ବଲିଉଡର ଦିଗ୍ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।
ଛାଡପତ୍ର ପରେ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି।
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc — […]
'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍ ଓ କ୍ରିତି ବଲିଉଡ୍ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]
କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।
ବର୍ତ୍ତମାନ ଦିୟା ମିର୍ଜା ଏହି ସୂଚନା ଦେଇ ପ୍ରଶଂସକମାନଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଛନ୍ତି ଯେ ସେ ମାତ୍ର ଦୁଇମାସ ପୂର୍ବେ ଅର୍ଥାତ୍ ମେ ୧୪ରେ ମା’ ହୋଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।
କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।
ନିକଟରେ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍ରେ ଆସିଥିଲେ।
ବଲିଉଡ୍ରୁ ଦୂରରେ ରହି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା। ସେ ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ତାଙ୍କ ଅର୍ଥ ବିନିଯୋଗ କରିଛନ୍ତି । ଏହା ବ୍ୟତୀତ, ସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି ।
ବିଏମ୍ସି ଦ୍ୱାରା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍ କରାଯାଇଛି। ବିଲ୍ଡିଂରେ ଏକାଧିକ କରୋନା ମାମଲା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ବିଏମ୍ସି ଏହି ପଦକ୍ଷେପ ନେଇଛି।
ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ହୋଇଥିବା ନେଇ ସୂଚନା ରହିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର ।
ମୁମ୍ବାଇ: ବଲିଉଡ ଆକ୍ଟର ଅମିର ଖାନ୍ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ…
ମୁମ୍ ଇନ୍ଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି, ଯେଉଁମାନେ ତାଙ୍କ ଉପରେ ପ୍ରେମ ବର୍ଷା କରନ୍ତି। ପ୍ରତିଦିନ ସୁହାନା ତାଙ୍କର କିଛି ନା କିଛି ଫଟୋ ସେୟାର କରନ୍ତି। ସୋସିଆଲ୍ ମିଡିଆରେ ଅପେକ୍ଷା କରିଥିବା ତାଙ୍କ ପ୍ରଶଂସକମାନେ ଏହି ସବୁ…
କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…
ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍ରୁ ଉଦ୍ଧାର କରାଯାଇଥିଲା। ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶୀ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ଏକ ସାକ୍ଷାତକାରରେ ସୋନୁ ଲାଜେଇ ଯାଇଥିଲେ, ଆଉ କହିଥିଲେ ଯେ ‘ଏହା ଟିକିଏ ଅଧିକ ହୋଇଯାଉଛି’ । ଏହା ତାଙ୍କର ମହାନତା ।…
ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼…