• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tahawwur Rana

ଆର୍ମି ଡାକ୍ତରରୁ ଆତଙ୍କବାଦୀ
Army Doctor to Terrorist: ଡାକ୍ତରୀ ବୃତ୍ତିରୁ ତିହାର ଜେଲ୍: ଜାଣନ୍ତୁ, କେଉଁଠି ଅଛନ୍ତି ଓ କ’ଣ କରନ୍ତି ତହବୁରର ପତ୍ନୀ ଓ ସନ୍ତାନ ?

ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି  । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି ।

 Tahawwur Rana
NIA 18-Day Remand: ଖୋଲିବ ୨୬/୧୧ ମୁମ୍ବାଇ ଆଟାକ୍‌ ଷଡଯନ୍ତ୍ରର ଗୁମର, ୧୮ ଦିନିଆ ରିମାଣ୍ଡରେ ତହବୁର

ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଲା NIA । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ୨୬-୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ସବୁ ଷଡଯନ୍ତ୍ରର ଖୁଲାସା କରିବାକୁ ଯୋଜନା ପ୍ରସ୍ତୁତ କରିଛି NIA । 

ଭାରତ କରିବ ତହବୁର୍ ହିସାବ ।
Tahawwur Ran: କସାବ୍ ଭଳି ଫାଶି ଖୁଣ୍ଟରେ ଝୁଲିବ କି ତହବୁର ରାଣା?

ତହବୁର ରାଣାକୁ NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି ।

ଭାରତ କରିବ 'ତହବୁର୍' ହିସାବ ।
Tahawwur Rana Extradition: ଭାରତ ମାଟିରେ ହେବ ଆତଙ୍କବାଦୀ ତହବୁର ରାଣାର ହିସାବ ନିକାଶ

ତହବୁର ରାଣାକୁ NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି ।

Special Story: Tahawwur Rana Returning to India After 16 Years; NIA and RAW Team on His Trail
Tahawwur Rana: ଭାରତ ଆସୁଛି ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା

୧୬ବର୍ଷ ପରେ ଭାରତ ଆସୁଛି ଏହି ମୁମ୍ବାଇ ହମ୍‌ଲାର ମାଷ୍ଟରମାଇଣ୍ଡ ତହବୁର ରାଣା । ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରି ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ତହବୁରକୁ ସାଙ୍ଗରେ ନେଇ ଆସୁଛନ୍ତି NIA ଓ RAWର ଏକ ମିଳିତ ଟିମ୍ ।

Tahawwur Rana
Terrorist Tahawwur Rana: ଅପେକ୍ଷାର ଅନ୍ତ; ଆଜି ଦିଲ୍ଲୀରେ ପହଞ୍ଚିବ ତହବୁର ରାଣା!

ଭାରତ ପହଞ୍ଚିବା ପରେ ତହବୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହୱୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ।

26/11 Mastermind Tahawwur Rana
Tahawwur Rana: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ ।

Tahawwur Rana’s
Tahawwur Rana: ତହୱର ରାଣାକୁ ବଡ଼ ଝଟକା: ଭାରତକୁ ପ୍ରତ୍ୟର୍ପଣ ବାଟ ସଫା

 ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି ଆମେରିକାର ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଫେବ୍ରୁଆରୀରେ ତହୱର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା

ଭାରତ ଫେରିବ ତହବୁର ରାଣା
Tahawwur Rana's extradition: କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା, ଭାରତ ଫେରିବ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା

ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା।