Advertisment

Yogi Adityanath: ଯିଏ ଆମ ମାଆ-ଭଉଣୀଙ୍କ ସିନ୍ଦୂର ପୋଛିଥିଲେ, ତାଙ୍କ ବଂଶ ବୁଡିଗଲା

ଯେଉଁ ଲୋକମାନେ ଭାରତର ମାଆ ଓ ଝିଅମାନଙ୍କ ସିନ୍ଦୂର ପୋଛିବାର ଦୁଃସାହସ କରିଥିଲେ, ଏୟାର ଷ୍ଟ୍ରାଇକରେ ସେମାନଙ୍କର ବଂଶ ବୁଡ଼ିଯାଇଛି କହିଲେ ଯୋଗୀ ଆଦିତ୍ୟନାଥ ।

author-image
Namita Biswal
ଅଦ୍ୟତନ ହୋଇଛି

ଯେଉଁ ଲୋକମାନେ ଭାରତର ମାଆ ଓ ଭଉଣୀମାନଙ୍କ ସିନ୍ଦୂର ପୋଛିବାର ଦୁଃସାହସ କରିଥିଲେ, ଏୟାର ଷ୍ଟ୍ରାଇକରେ ସେମାନଙ୍କର ବଂଶ ବୁଡ଼ିଯାଇଛି । ମଧ୍ୟରାତ୍ରିରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାରେ ଭାରତର ପ୍ରଚଣ୍ଡ ମିସାଇଲ ମାଡ଼ ପରେ ଏମିତି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ମାସୁଜ ଆଜହର୍ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି ।  

Advertisment
India Pakistan War CM Yogi Adityanath Operation Sindoor
Advertisment
Advertisment