• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "118" result for "ପରମ୍ପରା" in https://otvkhabar.in

nilagiri
ମାଟି ମଣିଷର ମନ କଥା : ଲାଭ ନହେଲେବି ପରମ୍ପରା ପାଇଁ ବଞ୍ଚିଛି କୌଳିକ ବୃତ୍ତି, ଦୀପ ତିଆରି କରୁଛନ୍ତି ବାପପୁଅ

ଲାଭ କଥା ଦୂରେ ଥାଉ କିନ୍ତୁ ବୃତ୍ତି ଓ ପରମ୍ପରା ବଞ୍ଚିରହୁ । ଲାଭ ନହେଲେବି ମାଟି ଦୀପ ତିଆରି କରୁଛନ୍ତି କୁମ୍ଭକାର ବନମାଳୀ ।

Strange rituals of Luo tribe
ଏହି ଜନଜାତିର ଅଦ୍ଭୁତ ପରମ୍ପରା; ମୃତ ଶରୀର ସହ ଶୋଇବାକୁ ହୁଏ

ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।

Dolphins Slaughtered
ପରମ୍ପରା ପାଇଁ ମାରିଲେ ୧୪୨୮ ନୀରିହ ଡଲ୍‌ଫିନ୍‌

ପରମ୍ପରା ପାଇଁ ଡଲ୍‌ଫିନ୍‌ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଡଲ୍‌ଫିନ୍‌ଙ୍କର ହତ୍ୟା । ଡେନ୍‌ମାର୍କ ସ୍ଥିତ ସ୍ୱାମିତ୍ୱରେ ପରମ୍ପରା ପୂରଣ କରିବା ପାଇଁ ପ୍ରାୟ ୧୪୨୮ ଟି ଡଲଫିନ୍‌କୁ ହତ୍ୟା କରାଯାଇଛି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିଛି । ସମୁଦ୍ର କୂଳରେ ମରି ପଡିଥିବା ମୃତ ଡଲ୍‌ଫିନ୍‌ଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ପୂରା ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଥିବାବେଳେ ସମସ୍ତେ ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ନିନ୍ଦା କରିବା ସହ ଏପରି ପୂରାତନ ପରମ୍ପରାକୁ ଘୃଣା କରୁଛନ୍ତି ।

tribal people
ଆଦିବାସୀଙ୍କ ଆଦିମ ପରମ୍ପରା : ବର୍ଷା ପାଇଁ ଡଙ୍ଗର ବୁଢାକୁ ପୂଜା

ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ ।

binayak
'ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା'

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]

Yanomami tribe
ଅନ୍ତିମ ସଂସ୍କାରର ଅଜବ ପରମ୍ପରା, ମୃତ୍ୟୁ ପରେ ମୃତଦେହକୁ ହସି ହସି ଖାଇଯାଆନ୍ତି..

aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଅଦଭୁତ ଓ ଅବିଶ୍ୱସନୀୟ। ତାଙ୍କର ଚାଲିଚଳଣି, ରହଣି ଏବଂ ଖାଦ୍ୟ ପେୟ ବିଷୟରେ ଜାଣିଲେ ବି ଆମକୁ ବିଶ୍ୱାସ ହେବ ନାହିଁ। ତେବେ ସେମାନଙ୍କୁ […]

mumbai Indians Virat Kohli
ପରମ୍ପରା ବଜାୟ ରଖିଲା ମୁମ୍ବାଇ, ପ୍ରଥମ ମ୍ୟାଚରେ ବାଙ୍ଗଲୋର ଆଗରେ ଚିତପଟାଙ୍ଗ୍

ପୁଣି ପ୍ରଥମ ମ୍ୟାଚରେ ପରାଜୟ ସ୍ୱୀକାର କଲା ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୯ଟି ୱିକେଟ ହରାଇ ୧୫୯ ରନ କରିଥିଲା। ଏହା ପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାଙ୍ଗଲୋର। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। […]

mumbai Indians Virat Kohli
୮ ବର୍ଷ ହେଲା ପରାଜୟ ସ୍ୱୀକାର କରୁଛି ମୁମ୍ବାଇ ! ଏଥର ପ୍ରଥମ ମ୍ୟାଚରେ ଭାଙ୍ଗିବ କି ପରମ୍ପରା ?

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି। ଏବେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ ଆଇପିଏଲ-୨୦୨୧। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବରରେ ୟୁଏଇ ଗ୍ରାଉଣ୍ଡରେ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ ହୋଇଥିଲା। ଏଥିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ସବୁଠାରୁ ଅଧିକ ଥର ଚାମ୍ପିଅନ ହୋଇଥିବା ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ସବୁଠାରୁ ବଡ଼ କଥା […]

new-psd-file
ଉତ୍କଳୀୟ ଶାକ୍ତ ପରମ୍ପରାରେ ଜଗନ୍ନାଥ ଓ ଦୁର୍ଗା

ମିହିର ପଟ୍ଟନାୟକ ଓଡ଼ିଶାର ପୂର୍ବ ନାମଟି ଥିଲା ଉଡ୍ର ବା ଓଡ୍ର। ଏହି ମାଟି ଉଡ୍ଡିଆନ ତନ୍ତ୍ର ସାଧନାର ପୀଠ ବୋଲି ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ଆରୋପଣ ଓ ଶ୍ରୀ ଜୀଉମାନଙ୍କୁ ତାରା, କାଳି ଓ ଭୁବନେଶ୍ୱରୀ ଯନ୍ତ୍ରରେ ଆରୁଢ଼ କରି ପୂଜା କରିବା ବିଧି ଓଡ଼ିଶା ବା ଉଡ୍ର କ୍ଷେତ୍ରକୁ ମହିମାନ୍ଵିତ କରିଛି। ଶୈବ, ଶାକ୍ତ, ବୈଷ୍ଣବୀୟ ଧର୍ମଧାରାକୁ ଏକା ସୂତାରେ ବାନ୍ଧିବାରେ ଏହି ମାଟି ସକ୍ଷମ […]

melana2
ସରିଲା ମୁନସି ମେଳଣ: ପରମ୍ପରା ଅନୁସାରେ ଲୋକଙ୍କ ସହ ଫଗୁ ଖେଳିଲା ପୁଲିସ୍‌

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଐତିହାସିକ ଧର୍ମଶାଳା ମୁନସି ମେଳଣ ଉଦ୍‌ଯାପିତ ହୋଇଯାଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଆଉ ପରମ୍ପରା ଅନୁସାରେ ପୁଲିସଙ୍କ ସହ ହୋଲି ଖେଳି ଉତ୍ସବ ମନାଇଛନ୍ତି ଲୋକେ। ମେଳଣ ପଡ଼ିଆରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସହ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ। ଆଖପାଖ ଅଞ୍ଚଳର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ପାରମ୍ପରିକ ବାଦ୍ୟ, ନୃତ୍ୟ, ସଂର୍କୀତ୍ତନର ତାଳେ ତାଳେ ଶୋଭାଯାତ୍ରାରେ […]

Dharakot3
ନାହିଁ ରାଜତନ୍ତ୍ର, ତଥାପି ବଞ୍ଚି ରହିଛି ପରମ୍ପରା

ଆସିକା: ବାଦ୍ୟ ମହୁରୀରେ ପ୍ରକମ୍ପିତ ପରିବେଶ। ବାଜା ବଜାଇ ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଲେ ଲୋକେ। ଧରାକୋଟର ବାହୁଡ଼ାଯାତ୍ରାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଦେବ ନୀତି ସଂପନ୍ନ କରିବା ଲାଗି ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ମଧ୍ୟ ଏଥିଲାଗି  ସ୍ୱୀକୃତି ମିଳିଛି । ପାଲିଙ୍କିରେ ଯାଇ […]

bijaya
ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର : ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ, ସେବାୟତଙ୍କୁ ସେମାନଙ୍କ ପାରମ୍ପରିକ ସେବାରୁ ଉଚ୍ଛେଦ କରାଯାଇପାରିବ ନାହିଁ। ମହାପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି ଯାହା […]

cm
ଭାଙ୍ଗିଲା ଠାକ୍‌ରେ ପରିବାରର ପରମ୍ପରା

ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍‌ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ। ୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତି ଅପେକ୍ଷା ଫଟୋଗ୍ରାଫିରେ ଉଦ୍ଧବଙ୍କର ବିଶେଷ ରୁଚି ଥିଲା। ତାଙ୍କ ଫଟୋଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ନିର୍ବାଚନ ସମୟରେ ଉଦ୍ଧବ ଦଳର ପ୍ରଚାର ଅଭିଯାନର […]

juadi2
ପରମ୍ପରା ଆଳରେ ଚାଲିଛି ଜୁଆଖେଳ, ବଢ଼ୁଛି ଅପରାଧ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କୁମାର ପୂର୍ଣ୍ଣିମା ଅବସରରେ ପରମ୍ପରା ନାଁରେ ତାସ୍ ଖେଳ ଓ ଜୁଆ ଆଡ୍ଡାର ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୁମାର ପୂର୍ଣ୍ଣିମା ଲାଗି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘରେ ଘରେ ପରିବାର ଲୋକଙ୍କ ମଧ୍ୟରେ ଚାଲିଛି ତାସ ଖେଳର ଆସର। ତା ସାଙ୍ଗକୁ ପିଠା ପଣା, ନାଚ ଗୀତ । ଏ ହେଉଛି ଗଞ୍ଜାମ ଜିଲ୍ଲାର ପରମ୍ପରାର ଖେଳ। ଦିନ ସାରା ତାସ୍ […]

jua
ପରମ୍ପରା ନାଁରେ କାୟା ମେଲାଇଛି ଜୁଆ ଖେଳ ; ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା ଓ ସମ୍ପତ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ ) :  ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା ।  କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା।  ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି।  ସେପଟେ ଗତ ୨ ମାସରେ ୨୦ରୁ ଅଧିକ ମାମଲାରେ ଶତାଧିକ ଜୁଆଡିଙ୍କୁ ବାନ୍ଧିଲାଣି ପୁଲିସ।  ହେଲେ ନା ଜୁଆଡିଙ୍କୁ ଫରକ୍ ପଡ଼ୁଛି ନା ବନ୍ଦ ହେଉଛି […]

village
ଅଜବ ପରମ୍ପରା ; ପିଢ଼ି ପିଢ଼ି ଧରି କ୍ଷୀର ଦୁହଁନ୍ତିନି କି ପିଅନ୍ତିନି ଏଠାର ଲୋକେ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର ଆଦୌ ଗ୍ରହଣୀୟ ନୁହେଁ। ପିଢ଼ି ପିଢ଼ି ଧରି ଏଠାକାର ଲୋକେ ଗାଈ ଗୋରୁ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ ବି ଗାଈର କ୍ଷୀର […]

12
ସ୍ୱତନ୍ତ୍ର ପରମ୍ପରା ; ଏଠାରେ ଅନୁଷ୍ଠିତ ହୁଏ ଦେବୀ-ମାନବ ବିବାହ

ଆଳି : ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଏମିତି ପରମ୍ପରା। କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁରେ ଅନୁଷ୍ଠିତ ହୋଇଛି ଦେବୀ-ମାନବ ବିବାହ। ଗାଁର ଆରାଧ୍ୟ ଦେବୀ ମାଆ ବାସୁଳାଇଙ୍କ ସହ କୁମ୍ଭାର ରାଜା ବଳୀଙ୍କ ବିବାହ ହୋଇଛି। ଏହି ଗାଁରେ ବହୁ ପୂର୍ବରୁ ଏପରି ଏକ ପରମ୍ପରା ଚଳି ଆସୁଛି। ଯେଉଁଠି ଦେବୀ-ମାନବ ବାହାଘର ହେଉଛି। ଆଧୁନିକତାର ଏହି ସମାଜରେ ଆଜି ବି ବଜାୟ ରହିଛି ଏହି ପରମ୍ପରା। ଏହି ଦେବୀ-ମାନବ ବାହାଘର ଖୁବ୍‌ […]

women-
ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା। ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର ୩ଟା ୪୫ ମିନିଟ୍‌ରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୁଲିସ୍‌ ଓ ଖାକିରେ ଥିବା ପୁଲିସ୍‌ ମଧ୍ୟ ଥିଲେ। ଗତ ସପ୍ତାହରେ […]

0
କୋରାପୁଟର ନିଆରା ପରମ୍ପରା ଲାଠି ଯାତ୍ରା

କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା  ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ ନ ଥାଏ।  ଏହି ନିଆରା ଲାଠି ଯାତ୍ରାରେ ବିଭିନ୍ନ ରଙ୍ଗର କପଡ଼ା ଓ ଫୁଲରେ ସଜ୍ଜିତ ହୋଇଥିବା ଏକ ବଡ଼ ବାଉଁଶ ଖଣ୍ଡକୁ ଗାଁର ଠାକୁରାଣୀ ଭାବେ […]

akamra
"ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ"

ଭୁବନେଶ୍ୱର: ରାଜ୍ୟରେ ଐତିହ୍ୟସ୍ଥଳ ସହ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ ହେଲେ ଏଥିପାଇଁ ବୁଲଡୋଜର ଲଗାନଯାଉ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନକରି ବିକାଶ କରାଯିବା ସମସ୍ତେ ଚାହାନ୍ତି। ହେଲେ ଏହାକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଅପରାଜିତା। ଏକ ଅଣରାଜନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟ […]

puri
ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ : ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି

ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରୁ ରୋହିଣୀ କୁଣ୍ଡ ଅନ୍ୟତମ ରୋହିଣୀ କୁଣ୍ଡରୁ ପାଣି ଛିଞ୍ଚନରୁ ବଞ୍ଚିତ ଭକ୍ତ ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଲେ ଆଲୋଚନା ପରେ ପଦକ୍ଷେପ ପୁରୀ(ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ଛିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ପଞ୍ଚତୀର୍ଥ ହେଲା ମହୋଦଧୀ, ମାର୍କଣ୍ଡେୟ, […]

joranda mela
ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା: ବିନା ଭକ୍ତ ଓ ସାଧୁସନ୍ଥରେ ପାଳିତ ହେବ ମାଘ ମେଳା

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ। […]