• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ହେବ ବଡ଼ ଅନର୍ଥ

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ୧୧ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଦିବା ୦୧.୦୧ ଗତେ ତୁଳା । ତିଥି – ୫ମୀ ଦିବା ୦୯.୦୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ବୃଷ ଦିବା ୦୧.୦୧ ପର୍ଯ୍ୟନ୍ତ ଘାତ ବାର- ବୃଷ, ସିଂହ ଓ କନ୍ୟା

Sagittarius

ଧନୁ

Saturday 11 Feb 2023

ମୂଳା- ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସାହାର୍ଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବିଦେଶୀ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇପାରେ ।

ପୂ, ଷାଢା- ପାରିବାରିକ ସମସ୍ୟା ବୁଝାବଣା ମଧ୍ୟରେ ସମାଧାନ ହୋଇଯିବ, ଭାତୃ ସଂପର୍କରେ ଉନ୍ନତି ଘଟିବ । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ ।

ଉ,  ଷାଢା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । ଯେକୌଣସି ଘରର ମରାମତି କିମ୍ବା ସାଜସଜ୍ଜା କାର୍ଯ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି । ଆପଣଙ୍କର ଜ୍ଞାନକୁ ବିସ୍ତାର କରିବାକୁ ଚାହିଁବେ ।

ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ