• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହନ କିଣିବାର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ଦିବା ୦୯.୦୧ ଗତେ ସିଂହ,ତିଥି - ୩ୟା ଦିବା ୧୨.୦୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଦିବା ୦୯.୦୧ ଗତେ କର୍କଟ, ମକର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ।

Taurus

ବୃଷ

Tuesday 10 Jan 2023

କୃତିକା- ପୂର୍ବ ସମୟ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ କିନ୍ତୁ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରି ପାରନ୍ତି । ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ । ପିତା.ମାତାଙ୍କ ଆର୍ଶିବାଦ ସହ ଆପଣ ସବୁ କାର‌୍ୟ୍ୟ ସମ୍ପନ୍ନ କରିବେ

ରୋହିଣୀ- ବିବାହ ଜୀବନରେ ପ୍ରେମ ବଢିପାରେ । ସମ୍ପତି ମାମଲା ମଧ୍ୟସ୍ଥତା ଦ୍ୱାରା ଦୂର ହେବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଆପଣ ସକାରତ୍ମକ ରହିଲେ ମନରେ ନୂଆ ଆଶା ଜନ୍ମିବ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ ।

ମୃଗଶିରା- କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । କାରବାରରେ ବକୟ ଅର୍ଥ ପାଇବେ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବେ

ପ୍ରତିକାର – ମାଆ କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :