ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍ ପଡ଼େନି...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: https://khabar.odishatv.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://live.odishatv.in/ YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: https://www.facebook.com/otvkhabar OTV English Facebook : https://www.facebook.com/otvnews Telegram @otvtelegram @otvkhabar Twitter: https://twitter.com/otvnews Instagram: https://www.instagram.com/otvnews/ ହଇରେ !! ତୁ କେମିତିକା ସରପଞ୍ଚ କିରେ? ତତେ ସକାଳୁ ଖୋଜି ଖୋଜି ମୁଁ ଥକି ପଡ଼ିଲି ହେଲେ ତୋ ଦେଖା ପାଇଲିନି...ଭୋଟ୍ ପୂର୍ବରୁ ରୂପ ଗୋଟେ ଆଉ ଏବେ ଆଉ ଗୋଟେ
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ଇଲୋ ବୋଉଲୋ କି ମାଡ଼? ପିଟିକି ପିଠି ଫଟେଇ ଦେଲେ...ଆଗରୁ ମାଡ଼ ମାରିବା ଜାଣିଥିଲି, ହେଲେ ଏବେ ଖାଇବା ବି ଜାଣିଲି। ଏମିତି କାଟେ କିରେ ମାଡ଼ ଗୁଡ଼ା?
ଏବେ ନୁହେଁ ୧୦ ବର୍ଷ ହେଲାଣି କଂଗ୍ରେସ କମିଙ୍ଗ୍ କମିଙ୍ଗ୍ କହୁଛନ୍ତି ସୁର ଭାଇ। ହେଲେ କଂଗ୍ରେସ ଆସିବ କଣ ବରଂ ଘୁଂଚି ଘୁଚିଂ ପଳାଉଛି...୫ ରାଜ୍ୟର ବିଧାନସଭା ଫଳ ପରେ ଭାବୁଛୁ କଂଗ୍ରେସ ଆସିବ କେଉଁ ଦିଗରୁ?
ପଞ୍ଚାୟତ ନିର୍ବାଚନ ତ ସରିଲା ଏବେ ପୌର ନିର୍ବାଚନ । ଏ ମଉସା କାଇଁ ଏମିତି ହେଉଛ।
ବାହାରି ସାରିଛି ରେଜଲ୍ଟ। କିଏ ଜିତିଲା, କିଏ ହାରିଲା ଜଣାପଡିଗଲା। ଯିଏ ଜିତିଛି ତା ଛାତି ଫୁଲିବା କଥା। ଏଠି କିନ୍ତୁ ହାରିବା ଲୋକ ଛାତି ଫୁଲାଇବାରୁ...
ହଇଲୋ ମୁଁ ତୋ ଗେରସ୍ତ ଟି? ତୁ ମୋ କଥା ଶୁଣୁନୁ କ’ଣ? ମଲା ତୁମେ ଯାହା କହିବ ମୁଁ କଣ ଶୁଣିବି ବୋଲି ବାଧ୍ୟ ନା କ’ଣ?
ମୁଁ ହାଡ଼ ପାକଳ କରୁଛି। ଆଗକୁ ଜୋରଦାର ଲଢେଇ କରିବାର ଅଛି। ହାଡ ମଜବୁତ ହୋଇନଥିଲେ ହାରିବାକୁ ହେବ। ହାଡ଼ ସବୁ ଭାଙ୍ଗି ଚୁନା ହୋଇଯିବ...
ଗାଁ ଗାଁ ବଣ୍ଟା ବଣ୍ଟି ହଉଛି। ଏଇଥି ପାଇଁ ମେଡିକାଲ ବେଡ୍ ଛାଡି ପଳାଇ ଆସିଲି। କିଛି ମିଳିଗଲେ ମୋ ଔଷଧ ଖର୍ଚ୍ଚ ଉଠିଯିବ। କେହି କିଛି ଦିଅ...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ମୁଁ ଗୀତ ଲେଖି ବାକୁ ଦେଇଥିଲି। ମୁଁ ଗୋଟାଏ କ୍ୟାଣ୍ଡିଡେଟ୍। ଠିକ୍ ନିର୍ବାଚନ ପ୍ରଚାର ତାଉ ବେଳକୁ ମୋ ବିରୋଧୀ ଗାଁ ଗାଁରେ ପ୍ରଚାର ଗୀତ ବଜେଇ ତାଉ କରିଦେଲେଣି। ଏ ଗୀତିକାର ମୋ ଗୀତ ଭୁଲ୍ କରିଦେଇଛି, ଚିହ୍ନ ବଦଳେଇ ଦେଇଛି।
ଆରେ ଆରେ...ସେ ଝିଅକୁ ବୟସ ୧୬...ତା’ପାଖରେ ଢାଳିଳେ କ’ଣ ହେବ? ସେ କ’ଣ ତୁମକୁ ଭୋଟ୍ ଦେବ?
ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?
ରୋଜଗାର ପାଇଁ ସମସ୍ତେ ଗାଁରୁ ସହରକୁ ଆସୁଛନ୍ତି। ହେଲେ ଏ ଚେଙ୍ଗଡ ଗାଁ ଛାଡିବାକୁ ନାରାଜ। କାରଣ ଗାଁରେ ରହି କରୁଛି ଲାଭ ଉପରେ ଲାଭ। ଜାଣନ୍ତୁ କେମିତି...
ମୋ ଝିଅ ଘରକୁ ଆସିଥିଲି ଝିଅକୁ ଦେଖିବା ପାଇଁ, ହେଲେ ଦୁଆର ମୁହଁରେ ମତେ ତୁମେ କାହିଁକି ଏ ନବୀନ ବାବୁଙ୍କ ମୁହଁ ଦେଖେଇଲ? ଏମିତି ଅପମାନକୁ ମୁଁ ବରଦାସ୍ତ କରିବି ନାହିଁ...
ରାଜନୀତିକୁ ଓହ୍ଲାଇଲେ ଦୁଇ ଯାଆ। ରାସ୍ତା ମଝିରେ ହେଲେ ଟଣାଓଟରା। ଶେଷରେ ଶଶ୍ୱର ଆସି କହିଲେ...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
କକା ତୁମେ ସରପଂଚ...ଲାଭ ତୁମର ଯେତିକି ଆଉ ଖୁଡ଼ିର ବି ସେତିକି....ହେଲେ ଲାଭଟା ହେବ କେମିତି?
ଏ ରୁହ ମ...ମୋର ଟିକିଏ ତଳ ସାହିରେ କାମ ଅଛି...ମହିଳାଙ୍କୁ ମୁଁ ଟିକିଏ ଦେଇକି ଆଲେ, ତା’ପରେ ତୁମ କଥା ବୁଝିବା..
ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....
କି ରାଜନୀକତି ଲୋ !! ମୋ ବୋପା-ମାଆ...ନିଶା ଏମିତି ଯେ, ଗୋଟିଏ ପୋଷ୍ଟ ପାଇଁ ଛିଡ଼ା ହେଲେ ଭାଇବୋହୂ-ଦେଢଶୁର...ଆଉ ଯେତେବେଳେ ଏ କଥା କକେଇଙ୍କ କାନରେ ପଡ଼ିଲା ତା’ପରେ କଣ ହେଲା?
ଏ ଏମିତିକା ବେଳ, ସ୍ଥାନ କାଳ ପାତ୍ର କିଛି ମାନୁ ନାହାଁନ୍ତି ପ୍ରାର୍ଥୀ। ଘର ତ ଘର, ବିଲରେ ପୋଷ୍ଟର ମାରୁଛନ୍ତି ଏମାନେ। ଯାହାକୁ ନେଇ ଏଠି ତୁମ୍ଭି ତୋଫାନ...
ଗାଁଠୁ ପଡା ସବୁଠି ପଞ୍ଚାୟତ ନିର୍ବାଚନ। କାହାକୁ ଦେବା ଭୋଟ। କେଉଁଠି ଉଡୁଛି ନୋଟ୍। କେଉଁଠି ହେଉଛି ଭୋଜି। କେଉଁଠି ବଣ୍ଟା ଯାଉଛି ମାଲ୍। ଏସବୁ ଦେଖି ପାଇଁ ଗାଁ ଗାଁ ବୁଲୁଛନ୍ତି ସର୍କସର ନନା...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios