ଅକ୍ଟୋବରରେ ଶୀତ ଆସିବ କଣ, ଓଲଟା ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ । ଦିନରେ ଟାଣ ଖରା, ଅପରାହ୍ଣରେ ଗରମ ଓ ଗୁଳୁଗୁଳି । ପ୍ରାୟ ସପ୍ତାହେ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଏପରି ସ୍ଥିତି । ଏଥିପାଇଁ ପଶ୍ଚିମା ପବନ, ସ୍ୱଳ୍ପବୃଷ୍ଟି, ଜଳବାୟୁରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି ବିଶେଷଜ୍ଞ ।
Published By: Manoranjan Behera
Last updated: 12 October 2023, 10:36 PM IST
ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ୍ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।