ଟ୍ରେନ୍ ଯାତ୍ରୀ, ବିଶେଷ କରି ଛୁଟିରେ ଫେରୁଥିବା ଯବାନଙ୍କୁ ନିଶା ଦେଇ ରାଜଧାନୀରେ ଲୁଟତରାଜ ଚଳାଇଥିବା ଲଣ୍ଡା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏହି ଗ୍ୟାଙ୍ଗରେ ସାମିଲ ଥିବା ଲେଡି ଲୁଟେରା ମୁସ୍କାନ୍, ନିଜ ରୂପରେ ଯାତ୍ରୀଙ୍କୁ ପ୍ରଥମେ ଫସାଉଥିଲା । ପରେ ଚା’ କିମ୍ବା ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ୍ କରିବା ପରେ ଲୁଟ୍ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।
Published By: Satyendu Shekher Mishra
Last updated: 14 October 2023, 09:47 PM IST
ବିନିକା ପୋଲିସକୁ ଗଂଜେଇ ନିଶା ! ଗଂଜେଇ ଧରି ନିଶାରେ ବିନିକା ପୋଲିସ ! ଏଠି ସାକ୍ଷୀ ନକଲି...ମୁଦାଲା ବି ନକଲି... ! ତେଣୁ ବଡ଼ ପ୍ରଶ୍ନ, କିଏ ଅସଲି ଗଂଜେଇ ଚାଲାଣକାରୀ...?