• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india-win 11
ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପାଟଣା ଟେଷ୍ଟ: ଟିମ୍‌ ଇଣ୍ଡିଆର ମହାବିଜୟ

ଅମରାବତୀ: ସାରା ଦେଶରେ ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଦେଶବାସୀଙ୍କୁ ବିଜୟ ଭେଟି ଦେଇଛି ଭାରତୀୟ କ୍ରିକେଟ୍ ଟିମ୍। ବିଶାଖାପାଟଣାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍‌ରେ ହରାଇଛି। ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକାକୁ। ହେଲେ ଦକ୍ଷିଣ ଆଫ୍ରିକା ମୋଟ୍ ୧୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଏହି ବିଜୟ […]

  • Wednesday, 21 July 2021
nba
ଭାରତରେ ଏନ୍‌ବିଏକୁ ସ୍ୱାଗତ କଲା ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ: ମୁମ୍ବାଇ ସ୍ଥିତ ନ୍ୟାସନାଲ୍‌ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମ୍‌ ଠାରେ ୧୦ ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ନ୍ୟାସନାଲ୍‌ ବାସ୍କେଟ୍‌ବଲ୍‌ ଆସୋସିଏସନ୍‌(ଏନ୍‌ବିଏ)ର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଗତ ଶୁକ୍ରବାର ଦିନ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହି ଅବସରରେ ଆମେରିକାର ହାଇପ୍ରୋଫାଇଲ ବାସ୍କେଟ୍‌ ବଲ୍‌ ଲିଗ୍‌ ଏନ୍‌ବିଏର ଦୁଇ ଦଳ ଇଣ୍ଡିଆନ୍‌ ପେସର୍ସ ଓ ସାକ୍ରାମେଣ୍ଟୋ କିଙ୍ଗ୍ସ ପରସ୍ପରକୁ ଭେଟିଥିଲେ। ୧୦ରୁ ୧୬ ବର୍ଷର ବାଳକ ଓ […]

  • Wednesday, 21 July 2021
virat-1
ଓଡ଼ିଆ ପ୍ରଶଂସକଙ୍କୁ ଭେଟି ଖୁସିରେ କୋଳେଇ ନେଲେ କୋହଲି

ବିଶାଖାପାଟଣା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି, କିନ୍ତୁ ବିଶାଖାପାଟଣାରେ ତାଙ୍କର ସାକ୍ଷାତ ଏକ ସ୍ୱତନ୍ତ ଫ୍ୟାନଙ୍କ ସହ ହୋଇଛି। ସେହି ପ୍ରଶଂସକ ଜଣକ ଆଉ କେଉଁଠୁ ନୁହେଁ, ବରଂ ଓଡ଼ିଶାରୁ ଆସିଛନ୍ତି। କୋହଲିଙ୍କର ଏହି ବଡ଼ ପ୍ରଶଂସକଙ୍କ ନାଁ ହେଉଛି ପିଣ୍ଟୁ ବେହେରା। ସେ ନିଜକୁ କୋହଲିଙ୍କୁ ସବୁଠାରୁ ବଡ଼ ପ୍ରଶଂସକ ବୋଲି କହୁଛନ୍ତି ଏବଂ ଏହାର କାରଣ ମଧ୍ୟ ରହିଛି। ପିଣ୍ଟୁ ନିଜର ପୂରା ଶରୀରରେ […]

  • Wednesday, 21 July 2021
Hasan Ali
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି […]

  • Wednesday, 21 July 2021
Untitled-design-1_opt
ଆଫଗାନିସ୍ତାନକୁ ୩୧୨ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୪୨ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୩୧୨ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏଭିନ୍ ଲୁଇସ୍ (୫୮), ଶାଇ ହୋପ୍ (୭୭) ଓ ନିକୋଲାସ ପୁରନ୍ (୫୮) ଅର୍ଦ୍ଧଶତକ ମାରିଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ପାଇଁ ଏହି […]

  • Wednesday, 21 July 2021
_107647569_bairstowroot
ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ

ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। […]

  • Wednesday, 21 July 2021
Untitled-1-11
ଫିଲ୍ଡିଂ କରୁଥିବା ବେଳେ ଆହତ ହେଲେ ରାହୁଲ୍

ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ। ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ ଏୟାରରେ ଡାଇଭ୍ ମାରି ବଲକୁ ରୋକିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ଏବଂ ତଳେ ଗଳି ପଡ଼ିଥିଲେ। ତେବେ ରାହୁଲ ଯନ୍ତ୍ରଣା ଅନୁଭୂତ କରିବା […]

  • Wednesday, 21 July 2021
pic10
ବର୍ମିଂହାମରେ ଭାରତକୁ ସମର୍ଥନ କଲେ ପାକ୍ ପ୍ରଶଂସକ

ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏଜବାଷ୍ଟନରେ କିଛି ଗ୍ରୀନ୍ ଜର୍ସି ପିନ୍ଧିଥିବା ପାକିସ୍ତାନୀ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଭାରତୀୟ ଟିମକୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି। […]

  • Wednesday, 21 July 2021
dd-1
ଇଂଲଣ୍ଡ ବିପକ୍ଷରେ ଧୋନି କରିଦେଲେ ଏହି ବଡ଼ ଭୁଲ୍

ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସ୍ ନାମ ଡିଜିଜନ୍ ରିଭ୍ୟୁ ସିଷ୍ଟନ୍ ବଦଳରେ “ଧୋନି ରିଭ୍ୟୁ ସିଷ୍ଟମ’ ରଖିଛନ୍ତି। ଏଭଳି ସ୍ଥିତିରେ ଡିଆରଏସ୍ ନେବା ମାମଲାରେ ଧୋନି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସବୁଠାରୁ ବଡ଼ ଅସ୍ତ୍ର। ଧୋନି ଡିଆରଏସ୍ ନେବାରେ […]

  • Wednesday, 21 July 2021
bair
ବେୟାରଷ୍ଟୋ ୧୧୧ ରନ୍ କରି ଆଉଟ୍, ଇଂଲଣ୍ଡ ସ୍କୋର ୨୦୦ ପାର୍

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ […]

  • Wednesday, 21 July 2021
pant_4215790_835x547-m
ନୂଆ ଜର୍ସି ପିନ୍ଧି ଆଜି ପ୍ରଥମ ବୋଲିଂ କରିବ ଭାରତ

ଲଣ୍ଡନ: ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲିଶ ଟିମ୍‌ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜି ଉଭୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଟିମ୍‌ ଇଣ୍ଡିଆ ୪ ନଂରେ ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦେଇଛି। […]

  • Wednesday, 21 July 2021
tendulkar-driving-advice-shahrukh-khan-trending-today-DKODING
ଶାହରୁଖ୍‌ଙ୍କୁ ପାଠ ପଢ଼ାଇଲେ ସଚିନ୍‌ ତେନ୍ଦୁଲକର

ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍‌ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର। ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି […]

  • Wednesday, 21 July 2021
Dhoni-and-Kohli-take-a-run-ICC
ଟିମ୍ ଇଣ୍ଡିଆକୁ ୨୬୮ ରନ୍‌ରେ ରୋକିଲା ୱେଷ୍ଟଇଣ୍ଡିଜ୍

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି […]

  • Wednesday, 21 July 2021
rohit
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ରୋହିତ୍ ଆଉଟ୍

ମ୍ୟାଞ୍ଚେଷ୍ଟର: ଚଳିତ ବିଶ୍ୱକପର ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟିମର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଭାରତ ଷଷ୍ଠ ଓଭରର ଅନ୍ତିମ ଭଲରେ ଇଣ୍ଡିଜ୍ ପେସର କେମାର ରୋଚଙ୍କ ଇନସୁଇଙ୍ଗ୍ ବଲକୁ ରୋହିତ୍ ହିଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ରୋହିତଙ୍କ ବ୍ୟାଟରେ ଇନସାଇଡ୍ ଏଜ୍ ନେଇ ସିଧା ୱିକେଟକିପର ଶାଇ ହୋପଙ୍କୁ ହାତକୁ […]

  • Wednesday, 21 July 2021
Z6k8qJP3TN
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍‌ ଇଣ୍ଡିଆ

ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫାଇନାଲ୍‌ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ […]

  • Wednesday, 21 July 2021
Haris-Sohail-Pakistan-team
୧୯୯୨ ବିଶ୍ୱକପ୍‌ର ପୁନରାବୃତ୍ତି କରିବ କି ପାକିସ୍ତାନ !

ଲଣ୍ଡନ: ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି। କାରଣ ୧୯୯୨ ବିଶ୍ୱକପ୍‌ରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା। ୧୯୯୨ ପରି ୨୦୧୯ ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳା ଯାଉଛି। ଅର୍ଥାତ ପ୍ରତ୍ୟେକ […]

  • Wednesday, 21 July 2021
lara
ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା ଦେବାକୁ ମନା କରିଛନ୍ତି। ତେବେ ସେ ଡାକ୍ତରଙ୍କ ମୁତାକବ ଲାରା ବର୍ତ୍ତମାନ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ତାଙ୍କର ଏଞ୍ଜିଓଗ୍ରାଫି ହୋଇସାରିଛି। ଲାରା ଦିନକ ପାଇଁ ଡାକ୍ତରଙ୍କ ଅବଜରଭେସନରେ […]

  • Wednesday, 21 July 2021
micky
ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନ କୋଚ୍‌ ମିକି ଆର୍ଚର୍‌

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହି ପରାଜୟ ପ୍ରଶଂସକଙ୍କୁ ଯେତିକି ବାଧିଥିଲା, ତା’ଠାରୁ ଅଧିକ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ମିକି ଆର୍ଚରଙ୍କୁ ମର୍ମାହତ କରିଥିଲା। ଗୋଟିଏ ପଟେ ସୋଶାଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଜୋରଦାର ସମାଲୋଚନା କରାଯାଉଥିଲା, ଅନ୍ୟପକ୍ଷରେ କୋଚ୍ ଆର୍ଥର ସ୍ୱୀକାର କରିଛନ୍ତି, ଟିମକୁ ଏତେ ସମାଲୋଚନା କରାଯିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ […]

  • Wednesday, 21 July 2021
Sania-Mirza-Veena-Mallik
ପାକିସ୍ତାନ ଦଳ ହାରିବା ପରେ ସାନିଆ-ବୀଣାଙ୍କ ମଧ୍ୟରେ ଟ୍ୱିଟ୍‌ ଫାଇଟ୍‌

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍‌ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଛି। କିନ୍ତୁ ଏହାରି ମଧ୍ୟରେ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ଟ୍ୱିଟର୍‌ ଓ୍ୱାର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ଓ ଅଭିନେତ୍ରୀ ବୀଣା ମଲ୍ଲିକ ଟ୍ୱିଟର୍‌ରେ ପରସ୍ପରକୁ ଜୋରଦାର ଆକ୍ଷେପ ଓ ପ୍ରତି ଆକ୍ଷେପ […]

  • Wednesday, 21 July 2021
77
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଯୁବରାଜ ସିଂ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ଯୁବରାଜ ସିଂ ଅବସର ନେଇଛନ୍ତି। ଯୁବି ଅବସର ନେବେ ବୋଲି କେବଳ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ସତକୁ ସତ ବିଶ୍ୱକପ୍ ଚାଲିଥିବା ବେଳେ ଯୁବରାଜ ଏମିତି ଏକ ଘୋଷଣା କରି କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛନ୍ତି। ୩୭ ବର୍ଷୀୟ ଯୁବରାଜ ତାଙ୍କ କ୍ୟାରିୟରରେ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେହିପରି ୪୦ଟି ଟେଷ୍ଟ ମ୍ୟାଚ ଓ ୫୮ ଟି-୨୦ ମ୍ୟାଚ ଖେଳିଛନ୍ତି ୩୦୪ ଦିନିକିଆରୁ […]

  • Wednesday, 21 July 2021
14
ଗଣମାଧ୍ୟମରେ ଚର୍ଚ୍ଚା, ଆଜି ଅବସର ନେବେ ଯୁବରାଜ

ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍ମିଟ୍ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ ଏବଂ ବିଶେଷ କରି ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଅବିଶ୍ୱସନୀୟ ଇନିଂସ୍ମାନ ଖେଳି ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୨୦୦୭ ଟି୨୦ […]

  • Wednesday, 21 July 2021
match
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଫୋକସ୍‌ରେ ରହିବେ ଏହି ତାରକା

ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍‌ ଇଣ୍ଡିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଟିମ୍‌ ଇଣ୍ଡିଆ ଏହାର ବଦଲା ନେବା ମୁଡ୍‌ରେ ରହିଛି। ୨୦୧୧ରେ ଭାରତ ଟିମ୍‌ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍‌ରେ ପ୍ରବେଶ କରିବାକୁ ଦେଇ […]

  • Wednesday, 21 July 2021
FAWAD
ଧୋନିଙ୍କୁ ସମାଲୋଚନା କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ ଭାରତୀୟ ଗଣାମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଧୋନି ଇଂଲଣ୍ଡରେ କ୍ରିକେଟ୍ ଖେଳିବାକୁ ଯାଇଛନ୍ତି, କୌଣସି ମହାଭାରତ ଯୁଦ୍ଧ ପାଇଁ ଯାଇନାହାନ୍ତି। ଏବେ […]

  • Wednesday, 21 July 2021
msdhonigloves
ଧୋନିଙ୍କ ଗ୍ଲୋଭ୍‌ସକୁ ବିରୋଧ କଲା ଆଇସିସି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି। ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା […]

  • Wednesday, 21 July 2021
hovckey
ବୃହତ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ […]

  • Wednesday, 21 July 2021