• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: The Great Odisha Political Circus

THE GREAT ODISHA POLITICAL CIRCUS EP 702 MAR 05 2023 | ପୋଲିସ ହେବେ ଫିଟ !

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

THE GREAT ODISHA POLITICAL CIRCUS EP 700 | FEB 19 2023 |ମୁଖିଆଙ୍କ ପାଖରେ ଗୋ\'ମାତାର ଗୁହାରି

THE GREAT ODISHA POLITICAL CIRCUS |EP 698 FEB 05 2023 | ଶାଶୁ -ବୋହୂ ସମ୍ମିଳନୀ

THE GREAT ODISHA POLITICAL CIRCUS EP 697 |ଚାଉଳକୁ ନେଇ ଟଣାଓଟରା

THE GREAT ODISHA POLITICAL CIRCUS EP 696 | JAN 15 2023 |ସମୁଦିଙ୍କ ସଜେସନ

THE GREAT ODISHA POLITICAL CIRCUS | EP 695 | JAN 08 2023 |  ରାସ୍ତା କଡ଼ ଚୋରା ପଇଡ଼

THE GREAT ODISHA POLITICAL CIRCUS EP 692 DEC 18 2022 | ନେତାଙ୍କ ଘରେ ପଶିଛି କି ନାଗ ??

The Great Odisha Political Circus EP  689| ଜେଲ ଯିବାକୁ ହଂକ ହଂକ

The Great Odisha Political Circus EP 689| ଜେଲ ଯିବାକୁ ହଂକ ହଂକ OdishaTV is Odisha\'s no 1 News Channel. OTV being the first

The Great Odisha Political Circus
ମୁଖେ ଧରି ନବୀନ ନାମ...ମୁଁ ଯିବି ସ୍ୱର୍ଗଧାମ

ଆରେ..ଭାଉଜ ଛୁଆକୁ କ୍ଷୀର ଦେଉଛି ତୁ କାହିଁକି ହାଣ୍ଡିଆ ପାଟି କରୁଛ? ମୁଁ କୁଆଡେ ଯିବି ନଜାଣି କେମିତି ବାହାରିବି? ମେଳା ଗଲେ ଗୁଲୁଗୁଲା-ବରା ଆଣିବି ନହେଲେ ଏମାନେ ମତେ କୁକୁର ଭଲି ଝାମ୍ପିଦେବେ

The Great Odisha Political Circus
ମୋ ଗାଡ଼ି ଯାହା କଂଗ୍ରେସ ଦଳ ତାହା…

ଆରେ ଆମେ ପୁରୁଣା କଂଗ୍ରେସିଆ ନେତା। ଆମ ଦେହରେ କଂଗ୍ରେର ରକ୍ତ ଟକଟକ। ତୁ ଆଉ ଏଠି ବେଶି କଟିଂ ନଦେଖେଇ ମୋ ଗାଡ଼ିଟାକୁ ଟିକେ ଯୋଡାଯୋଡି କରି ଦେ। ମୁଁ ସିଧା ଏଇ ଗାଡ଼ିରେ ଦିଲ୍ଲୀ ପଳେଇବି।

The Great Odisha Political Circus
ଖେଳ କରିବେ ସମ୍ବିତ ପାତ୍ର, ଓଡ଼ିଶାରେ ଦେବେ ଘାଣ୍ଟି...

ଏଥର ଖେଳ ଜମିବ। ହେଲେ ବାଇନ ଟିକେ କହିଲ ତମ କ୍ୟାପଟେନ୍ କିଏ ଆଉ ତମ ଗୋଲ୍ କିପର୍ କିଏ?

the great odisha political circus
ଓଡିଶାରେ ଏବେ ମିଳୁଛି ଆଛେଦିନ୍... ଆପଣ ପାଇଛନ୍ତି ତ

ଓଡିଶାରେ ରାସ୍ତା ଉପରେ ମିଳୁଚି ୨ଟଙ୍କିଆ ଆଛେଦିନ୍। ତାର ପୁଣି ବିଭିନ୍ନ ଦର ଅଛି। ଘରକୁ ମଗଉଛନ୍ତି କି । ଏବେ ଏଇଠୁ ମଗାନ୍ତୁ

The Great Odisha Political Circus
ପେପର ଖୋଲିଲା ବେଳକୁ ଦୁଷ୍କର୍ମ...ଛି ଛି ଛି

ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍‌

The Great Odisha Political Circus
ମୋର ଗୋଟେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା କରିଦିଅରେ

ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…

The great odisha political circus ep 674 | 14th Aug 2022 | ସରକାର ଏଠି ଏସିରେ.. ରାଇଜ ଚାଲିଛି ପିସିରେ ...

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

The Great Odisha Political Circus
ରାମ ରାଇଜ ଚାଲିଛି, ଏଠି ପିସିରେ ଖେଳ ହେଉଛି

ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି

The Great Odisha Political Circus
ଯବାନ ଠିକାରେ ନିଯୁକ୍ତି, କିସାନ୍ ବୀମା କମ୍ପାନୀ ପାଖରେ ବନ୍ଧା....

ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....

The Great Odisha Political Circus
ଦରମା ପାଉଛୁ...ଘର ଚଳାଉଛୁ...ପୁଣି ଆମର ଦାବି କଣ କହୁଛୁ?

ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?

The Great Odisha Political Circus-
ଭଜମନ ତୁମେ ତେଲୁଗୁ ଜାଣିଛ...କୋଟିଆରୁ ଜଣକୁ ଡାକ, କଥା ହେବା...

ଭଜମନ ତୁମେ ହରିବୋଲ ପକାଅ। ଠିକ୍‌ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...

The great odisha political circus Ep 671 | 24th july 2022 | କାଦୁଅବାଡ଼ି ବସଷ୍ଟାଣ୍ଡ, ମାତିବେ ମୁଢି ମାଫିଆ
The great odisha political circus Ep 671 | 24th july 2022 | କାଦୁଅବାଡ଼ି ବସଷ୍ଟାଣ୍ଡ, ମାତିବେ ମୁଢି ମାଫିଆ

A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios

The great odisha political circus ep 670 | 17th July 2022 | ଷଢ଼େଇ ମାଲ

The Great Odisha Political Circus- Watch special episode on govt officials
ଆମେ ସରକାରୀ ଅଫିସର...ଜମାରୁ ମିଛ କହୁନୁ...

ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍‌ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?

The Great Odisha Political Circus- Special episode on Congress Political Crisis
ଏବେ କଂଗ୍ରେସ ରଥ ପୂରା ଦୋହଲୁଛି...ଆଗକୁ ତ ଯାଉନି ବରଂ ପଛକୁ ଫେରୁଛି...

ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍‌ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...

The Great Odisha Political Circus Special Episode On Single use Plastic Ban
ଏତେ ଦାମୀକିଆ ମଦ ପିଉଛୁ...ଗ୍ଲାସ୍‌ ପାଉନୁ ଯେ ଷଢେଇରେ ଟେକି ଦେଉଛୁ?

ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍‌ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍‌ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍‌ ମାର୍‌...

The Great Odisha Political Circus
ଏଠି ତ ବିରୋଧୀ ଦୁର୍ବଳ, ତୁମେ ରାଲି କରିକି କଣ କରିବ?

ତୋ ରାଲି ତୋ ପାଖରେ ରଖ୍‌। ତୁ ଯୁଆଡେ ଯାଉଛି ଯା...ମୁଁ ଟଙ୍କାଟିଏ ଦେବିନି....ଏଇଠି ତ ବିରୋଧୀ ଦୁର୍ବଳକୁ ଦୋହଲୁଛନ୍ତି...ତୁମେ ରାଲି କରିକି କଣ କରିବ?