ବ୍ୟବସାୟ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ଚାଷ ପରିବାରରେ ହସର ଲହରୀ ଖେଳାଇଛି... ରୋଜଗାର ପାଇଁ ଦିନେ ସେ ଅନ୍ୟ ଉପରେ ନିର୍ଭର କରୁଥିଲେ, ଆଜି କିନ୍ତୁ ସେ ଆତ୍ମନିର୍ଭରଶୀଳ...ଧଳା ଘୁଷୁରୀ ଚାଷ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୟାଗଡ଼ ଜିଲ୍ଲା କଇଁଥଗାଡ଼ିଆ ଅଞ୍ଚଳର ରଘୁନାଥ ମହାନ୍ତି...
Published By: Tanmay Kumar Mahalik
Last updated: 09 January 2024, 10:08 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।