• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ପୋଲିସର ତନାଘନା

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ଜୋରଦାର କରିଛି ପାରଳାଖେମୁଣ୍ଡି ପୋଲିସ।

  • Tuesday, 20 July 2021
ACF death
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଶେଷ ଅଡିଓ ବାର୍ତ୍ତାଳାପ

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟ ରହସ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି । ପଦାକୁ ଆସିଲା ପତି-ପତ୍ନୀଙ୍କ କଥାବାର୍ତ୍ତାର ଅଡିଓ । ପତ୍ନୀ ବିଦ୍ୟାଭାରତୀଙ୍କ ସହ ଏସିଏଫ୍ ସୋମ୍ୟରଞ୍ଜନଙ୍କ କଥାବାର୍ତ୍ତା ଏବେ ପଦାକୁ ଆସିଛି ।

  • Tuesday, 20 July 2021
ACF death
ବିଦ୍ୟାଭାରତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସୋମ୍ୟଙ୍କ ମା'

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ। ସୌମ୍ୟଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।

  • Tuesday, 20 July 2021
Paralakhemundi ACF Death
ମୁହଁ ଖୋଲିଲେ ବିଦ୍ୟାଭାରତୀ,ମେଡିକାଲ ବେଡରେ ମୋତେ କହିଥିଲେ ‘I Love You’

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା । ନିଆଁରେ ପୋଡ଼ି ହୋଇ ମେଡିକାଲ ବେଡ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ମହାପାତ୍ର ପତ୍ନୀ ବିଦ୍ୟାଭାରତୀଙ୍କୁ କହିଥିଲେ ‘I Love You’। ଏମିତି କିଛି ଉତ୍ତର ଦେଇଛନ୍ତି ବିଦ୍ୟା। ଶୁଣନ୍ତୁ, ସେ କ’ଣ କହୁଛନ୍ତି

  • Tuesday, 20 July 2021
rathajatra
ଆଜି ପବିତ୍ର ବାହୁଡ଼ା ଯାତ୍ରା, ଭକ୍ତିରେ ନାଚୁଛି ଭକ୍ତ

ଆଜି ପବିତ୍ର  ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।

  • Tuesday, 20 July 2021
Paralakhemundi ACF Death
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ମୁହଁ ଖୋଲିଲେ ବିଦ୍ୟାଙ୍କ ବାପା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା।

  • Tuesday, 20 July 2021
snake
ଉଦ୍ଧାର ହେଲା ୧୦ ଫୁଟ୍ ର ଅଜଗର

ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

  • Monday, 19 July 2021
Grass Art Park
ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ,ସେଲ୍ଫି ନେବାକୁ ଜମୁଛି ଭିଡ଼

ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ ।

  • Monday, 19 July 2021
ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ମୃତ ସୌମ୍ୟଙ୍କ ବାପା ଦାବି କରିଛନ୍ତି।

  • Monday, 19 July 2021
Mo Cycles End Up On Garbage Heap
ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

  • Monday, 19 July 2021
Mobile Network Connectivity problem
ଅନଲାଇନ୍ କ୍ଲାସ୍ ପାଇଁ ପିଲାଏ ଚାଲିଲେ ୩ କିମି

ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା ।

  • Monday, 19 July 2021
vegetable cooler
ସବଜି କୁଲର,ବିନା ବିଦ୍ୟୁତ ଓ ବ୍ୟାଟିରୀରେ ସତେଜ ରହୁଛି ପରିବା

ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ ‍‍କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର ।

  • Monday, 19 July 2021
Train Like Dormitory
ଟ୍ରେନ୍ ବଗି ନା ହୋଟେଲ୍‌ ?

ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। ହୋଟେଲ୍‌ଟିକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି, ଯେକେହିବି ଏହାକୁ ଦେଖିଲେ ହଠାତ୍‌ ସେମାନଙ୍କୁ କୌଣସି ଏକ ଟ୍ରେନ୍‌ର AC କୋଚ୍‌ର ଭ୍ରମ ସୃଷ୍ଟି କରିବ।

  • Monday, 19 July 2021
mo bus
୧୬ଟି ରୁଟରେ ମୋ ବସ୍ ସେବା ଆରମ୍ଭ,ବସରେ ମାସ୍କ ବାଧ୍ୟତାମୂଳକ

ରାଜଧାନୀରେ ଗଡ଼ିଲା ମୋ ବସ୍ । ଆଜିଠାରୁ ୧୬ଟି ରୁଟରେ ମୋ ବସ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ ।

  • Monday, 19 July 2021
Paralakhemundi ACF Death
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କଣ ?

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କଣ ? କେମିତି ନିଆଁ ଲାଗି ଜଳିଗଲେ ଏହି ଯୁବ ଅଫିସର୍ ? ଏହା ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର ? ଏନେଇ ତନାଘନା ଚାଲିଥିବା ବେଳେ ସୌମ୍ୟରଞ୍ଜନଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

  • Monday, 19 July 2021
3 Maoists Surrender
୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି।

  • Monday, 19 July 2021
corona
ରାଜ୍ୟରେ ଖସୁଛି ସଂକ୍ରମଣ,୧୬୪୮ କରୋନା ସଂକ୍ରମିତ ଚିହ୍ନଟ

ଲଗାତାର ଚାରିଦିନ କରୋନା ସଂକ୍ରମଣ ବଢ଼ିବା ପରେ ଆଜି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୫୯୭୪କୁ ବୃଦ୍ଧି ପାଇଛି ।

  • Monday, 19 July 2021
Dutee Chand's Sister Saraswati
ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ

ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ

  • Sunday, 18 July 2021
Sweeper Became SDM
ଦିନେ ଯେଉଁଠି ସୁଇପର ଥିଲେ ଆଜି ସେଇଠି ସବ୍‌ କଲେକ୍ଟର ହେଲେ

ଭାଗ୍ୟ ନୁହେଁ ନିଷ୍ଠା ହିଁ ବଦଳାଇ ଦେଲା ଝିଅଟିର ଭାଗ୍ୟ। ଦିନେ ଯେଉଁଠି ସେ ସୁଇପର ଭାବେ କାମ କରୁଥିଲେ, ଏବେ ଠିକ୍ ସେଇ ଜାଗାରେ ସେ ସବ୍‌-କଲେକ୍ଟର ଭାବେ ଚାକିରି କରୁଛନ୍ତି। ଯେଉଁ ହାତରେ ଝାଡ଼ୁ ଧରି ରାସ୍ତା ସଫା କରୁଥିଲେ, ଆଜି ସେହି ହାତରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଉପରେ ଦସ୍ତଖତ କରୁଛନ୍ତି

  • Sunday, 18 July 2021
school open
ଜୁଲାଇ ୨୬ରୁ ଖୋଲିବ ସ୍କୁଲ

ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।

  • Saturday, 17 July 2021
tree plantation
ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

  • Saturday, 17 July 2021
Bus
ସ୍ୱାଭାବିକ ହେଉନି ବସ ସେବା

ଲକଡାଉନ୍ କୋହଳ ହେବା ପରେ ସାରା ରାଜ୍ୟରେ ବସ ସେବା ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏଯାଏଁ ଅଧିକାଂଶ ରୁଟରେ ବସ ଚଳାଚଳ ହୋଇପାରୁନାହିଁ ।

  • Saturday, 17 July 2021
War Of Words
ରୋଚକ ରାଜନୀତି,ଯୋଜନା ବୈଠକରେ ବାପ-ଝିଅ କଥା କଟାକଟି

ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ ।

  • Saturday, 17 July 2021
UGC
ଅକ୍ଟୋବର ପହିଲାରୁ ପାଠପଢା

ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

  • Saturday, 17 July 2021
ACF DEATH CASE
ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ସାଇଣ୍ଟିଫିକ୍ ଟିମର ତନାଘନା

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।

  • Saturday, 17 July 2021