• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "530" result for "ଭକ୍ତ" in https://otvkhabar.in

Devotee Begins Padhyatra Journey
ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ, କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।

Special Story
ସିଂହଦ୍ୱାରରେ ଭକ୍ତିଭରା ଚିତ୍ର; ‘ହେ ପ୍ରଭୁ...ଏମିତି ଦୁଃଖ ଆଉ କାହାକୁ ଦିଅନ୍ତୁ ନାହିଁ  ! ’

ପାଦ ନାହିଁ ଚାଲିବାକୁ ଶକ୍ତି ବି ନାହିଁ । କିନ୍ତୁ କାଳିଆର ଡ଼ୋରୀ ଏମିତି ଟାଣି ଆଣିଛି ଯେ, ସବୁ ଅକ୍ଷମତାକୁ ଭୁଲିଯାଇ ଦୌଡ଼ି ଆସିଛନ୍ତି ଚକା ଆଖିରେ ଟିକିଏ ଚର୍ମ ଚକ୍ଷୁକୁ ମିଶାଇବାକୁ । 

Puri temple Mahaprasad price
ଭକ୍ତଙ୍କୁ ବାଧିଲାଣି ଅବଢ଼ା ଓ ଶୁଖିଲି ଭୋଗ ଦର

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି।

Puri temple Mahaprasad price
ଅମୂଲମୂଲ ଅବଢ଼ା, ତିନିଗୁଣା ବଢ଼ିଲାଣି ଶୁଖିଲି ଭୋଗ ଦର; ନିରାଶ ଭକ୍ତ...

କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ। 

Free Mahaprasad
ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Vijaya Dashami
ସରିଲା ସବୁ ଆଡ଼ମ୍ବର, ଆୟୋଜନ; କାନ୍ଦୁଛି ଭକ୍ତ ପ୍ରାଣ, ଅପେକ୍ଷା ପୁଣି ଗୋଟିଏ ବର୍ଷ

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ ।

Free Mahaprasad
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ; ବଦାନ୍ୟଭକ୍ତଙ୍କୁ ଦାନ ପାଇଁ ଆଇନମନ୍ତ୍ରୀଙ୍କ ଅପିଲ୍

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Tirupati Temple
ତିରୁପତିଙ୍କ ପ୍ରସାଦ ନେଇ ପୁଣି ଅଭିଯୋଗ ଆଣିଲେ ଭକ୍ତ, କହିଲେ…

ଜଣେ ଭକ୍ତମାନେ ଏବେ ଦାବି କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ମିଳିଛି ।

Shodasha Upachara Puja
ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

ଦୁର୍ଗାପୂଜା ପାଇଁ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଂଚଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଏବଂ ବାଲେଶ୍ୱର ରେମୁଣା ବ୍ଲକର ମାଆ ଅଷ୍ଟାଦଶ ଭୁଜାଙ୍କ ମନ୍ଦିର ।

Teacher
ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ

ରାଜ୍ୟ ସରକାର ତୁରନ୍ତ ରାଜ୍ୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦାବିରେ ଅଭିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ।

Arpana Chaula
ଭକ୍ତ ଭାବାବେଗକୁ ଭୀଷଣ ଆଘାତ... ଶେଷରେ ନିଲାମ ହୋଇଗଲା ‘ଅର୍ପଣ’ ଚାଉଳ

କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।

Koraput observes 12-hour bandh
ଜୋର୍ ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି; ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । 

Sri Mandir
ଡହ ଡହ ଖରାରେ ଛଟପଟ ଜଗା ଭକ୍ତ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Sri Mandir
ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Srimandir Security
ତେଜୁଛି ଜନତାଙ୍କ ଅସନ୍ତୋଷ, ବଢ଼ୁଛି ଭକ୍ତଙ୍କ ଉଦବେଗ

ଉଚ୍ଚତାକୁ ଖାତିର ନକରି କେମିତି ଚଢ଼ିଗଲେ ଗଞ୍ଜାମ ଛତ୍ରପୁରର ବଳରାମ ମହାରଣା ଓରଫ୍ ବାୟା?

Ganesh Puja
ଡିଜେ କଲା ବାଇଆ, ଗଣେଶଙ୍କୁ ଏକୁଟିଆ ଛାଡି ଭକ୍ତ ଫେରାର

ତମାଣ୍ଡୋ ଥାନା ଅଞ୍ଚଳ ଭଗବାନପୁର ମା’ ମଙ୍ଗଳା କ୍ଳବ ପକ୍ଷରୁ ପ୍ରଭୁ ଗଣନାଥଙ୍କ ପୂଜା ପାଇଁ ଆୟୋଜନ ହୋଇଥିଲା। ପୂର୍ବରୁ ଡିଜେ ପାଇଁ ବରାଦ୍ ବି ଦିଆ ସରିଥିଲା। ହେଲେ ଠିକ୍ ସମୟକୁ କମିଶନରେଟ୍ ପୁଲିସ୍ ଡିଜେ ବ୍ୟାନ କଲା ।

Ganesh idol
ଗୁଡ଼ରେ ତିଆରି ହୋଇଛି ୭୫ ଫୁଟର ଗଣେଶ, ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି।

Gundicha
ବନ୍ଦ ପଡ଼ିଛି ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର।

Anand Bazar
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର

ଆର ମାସ ପହିଲାରୁ ସେମାନେ କାମରେ ଲାଗିବେ। ନିଯୁକ୍ତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି, ଯାହାକୁ ଭକ୍ତ ଓ ସୁଆର ମହାସୁଆର ସେବକ ବି ସ୍ବାଗତ କରିଛନ୍ତି।...

Anand Bazar
ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !

୧ ତାରିଖରୁ ନିଯୁକ୍ତ ହେବେ ୨୦ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସୁଆର ସେବକଙ୍କ ସ୍ୱାଗତ ।

Female Devotee
Video: ଭକ୍ତ ଦେଉଛି ଭକ୍ତିର ପରୀକ୍ଷା; ଦୃଶ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ ଚକିତ...

କାଳିଆ ଭକ୍ତର କୋହଭରା ପ୍ରାର୍ଥନା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶ୍ରୀମନ୍ଦିର ଆଗରେ ଯେମିତି ଭକ୍ତଟିଏ ଭଗବାନଙ୍କୁ ମୁଣ୍ଡବାଡ଼େଇ ତା’ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷକୁ ମାଗୁଛି ।

Taxi driver
ଟ୍ୟାକ୍ସି ଚାଳକଙ୍କ ଦେଶ ଭକ୍ତିରେ ସାରାଦେଶ ଗର୍ବିତ

ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାରୁ ଗାଡ଼ିରୁ ଓହ୍ଲାଇଦେଲେ ଡ୍ରାଇଭର । ଅଧରାତିରେ ପ୍ରେମୀଯୁଗଳ ହଟହଟ୍ଟା ।

Special Story
Special Story: ଭକ୍ତ ଦେଉଛି ଭକ୍ତିର ପରୀକ୍ଷା; ଆଶାବାଡ଼ିରେ ୩୫ କି.ମି ଯାତ୍ରା...

କାନ୍ଧରେ ପଡ଼ିଛି ପାଣିଗଡ଼ୁ । ଚାଲିବାକୁ ପାଦରେ ବଳ ନାହିଁ । ଦୁଇ ହାତରେ ଆଶାବାଡ଼ିକୁ ସାହାରା କରି  ଚାଲିଚାଲି ଯିବାକୁ ବାକି ଅଛି ୩୫ କିଲୋମିଟର । 

35 Battery-Operated Bus
ସରକାର୍ କା ମାଲ୍ ଦରିଆ ମେ ଡାଲ୍ ! କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍ ?

କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ ।

viral video Kawad yatra with single leg viral video
Viral Video: ଭୋଳାବାବାଙ୍କ ଅନନ୍ୟ ଭକ୍ତ; ନାହିଁ ଗୋଟିଏ ଗୋଡ, ଚାଲିଛନ୍ତି କାନ୍ଧରେ ଧରି ପାଣି ଭାର

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଜଣେ କାଉଡିଆଙ୍କ ଭିଡିଓ ଭାଇରାଲ୍ ହେଉଛି ଯିଏ ଅନ୍ୟ ଭକ୍ତଙ୍କଠାରୁ ଭିନ୍ନ। ବୋଲ୍‌ବମ୍ ଯାତ୍ରାରେ ବାହାରିଥିବା ଏହି କାଉଡିଆଙ୍କର କେବଳ ଗୋଟିଏ ଗୋଡ ଅଛି, କିନ୍ତୁ ତାଙ୍କ ଭକ୍ତି ଆଗରେ ତାଙ୍କ ଶାରିରୀକ ସ୍ଥିତି ହାର ମାନିଛି। ସେ ସାହସର ସହିତ ଗୋଟିଏ ଗୋଡରେ ଯାତ୍ରା ଆରମ୍ଭ କରିଛନ୍ତି।