BJD
‘ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି’। ‘ନବୀନ କେବେ ପାଣ୍ଡିଆନକୁ ଛାଡ଼ି ପାରିବେନି’। ‘ବିଜେପି ମୁହାଁ ବିଜେଡି ସାଂସଦ’। ଏମିତି କିଛି ବୟାନ ରଖି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ପଦ୍ମଲୋଚନ କହିଛନ୍ତି, ବିଜେଡରେ ଏକାକୀ ଚକ୍ରବର୍ତ୍ତୀ ଥିଲେ ପାଣ୍ଡିଆନ । ନବୀନ ଖାଲି କା’ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)