅନୁରାଧା – ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ । ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ପଢାକୁ ନେଇ ଚିନ୍ତିତ ରହିବେ ।

ଜ୍ୟେଷ୍ଠା – ଆଜି କୋର୍ଟ, କଚେରୀ ବିଷୟରେ ନ ପଡିବା ଭଲ । ମହିଳା ମାନଙ୍କୁ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ।

ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :