• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "118" result for "ପରମ୍ପରା" in https://otvkhabar.in

Dog
ଅଜବ ପରମ୍ପରା ! ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର

କରଞ୍ଜିଆ(ଦୀପକ ମହାନ୍ତ): ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ନିଆରା ପରମ୍ପରା ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର ହୋ ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରାଇଥାନ୍ତି। ଏହି ପରମ୍ପରା ହେଉଛି ୧୦୦ ବର୍ଷ ପୁରୁଣା। ହୋ ସଂପ୍ରଦାୟରେ ଶିଶୁ ଜନ୍ମ ହେବା […]

Weird Culture
ଅଜବ ପରମ୍ପରା : ଗର୍ଭବତୀ ସ୍ତ୍ରୀକୁ ଧରି ନିଆଁରେ ଚାଲିବାକୁ ହୁଏ

ଚୀନର ଅଜବ ପରମ୍ପରା। ଏହି ପରମ୍ପରା ଦମ୍ପତିମାନଙ୍କ ପାଇଁ, ଯେଉଁମାନେ ପିତାମାତା ହେବାକୁ ଯାଉଛନ୍ତି। ଏହି ଅଜବ ପ୍ରଥାରେ ସ୍ୱାମୀ ଗର୍ଭବତୀ ପତ୍ନୀଙ୍କୁ ଉଠାଇ ଜଳନ୍ତା କୋଇଲା ଉପରେ ଚାଲିଥାଏ।

rukuna-rath
ଭାଙ୍ଗିଲା ପରମ୍ପରା, ଦ୍ୱିତୀୟ ଦିନରେ ବି ଅଟକିଲା ରୁକୁଣା ରଥ

ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ। ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Khola Katha Ep 556 19 Jul 2018 | Ramchandra Das Mohapatra - ପରମ୍ପରା ବଦଳିବା କେତେ ଜରୁରୀ ବା ସମ୍ଭବ?
Khola Katha Ep 556 19 Jul 2018 | Ramchandra Das Mohapatra - ପରମ୍ପରା ବଦଳିବା କେତେ ଜରୁରୀ ବା ସମ୍ଭବ?

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims

Sarbe Bhabantu Sukhinaha Ep 2203 | ଛାଡ଼ଖାଇ ପରମ୍ପରା ଏବଂ ଈତିହାସ - OTV
Sarbe Bhabantu Sukhinaha Ep 2203 | ଛାଡ଼ଖାଇ ପରମ୍ପରା ଏବଂ ଈତିହାସ - OTV

A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the

News Fuse 14 Nov 18 | ସେଠି Make in Odisha ଏଇଠି ବାଉଁସ ପୋଲୋ | 100, 100 ରେ ଖେଳ | Selfie ପରମ୍ପରା
News Fuse 14 Nov 18 | ସେଠି Make in Odisha ଏଇଠି ବାଉଁସ ପୋଲୋ | 100, 100 ରେ ଖେଳ | Selfie ପରମ୍ପରା

The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents

dipa-dana
ଭାରତୀୟ ପରମ୍ପରାରେ ଦୀପଦାନର ମହତ୍ତ୍ୱ

।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]

ଆଜି ବାଲି ତୃତୀୟା: ଭିନ୍ନ ଏକ ଓଡ଼ିଆ ପରମ୍ପରା

|| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ || ଆଜି ବାଲି ତୃତୀୟା। ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା […]

gunduni
କରୋନା ପାଇଁ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା

ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା।  ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି…

modi
’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି’

ନୂଆଦିଲ୍ଲୀ : ’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୟକାଥନ୍ -୨୦୨୧ର  ପ୍ରତିଯୋଗୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ କହିଛନ୍ତି ଗତ…

ratha
ଆମର ବି ହେଉ ରଥଯାତ୍ରା, ଅକ୍ଷୁର୍ଣ୍ଣ ରହୁ ପରମ୍ପରା ! କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା

କେନ୍ଦ୍ରାପଡ଼ା: ଆମର ବି ହେଉ ରଥଯାତ୍ରା । ଅକ୍ଷୁର୍ଣ୍ଣ ରହୁ ପରମ୍ପରା । କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା ଓ ଗତକାଲି ବାରିପଦାରେ ମାନବଶୃଙ୍ଖଳ । କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ…

vlcsnap-error799
କରୋନା ପାଇଁ ବନ୍ଦ ହେଲା ଦୀର୍ଘ ୬୫ ବର୍ଷର କବାଡ଼ି ପରମ୍ପରା

କରୋନା ପାଇଁ ଫିକା ପଡିଲା ରଜ ପର୍ବ । ରଜରେ ଖେଳା ଯାଉଥିବା କବାଡ଼ି ଖେଳ ମଧ୍ୟ ମହାମାରୀ ପାଇଁ ବାତିଲ୍ ହୋଇଛି । ଦୀର୍ଘ ୬୫ବର୍ଷ ଧରି ଯାଜପୁର ଖଣ୍ଡିତରରେ ଆୟୋଜନ ହେଉଥିବା କବାଡି ପ୍ରତିଯୋଗିତାକୁ ଚଳିତ ବର୍ଷ ବାତିଲ…