• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହନ କିଣିବାର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ଦିବା ୦୯.୦୧ ଗତେ ସିଂହ,ତିଥି - ୩ୟା ଦିବା ୧୨.୦୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଦିବା ୦୯.୦୧ ଗତେ କର୍କଟ, ମକର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ।

Pisces

ମୀନ

Tuesday 10 Jan 2023

ପୂ, ଭାଦ୍ରପଦ- ଆତ୍ମୀୟ ସୂଜନଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଧିରେ ଧିରେ ଦୂରିଭୂତ ହେବ । ବ୍ୟବସାୟୀ ମାନେ ବ୍ୟବସାୟରେ ନୂତନ ପ୍ରଣାଳୀରେ ଲାଭାଂଶ କମାଇବେ । ପାରିବାରିକ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିବ ତେଣୁ ଏହି ସମୟ ମଧ୍ୟରେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ଉ, ଭାଦ୍ରପଦ- ବୈବାହିକ ଜୀବନରେ ଧୀରେ ଧୀରେ ଉନ୍ନତି ଆରମ୍ଭ ହେବ । ରାଜନିତି କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବେ ଦଳ ମଧ୍ୟରେ ଗୁରୁତ୍ୱ ବୃଦ୍ଧି ହେବ । ଭଲ ଖବରକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ।

ରେବତୀ- ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଜନା କରିବେ । ରାଜନୀତି କ୍ଷେତ୍ରରେ ଅଧିକ ଲୋକ ସମ୍ପର୍କ ବଢିବା ଫଳରେ ଆତ୍ମସନ୍ତୋଷ ମିଳିବ । ଭାବିଚିନ୍ତି କାର‌୍ୟ୍ୟ ନକଲେ ଠକାମିରେ ପଡିପାରନ୍ତି ।

ପ୍ରତିକାର- ମାଆ ତାରାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :