ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍ ବିରିୟାନୀ, ମଟନ ବିରିୟାନି ଓ ଭେଜ୍ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ […]
ଭୁବନେଶ୍ୱର: ଆମିଷ ନ ଖାଉଥିବା ଲୋକେ ମୁଖ୍ୟତଃ ଛତୁ ଓ ପନିର ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ସମସ୍ତେ ଏହାର ମସାଲା କରି, ଭାତ, ରୁଟି କିମ୍ୱା ନାନରେ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଛତୁ ଓ କୋଶଳା ଶାଗର ଏକ ୟୁନିକ୍ ଆଇଟମ୍ ପ୍ରସ୍ତୁତି ବିଷୟରେ କହିବୁ, ଯାହାକି ଆପଣ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା କୋଶଳା ଶାଗ, ଛତୁ ତାୱା ଫ୍ରାଏର ପ୍ରସ୍ତୁତି ସମ୍ପର୍କରେ। ଆବଶ୍ୟକ ସାମଗ୍ରୀ: କୋଶଳା ଶାଗ, ଛତୁ, […]
ଭୁବନେଶ୍ୱର: ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍ସ୍ ଦେବୁ। Suji Chakuli Recipe Preparation Tips: ଆବଶ୍ୟକ ସାମଗ୍ରୀ: ସୁଜି, ଆଳୁ, ପିଆଜ, ରିଫାଇନ୍ ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ […]
ଭୁବନେଶ୍ୱର: ବିରିୟାନି ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିରିୟାନି ଖାଇଛୁ। ଆଜି କିନ୍ତୁ ଚିଙ୍ଗୁଡ଼ି ବିରିୟାନି କିପରି ହୁଏ ଆପଣଙ୍କୁ ଶିଖାଇବୁ। ଏହାର ସ୍ୱାଦ ଅନ୍ୟ ସବୁ ବିରିୟାନିର ସ୍ୱାଦଠାରୁ ଭିନ୍ନ ହୋଇଥିବା ବେଳେ ଚିଙ୍ଗୁଡ଼ିର ବାସ୍ନା ଏକ ଅଲଗା ପ୍ରକାର ସ୍ୱାଦ ଦେବ। ତେବେ କିପରି ଘରେ ଚିଙ୍ଗୁଡ଼ି ଦମ୍ ବିରିୟାନି ପ୍ରସ୍ତୁତ କରିବେ ଜାଣନ୍ତୁ। How to Prepare Chingudi Dum Biryani ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା ରସୁଣ […]
ଚିକେନ୍ ସମସ୍ତଙ୍କର ପ୍ରିୟ ଖାଦ୍ୟ। ସବୁବେଳେ ଆମେ ବିଭିନ୍ନ ପ୍ରକାର ମସଲା ପକାଇ ଚିକେନ୍ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। କିନ୍ତୁ ‘ଗୋଟା ରସୁଣ ଚିକେନ୍ ଲଟ୍ପଟ୍’ ନାଁ ଆପଣ କେବେ ଶୁଣିଛନ୍ତି କି? ଏଥିରେ ପଡ଼ୁଥିବା ରସୁଣ କୋଲା ପାଇଁ ହିଁ ଏହି ଆଇଟମ୍ ଅନ୍ୟ ସବୁ ଆଇଟମ୍ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ। ଯେଉଁମାନେ ଖାଦ୍ୟ ସହ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚିକେନ୍ରେ ଏହିପରି ରସୁଣ ପକାଇ […]
How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ବ୍ରେଷ୍ଟ୍ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ Chicken କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ […]
How to Make Mushroom Paneer Pulao ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍, କଟା ପିଆଜ, ଟମାଟୋ ପେଷ୍ଟ୍, ଗରମ ମସଲା ପାଉଡର୍, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ […]
ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ […]
How to Prepare Khua Chicken in Odia ଚିକେନ୍ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍ସିକମ୍, ଅଦା ରସୁଣ ବଟା ଓ […]
How to Prepare Kadai Mutton Recipe ଆପଣ ରେଷ୍ଟୁରାଣ୍ଟ୍ରେ ଅନେକ ସମୟରେ କଡାଇ ମଟନ୍ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା […]
Chingudi Fried Rice ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍ ରାଇସ୍ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। […]
ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ ଲାଗିଛି। ତେବେ କରୋନାର ଦ୍ଵିତୀୟ ଲହରୀ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ସରକାରଙ୍କ କଟକଣା ମଧ୍ୟ ଜାରି ହୋଇଛି ଘରେ ରହିବା ନେଇ। […]
ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍ ଭେଜ୍ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)। How to Prepare Butterfly Chicken Recipe: ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍ଲେସ୍ ଚିକେନ୍, କର୍ଣ୍ଣଫ୍ଲୋର୍, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍ ଚିଲି ସସ୍, ସୋୟା ସସ୍, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା […]
ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ। Street Food କାହାକୁ ବା ଭଲ ଲଗେନି ? ହେଲେ ବିନା ପିଆଜରେ ଏହି ଷ୍ଟ୍ରିଟ ଖାଦ୍ୟର ତ ସ୍ୱାଦ ନ ଥାଏ। ତା’ଛଡ଼ା ଷ୍ଟ୍ରିଟ ଫୁଡ୍ କେତେ ସ୍ୱାସ୍ଥ୍ୟପ୍ରଦ ତାହା ସମସ୍ତେ ଜାଣନ୍ତି। ତେଣୁ […]
ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। Tips to Prepare Paneer Masala(ପନିର ମସାଲା) Recipe Without Onion ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍ ସମୟରେ ଏବଂ […]
ଭୁବନେଶ୍ୱର: ପୋଟଳରେ ବିଭିନ୍ନ ପ୍ରକାର ଆଇଟମ୍ କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ। ଆଜି କିନ୍ତୁ ଆମେ ଆପଣଙ୍କୁ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି […]
ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍ ତେଲରେ ପ୍ରସ୍ତୁତ ହେବା ସହ କମ୍ ସମୟ ବି ଲାଗିଥାଏ। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କଦଳୀ ପତ୍ର ଶୁଖା କଙ୍କଡ଼ା ଆବଶ୍ୟକ ସାମଗ୍ରୀ କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ […]
ଭୁବନେଶ୍ୱର : ଆମେ ସାଧାରଣତଃ ଚିକେନ୍ କୋରମା, ମଟନ୍ କୋରମା ବିଷୟରେ ଜାଣିଛନ୍ତି। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ସୁଆଦିଆ ହୋଇଥିବା ବେଳେ ଗରମାଗରମ ନାନ୍, ତନ୍ଦୁରି ସହ ଏହାକୁ ଖାଇବାର ମଜା ଅଲଗା। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଉ ନ ଥିବେ ସେମାନେ ମଧ୍ୟ ଏହାକୁ ଖାଇବାକୁ ମନା କରିବେନି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ। How to Prepare Egg Kurma Recipe ଆବଶ୍ୟକ […]
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes