ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍
ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି
ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....
ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?
ଭଜମନ ତୁମେ ହରିବୋଲ ପକାଅ। ଠିକ୍ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?
ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...
ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍ ମାର୍...
ତୋ ରାଲି ତୋ ପାଖରେ ରଖ୍। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?
ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
ଓ ଭାଇନା..ଓ... ଭାଇନା....ଲାଗିଛି ବିଜୁଙ୍କ ରଶି....୨୫ ବର୍ଷ ହେଲାଣି ଭକ୍ତ ଭିଡ଼ୁଛନ୍ତି କସି କସି... ହାତେ ହାତେ ପଦ୍ମ ଫୁଲ, ବିଜେପି ରଥକୁ ପଛରୁ ଠେଲ...ଓ ଭକତେ ଓ....
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ପଲଟିକାଲ ନନା...ନୂଆ ମନ୍ତ୍ରୀଙ୍କ ବିଷୟରେ କରିବ ଆଲୋଚନା। ବଡ଼ମ୍ବା ନନା ପାରିଲେନି....ମନ୍ତ୍ରୀ ପଦ ନେଇଗଲେ ବିଞ୍ଝାରପୁର ନାନୀ....ହେଉ ହେଉ ରହିଗଲେ ଖଣ୍ଡପଡ଼ା ମଣି....ଆଲୋ ଆଲୋ....ସବୁ ତ କହିଦେଲ
ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?
ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....