• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: The Great Odisha Political Circus

The Great Odisha Political Circus Special Episode On Single use Plastic Ban
ଏତେ ଦାମୀକିଆ ମଦ ପିଉଛୁ...ଗ୍ଲାସ୍‌ ପାଉନୁ ଯେ ଷଢେଇରେ ଟେକି ଦେଉଛୁ?

ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍‌ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍‌ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍‌ ମାର୍‌...

The Great Odisha Political Circus
ଏଠି ତ ବିରୋଧୀ ଦୁର୍ବଳ, ତୁମେ ରାଲି କରିକି କଣ କରିବ?

ତୋ ରାଲି ତୋ ପାଖରେ ରଖ୍‌। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?

The Great Odisha Political Circus
ଘରେ ଶୋଇଲେ ଲାଭ ନାହିଁ...କିଛି ରୋଜଗାର କର...ପ୍ରସ୍ତାବ ଆସିଲେ ମୁଁ କଣ କହିବି?

ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?

The great odisha political circus ep 669 | 10th July 2022 | ସାରେ ଛାନିଆ | ଉଡ଼ିକି ଯାଅ ମୂଲ ଲାଗ
The great odisha political circus ep 669 | 10th July 2022 | ସାରେ ଛାନିଆ | ଉଡ଼ିକି ଯାଅ ମୂଲ ଲାଗ

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

The Great Odisha Political Circus । Special episode on Maharashtra politics
ଆଜିକା ନାଟକରେ ଭକ୍ତି ନାହିଁ ବରଂ ଅଛି ବଡ଼ ବଡ଼ ଚୁକ୍ତି...

ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?

THE GREAT ODISHA POLITICAL CIRCUS
ଓ ଭକତେ ଓ....ଆମ ରଥ ବିଜେ ଶଙ୍ଖ, ପଦ୍ମ ଓ ହାତ...

ଓ ଭାଇନା..ଓ... ଭାଇନା....ଲାଗିଛି ବିଜୁଙ୍କ ରଶି....୨୫ ବର୍ଷ ହେଲାଣି ଭକ୍ତ ଭିଡ଼ୁଛନ୍ତି କସି କସି... ହାତେ ହାତେ ପଦ୍ମ ଫୁଲ, ବିଜେପି ରଥକୁ ପଛରୁ ଠେଲ...ଓ ଭକତେ ଓ....

The great odisha political circus Ep 667 | June 26 2022 | 4 ବର୍ଷ ପାଇଁ ବାହାହେବି
The great odisha political circus Ep 667 | June 26 2022 | 4 ବର୍ଷ ପାଇଁ ବାହାହେବି

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

THE GREAT ODISHA POLITICAL CIRCUS
ତୁଣ୍ଡ ନଖୋଲିଲେ ମୁଣ୍ଡ କ’ଣ ରହିବ?

ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ

The great odisha political circus ep 666 | 19th june 2022 | ଦୁବାଇ ଦାଦନ
The great odisha political circus ep 666 | 19th june 2022 | ଦୁବାଇ ଦାଦନ

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

the great odisha poltical circus
ହେଉ ହେଉ ରହିଗଲେ ଖଣ୍ଡପଡ଼ା ବାବୁ....ବାଜି ମାରିଦେଲେ ବିଞ୍ଝାରପୁର ନାନୀ

ପଲଟିକାଲ ନନା...ନୂଆ ମନ୍ତ୍ରୀଙ୍କ ବିଷୟରେ କରିବ ଆଲୋଚନା। ବଡ଼ମ୍ବା ନନା ପାରିଲେନି....ମନ୍ତ୍ରୀ ପଦ ନେଇଗଲେ ବିଞ୍ଝାରପୁର ନାନୀ....ହେଉ ହେଉ ରହିଗଲେ ଖଣ୍ଡପଡ଼ା ମଣି....ଆଲୋ ଆଲୋ....ସବୁ ତ କହିଦେଲ

The Great Odisha Political Circus
ବନ୍ଧ ବାନ୍ଧୁନ ଉପାସ ରହିବ, ଆମେ କଣ କରିବୁ?

ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....

The great odisha political circus | EP 664 | 05 June 2022 | ହେବିରେ  ହାଇଲାଇଟ
The great odisha political circus | EP 664 | 05 June 2022 | ହେବିରେ ହାଇଲାଇଟ

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

The Great Odisha Political Circus
ଏଇଠି ମାଲ୍‌ ଖଲାସ କରିଦିଏ, ପାଖରେ କେହି ନାହାନ୍ତି....

ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍‌ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?

The Great Odisha Political Circus
ଅଧା ବାଟରେ ଅଟକିଗଲେ କ’ଣ ହେବ? ଟିକିଏ ବଳ ଖର୍ଚ୍ଚ କର....

ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍‌ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....

The Great Odisha Political Circus
ମାଲକାନଗିରି କ’ଣ କଳାପାଣି? ଆମକୁ କାହିଁକି ଧମକ ଦେଉଛ ସେଠିକି ବଦଳି କରିଦେବ ବୋଲି?

ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....

The great odisha political circus ep 663 | 29th may 2022 | କଂଗ୍ରେସ ପୁରାଣ |
The great odisha political circus ep 663 | 29th may 2022 | କଂଗ୍ରେସ ପୁରାଣ |

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

The Great Odisha Political Circus | Old war horse Sarat Pattanayak named OPCC prez
ମୁଁ ଯାଉଛି ତଳ ସାହି....ଟିକିଏ ଭାଗବତ ଶୁଣି ଆସିବି...

ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....

THE GREAT ODISHA POLITICAL CIRCUS
ଭାଇଲୋ ମୋ ଡଙ୍ଗା ରାଜଧାନୀରେ ଚାଲିବ...ତୁ କହ ଷ୍ଟପେଜ୍‌ ରହିବ କେଉଁଠି?

ବର୍ଷା ଆସିଲେ ମୋ ଡଙ୍ଗା ଭୁବନେଶ୍ୱରରେ ଗଡ଼ିବ। ରସୁଲଗଡ଼ରୁ ଯାଇ ରାମ ମନ୍ଦିର ଅଫିସ ପରେ ମାଷ୍ଟର କ୍ୟାଣ୍ଟିନ୍‌ରେ ମାରିବ ଷ୍ଟପେଜ୍‌....ଆରେ ଆରେ....ଇଏ କେମିତିକା ଡଙ୍ଗା?

The Great Odisha Political Circus
ସ୍ତ୍ରୀଙ୍କ ଉପରେ ଗାରୁଗାରୁ ହେଲେ ମହାଶୟ, ଖବରକାଗଜ ଉପରେ ସାରିଲେ ରାଗ

ସାତ ଟଙ୍କା ଦେଇ ମୁଁ ଖବରକାଗଜ କିଣୁଛି କ’ଣ ନବୀନ ବାବୁଙ୍କ ଫଟୋ ଦେଖିବା ପାଇଁ... ଆଜିଠାରୁ ମୁଁ ଆଉ ଖବରକାଗଜ ଦେଖିବି ନାହିଁ, ପଢିବି ନାହିଁ କି କିଣିବି ନାହିଁ... ଆଜିଠୁ ସବୁ ବନ୍ଦ...

The Great Odisha Political Circus
ପରୀକ୍ଷା ସରିଲା ପରେ ରିଲାକ୍ସ ଲାଗୁଛି, ଏବେ ଖୁବ୍ ନାଚିବି...

ଆମେ ସ୍ମାର୍ଟ ପିଲା। ସରକାର ଆମ ପାଇଁ ସବୁ କିଛି କରିଛନ୍ତି। ସ୍ମାର୍ଟ ପିଲା ମାନେ ସ୍ମାର୍ଟ ନାଚିବା ନିହାତି ଦରକାର...

Great Odisha Political Circus
ଆଉ ସ୍ୱପ୍ନ ଦେଖନି କି ଦେଖାଅନି... ପୂରଣ କରିବାକୁ ଲାଗିଲାଣି ୨୨ ବର୍ଷ

୨୨ ବର୍ଷ ବିତି ଗଲାଣି। ଏ ପର୍ଯ୍ୟନ୍ତ ସ୍ୱପ୍ନ ହୋଇପାରିଲା ନାହିଁ ପୂରଣ। ଏବେ ବି ଆମ ରାଜ୍ୟରେ ଚାଲିଛି ସ୍ୱପ୍ନ ଦେଖିବା ଓ ସ୍ୱପ୍ନ ପୂରଣ କରିବା ରାଜନୀତି...

The Great Odisha Political Circus
ଭାଉଜର ତୁମର ରାତିରେ କଣ କଳି ହୋଇଛି କି?

ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...

ସ୍କୁଲ ବସ୍‌ ଡ୍ରାଇଭର କଣ ହେଲମେଟ୍‌ ପିନ୍ଧି ବସ୍‌ ଚଳାଇବେ?

ମୋ ନାଁ ଦଣ୍ଡପାଣି, ତତେ ପେଇବି ପାଣି। ଯେଉଁ ଗାତରେ ପଶିଲେ ବି ମୁଁ ଖୋଜି ଆଣିବି। ସାର୍‌ ଆପଣ ଗଂଜେଇ ଟାଣିଛନ୍ତି କି? ନହେଲେ ମତେ କ’ଣ ଫାଇନ୍‌ କାଟନ୍ତେ...