• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ହେବ ବଡ଼ ଅନର୍ଥ

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ୧୧ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଦିବା ୦୧.୦୧ ଗତେ ତୁଳା । ତିଥି – ୫ମୀ ଦିବା ୦୯.୦୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ବୃଷ ଦିବା ୦୧.୦୧ ପର୍ଯ୍ୟନ୍ତ ଘାତ ବାର- ବୃଷ, ସିଂହ ଓ କନ୍ୟା

Leo

ସିଂହ

Saturday 11 Feb 2023

ମଘା- ଶାରୀରିକ କ୍ଲେଶ ଦୂର ହେବ । ଆପଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବଢ଼ାଇବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ପୂ- ଫାଲ୍‌ଗୁନୀ - କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ  ସ୍ଥାପନ କରିବେ । ପରିବାରକୁ ଏକଜୁଟ ରଖିବା ପାଇଁ କ୍ଷମତା ଦେଖା ଦେବ । ବିବାହିତ ଜୀବନ ପୁଣି ସୁଖମୟ ହେବ ।

ଉ- ଫାଲ୍‌ଗୁନୀ - ଏକ ଭଲ ଗାଡ଼ି କିଣିବାର ସମ୍ଭାବନା ରହିଛି । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଆପଣ ପୈତୃକ ସମ୍ପତ୍ତି ଲାଭ କରି ପାରିବେ ।

ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର - ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ