• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

railway station
ନୂଆ ରୂପରେ ଗାନ୍ଧୀନଗର ରେଳ ଷ୍ଟେସନ

ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା ।

  • Saturday, 17 July 2021
misson shakti
ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା

ମହିଳା ବିକାଶ ପାଇଁ ପୁଣି ଆଗେଇ ଆସିଲେ ନବୀନ ପଟ୍ଟନାୟକ। ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Saturday, 17 July 2021
 Mother Killing Son & Daughter
ପୁଅ,ଝିଅକୁ କୂଅକୁ ଠେଲି ମାରିଲା ମା’ !

ପାରିବାରିକ କଳହର କରୁଣ ପରିଣତି। ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି।

  • Saturday, 17 July 2021
flood
ୟୁରୋପରେ ଭୟଙ୍କର ବନ୍ୟା

ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି ।

  • Saturday, 17 July 2021
corona death
କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍,ପୁଣି ୬୭ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨,୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

  • Saturday, 17 July 2021
govt office
ପୂର୍ଣ୍ଣ କ୍ଷମତାରେ ଚାଲିବ ସମସ୍ତ ସରକାରୀ ଅଫିସ୍

ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

  • Saturday, 17 July 2021
Anubhav and Barsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଅଗଷ୍ଟ ୧୦କୁ ଘୁଞ୍ଚିଲା ଶୁଣାଣି

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା ।

  • Friday, 16 July 2021
Naveen pattnaik
୯୫% ଟିକା ଦେବାକୁ ଦାବି କଲେ ନବୀନ

ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ।

  • Friday, 16 July 2021
Vaccination for Pregnant Women
ଗର୍ଭବତୀଙ୍କୁ ଟୀକାକରଣ ଆରମ୍ଭ

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

  • Friday, 16 July 2021
Critically Injured Woman & Child
ପୁଣି ଥରେ ଭାରରେ ବୁହା ହେଲେ ଗୁରୁତର

ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା କିରସାନିପୁର ଗାଁରେ ଅଭାବନୀୟ ଘଟଣା । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଚାଷ କାମ ବେଳେ ଉଭୟ ମା ଓ ଝିଅଙ୍କୁ ଭାଲୁ ଆକ୍ରମଣ କରିଥିଲା ।

  • Friday, 16 July 2021
Dengu
ଡେଙ୍ଗୁ ଚିନ୍ତା,ଖୋର୍ଦ୍ଧାରେ ୧୧୩ ଡେଙ୍ଗୁ ସଂକ୍ରମିତ ଚିହ୍ନଟ

ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋକିବାକୁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି ।

  • Friday, 16 July 2021
Little Servitor
କାଳିଆ ଠାକୁରଙ୍କ ସେବାରେ କୁନି ସେବାୟତ

କାଳିଆ ଠାକୁରଙ୍କ ସେବାରେ କୁନି ସେବାୟତ । ଛୋଟ ବୟସରୁ ମହାପ୍ରଭୁଙ୍କୁ ସମର୍ପି ଦେଇଛନ୍ତି ନିଜକୁ ।

  • Friday, 16 July 2021
20 People Fell Into Well
ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ୨୦ରୁ ଉର୍ଦ୍ଧ ଲୋକ

ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ ।

  • Friday, 16 July 2021
souyma murder case
ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା:ଚାଲିଛି ତନାଘନା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତନାଘନା ଚାଲିଛି।

  • Friday, 16 July 2021
Thirdwave
୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

କୋଭିଡ ସଂକ୍ରମଣ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା,କେରଳ,କର୍ଣ୍ଣାଟକ,ମହାରାଷ୍ଟ,ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ।

  • Friday, 16 July 2021
bus
ରାଜ୍ୟରେ ନୂଆ ଗାଇଡ ଲାଇନ, ବସ୍ ଚଳାଚଳ ଆରମ୍ଭ

ରାଜ୍ୟରେ ନୂଆ ଗାଇଡ ଲାଇନ ଭିତରେ ବସ ଚଳାଚଳ ଆରମ୍ଭ । ସିଟିଂ କାପାସିଟି ଅନୁସାରେ ବସ୍ ଚଳାଚଳ ହେବ ।

  • Friday, 16 July 2021
mumbai rain
ଲଗାଣ ବର୍ଷାରେ ବେହାଲ ମୁମ୍ବାଇ

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ସ୍ଥିତି ଖରାପ ହୋଇ ପଡିଛି । ସହରର ରେଳଷ୍ଟେସନର ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି ।

  • Friday, 16 July 2021
corona
ପୁଣି ଆଖି ବୁଜିଲେ ୬୪ ଜଣ କରୋନା ରୋଗୀ

ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

  • Friday, 16 July 2021
mahalaxmi
ଆଜି ହେରା ପଞ୍ଚମୀ:ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି  ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।

  • Friday, 16 July 2021
ratha-yatrra
ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।

  • Thursday, 15 July 2021
Odisha Youth
ବିଦେଶରୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

  • Thursday, 15 July 2021
train accident
କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣିବା,ଧକ୍କା ଦେଲା ଟ୍ରେନ୍

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

  • Thursday, 15 July 2021
gold
ବେଆଇନ ସୁନା କାରବାର ଠାବ

କଟକରେ ବେଆଇନ ସୁନା କାରବାର ଠାବ । ୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି ।

  • Thursday, 15 July 2021
luckdown
ଜୁଲାଇର ନୂଆ ଗାଇଡ ଲାଇନ୍

ରାଜ୍ୟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ଅଗଷ୍ଟ ୧ଯାଏଁ ଜାରି ରହିବ ଲକଡାଉନ । କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।

  • Thursday, 15 July 2021
Paralakhemundi ACF Death
ବନ ସଂରକ୍ଷକଙ୍କ ମୃତ୍ୟୁ ମାମଲା, ୩ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

  • Thursday, 15 July 2021