• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclones

Cyclone Biparjoy
ଘନୀଭୂତ ହେବାରେ ଲାଗିଛି 'ବିପର୍ଯ୍ୟୟ'

ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Depression intensify into cyclonic storm today evening
ଆଜି ସନ୍ଧ୍ୟାରେ ବାତ୍ୟା ! କାଲି ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

Cyclonic circulation
ଘୂର୍ଣ୍ଣିବଳୟ ହେଲା : ୧୨ରେ ହେବ କି ବାତ୍ୟା?

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।

Probable cyclone
କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ...ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ,  ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।

Summer cyclone
ଆସୁଛି କି ଆଉ ଏକ ଖରାଦିନିଆ ବାତ୍ୟା ? ୬ରେ ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ପରେ ଲଘୁଚାପ

ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର ।

Possibility of cyclone in odisha
ବାତ୍ୟାପ୍ରବଣ ମେ’ ମାସ ପାଇଁ ଆଲର୍ଟରେ ଓଡ଼ିଶା ସରକାର: ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

Odisha May Receive Rainfall Around Dec 10-11
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

West-Central Bay Of Bengal
୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ବାତ୍ୟା ! ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।

Cyclone Alert
ବାତ୍ୟା ଆସିବ ପୁଣି ଆସିବନି !

ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକ। କେଉଁଠି ମାଡ ହେବ? କେତେ ଆସିବ? ବଢୁଛି ନାନା କଳ୍ପନାଜଳ୍ପନା...ବାତ୍ୟା ଆସିବ ପୁଣି ଆସିବନିକୁ ନେଇ ବଢିଲା ଚର୍ଚ୍ଚା

weather
ଗଜପତି ଜିଲ୍ଲାରେ ଛୁଟି ବାତିଲ

ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ