
କେନ୍ଦୁଝର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝରରେ ପହଞ୍ଚିଛି ସେଣ୍ଟ୍ରାଲ ଏମ୍ପାଓ୍ୱାର କମିଟି ବା CEC ଟିମ୍ । ପି.ଭି.ଜୟକ୍ରିଷ୍ଣନଙ୍କ ନେତୃତ୍ୱରେ ୪ ଜଣିଆ ସିଇସି ଟିମ୍ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିଛନ୍ତି । ଏହି ଟିମ୍ ଆଜି OMBADC ଅର୍ଥରେ ର୍ନିମିତ ପ୍ରକଳ୍ପର ତଦାରଖ କରିବେ। CEC ଟିମ୍ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ୧ ହଜାର କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପର ମଧ୍ୟ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । କେନ୍ଦୁଝର ପରେ ମୟୂରଭଞ୍ଜ […]