ଜୀବନର ଶେଷ ପରୀକ୍ଷା ପାଇଁ ପ୍ରେମକୁ ବାଜିରେ ଲଗାନ୍ତି ମନୋଜ…ତୁମେ ଥରେ ହଁ କହିଦିଅ ଶ୍ରଦ୍ଧା ମୁଁ ଏଇଥର ଅଫିସର ହେବି… ଶ୍ରଦ୍ଧାଙ୍କ ଲଭ୍-ୟୁ-ଠୁ ର ପ୍ରତିଶ୍ରୁତି ପରେ ତାଙ୍କୁ ନିରାଶ କରି ନାହାନ୍ତି ମନୋଜ, ୪ର୍ଥ ଆଟେମ୍ପଟରେ ହାକିମ ହେବାର ସ୍ବପ୍ନ ସାକାର କରିଛନ୍ତି…
Published By: Tanmay Kumar Mahalik
Last updated: 09 January 2024, 10:12 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।