ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...
ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....
ବର୍ଷା ଆସିଲେ ମୋ ଡଙ୍ଗା ଭୁବନେଶ୍ୱରରେ ଗଡ଼ିବ। ରସୁଲଗଡ଼ରୁ ଯାଇ ରାମ ମନ୍ଦିର ଅଫିସ ପରେ ମାଷ୍ଟର କ୍ୟାଣ୍ଟିନ୍ରେ ମାରିବ ଷ୍ଟପେଜ୍....ଆରେ ଆରେ....ଇଏ କେମିତିକା ଡଙ୍ଗା?
ସାତ ଟଙ୍କା ଦେଇ ମୁଁ ଖବରକାଗଜ କିଣୁଛି କ’ଣ ନବୀନ ବାବୁଙ୍କ ଫଟୋ ଦେଖିବା ପାଇଁ... ଆଜିଠାରୁ ମୁଁ ଆଉ ଖବରକାଗଜ ଦେଖିବି ନାହିଁ, ପଢିବି ନାହିଁ କି କିଣିବି ନାହିଁ... ଆଜିଠୁ ସବୁ ବନ୍ଦ...
ଆମେ ସ୍ମାର୍ଟ ପିଲା। ସରକାର ଆମ ପାଇଁ ସବୁ କିଛି କରିଛନ୍ତି। ସ୍ମାର୍ଟ ପିଲା ମାନେ ସ୍ମାର୍ଟ ନାଚିବା ନିହାତି ଦରକାର...
୨୨ ବର୍ଷ ବିତି ଗଲାଣି। ଏ ପର୍ଯ୍ୟନ୍ତ ସ୍ୱପ୍ନ ହୋଇପାରିଲା ନାହିଁ ପୂରଣ। ଏବେ ବି ଆମ ରାଜ୍ୟରେ ଚାଲିଛି ସ୍ୱପ୍ନ ଦେଖିବା ଓ ସ୍ୱପ୍ନ ପୂରଣ କରିବା ରାଜନୀତି...
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ମୋ ନାଁ ଦଣ୍ଡପାଣି, ତତେ ପେଇବି ପାଣି। ଯେଉଁ ଗାତରେ ପଶିଲେ ବି ମୁଁ ଖୋଜି ଆଣିବି। ସାର୍ ଆପଣ ଗଂଜେଇ ଟାଣିଛନ୍ତି କି? ନହେଲେ ମତେ କ’ଣ ଫାଇନ୍ କାଟନ୍ତେ...
ଆଜି କାଲିଆ ନେତାଙ୍କ ସମାଜ ସେବା ଆପଣ ଜାଣିଛନ୍ତି। ସେବା ଦୁର୍ବଳ, ଫଟୋ ପ୍ରବଳ। ନେତାଏ ନିଜ ପ୍ରଚାର ପାଇଁ ଆଣ୍ଠେଇ ପେଟେଇ ଭିଡିଓ କରୁଛନ୍ତି। ଆଉ ଏବେ ନୂଆ ନୂଆ ସିଏମସି ମେୟର ହେଇଥିବା ଏ ନିଶୁଆ ସିଂଙ୍କ ନିଶା ଟିକେ ଦେଖ
ହାତରେ ପ୍ଲାସ୍ ଧରି ବାହାରି ପଡିଲେ ଲାଇନ୍ କାଟିବାକୁ। ଯେତେବେଳେ ଲାଇନ୍ କାଟିବାକୁ ଆସିଥିଲେ, ସେତିକି ବେଳେ ଯଦି ଗ୍ରାହକଙ୍କ ସହ ଭେଟ ହୋଇଯାଏ, କ’ଣ ହୁଏ ଦେଖନ୍ତୁ...
ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ନବୀନ ବାବୁଙ୍କ ଏତେ ପ୍ରବଳ କ୍ରେଜ୍। ହେଲେ ପୂରା ଦମ୍ରେ ବିଜେଡ଼ିକୁ ଚକମା ଦେଇଦେଲେ ଭାଲୁ ଭାଇ। ଏମିତି ମାୟାଜାଲ ବିଛାଇଲେ ଯେ, ସିଧା ସିଧା ଶଙ୍ଖ ଚିତ୍ପଟାଙ୍ଗ ହୋଇ ପଡ଼ିଲା...ଆଉ ତା’ ପରେ ଦେଖୁନାହାନ୍ତି କେମିତି ନାଚୁଛନ୍ତି ଭାଲୁ ଭାଇ
ହନୁମାନ ତୁମେ ଆଉ ମୋ କଥା ଶୁଣୁନ। ତୁମକୁ ମୁଁ କହିଲି ବିଶଲ୍ୟକରଣୀ ଆଣିବାକୁ ହେଲେ ତୁମେ ପୂରା ଗନ୍ଧମାର୍ଦ୍ଧନ ଉଠାଇ ଆଣିଲ କାହିଁକି? ଦ୍ୱାପର ଯାଇ କଳିଯୁଗ ହେଲାଣି ମୁଁ ବିଶଲ୍ୟକୁ ଚିହ୍ନିବି କେମିତି?
ତୁମେ କଣ ଆଉ ରଖିଛ ଯେ ମୁଁ ସମ୍ପର୍କ ଯୋଡ଼ିବି? ଆଗେ ଟଙ୍କା ୨୦ ହଜାର ଦିଅ, ପରେ କଥାବାର୍ତ୍ତା। ଆରେ ମୁଁ ଟେନ୍ସନ୍ରେ ଥିବି ତୋ କଥା ଶୁଣିନଥିବି...କୋଟି କୋଟିରୁ ତୋର ବି ଅଛିରେ ସୋନୁ
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଛିଣ୍ଡା ଛିଣ୍ଡ ଆଡ଼େ ଜମା ଯାଆନାରେ। ଶିକା ଛିଣ୍ଡିଗଲେ ଦହି ପଡ଼ିଯିବ...ତୁ ଖାଲି ଯୋଡ଼ା ଯୋଡ଼ିରେ ରହ। ଟଙ୍କାଟିଏ ଦେବାରେ ନାଗନ୍ଧ ଧରୁନ, ଏତେ କାହିଁ ପାଟିକରୁଛ ମ?
ବ୍ରେକ୍ ଫାଷ୍ଟ ତ ହୋଇଗଲା ଏବେ ଲଂଚ୍ କରିବି। ହଁ..୫ ଟଙ୍କା ଫିଙ୍ଗିଦେଲେ ଆହାର କେନ୍ଦ୍ରରେ ପେଟେ ଖାଇବି...ଆରେ ଆରେ ତୁ ପେଟେ ବରା, ଆଳୁଚପ୍ ଖାଇଲୁ ଟଙ୍କା କିଏ ଦେବ କିରେ? ସରପଂଚ କହିଥିଲା ଇଲେକ୍ସନ ପର୍ଯ୍ୟନ୍ତ ଖାଇବୁ, ହେଲେ ତୁ ତ ସିଲେକ୍ସନ ସରିବା ପରେ ବି ଖାଇଚାଲିଛୁ
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ନଲେଜ୍ ବଢାଇବା ଲାଗି ଆମେ କଲେଜ୍ ଯାଉଛୁ। ହେଲେ ସେ କଲେଜ୍ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...
ତୁମେ କ’ଣ ମତେ ଛାଡୁଛ ଯେ ମୁଁ ପଳାଇବି? ତୁମେ ତ ମତେ କୁଣ୍ଢେଇ ଧରୁଛ...ପୁଣି ପଳା ବୋଲି କାହିଁକି କହୁଛ? ତୁମେ ଭାରି ଭଲ ଲୋକ ତ...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios