ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ। ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଦିନିକିଆ ବିଶ୍ୱକପ୍ର ପ୍ରଥମ ମ୍ୟାଚକୁ ନିଜ ନାମରେ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୧୯୯ ରନ୍ରେ ଅଲଆଉଟ୍ କରିବା ପରେ ୨୦୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ । ମାତ୍ର ୨ ରନ୍ର ୩ଟି ୱିକେଟ ହରାଇଥିଲା । ପ୍ରଥମ ଦୁଇ ଓଭରରେ ୩ଟି ୱିକେଟ ନେଇ ଭାରତକୁ ବ୍ୟାକଫୁଟ୍ରେ ରଖିଥିଲା କଙ୍ଗାରୁ ଦଳ ।
Published By: Tanmay Kumar Mahalik
Last updated: 08 October 2023, 10:46 PM IST
ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ ।