• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "269" result for "କେନ୍ଦୁଝର" in https://otvkhabar.in

Capture 2
  ସମ୍ବଲପୁର ଓ କେନ୍ଦୁଝରରେ ଓଲଟିଲା ବସ୍‌

ସମ୍ବଲପୁର/ କେନ୍ଦୁଝର :  ସମ୍ବଲପୁର ଓ କେନ୍ଦୁଝର ଜିଲାର ୨ ଟି ସ୍ଥାନରେ ବସ୍‌ ଓଲଟି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲା ଜୁଜୁମୁରା ନିକଟ ବେହେରନବସା଼ଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସମ୍ବଲପୁର […]

train
ଖୋର୍ଦ୍ଧା-କେନ୍ଦୁଝରଗଡ଼ ପାସେଞ୍ଜର ହେବ ମେମୁ ଟ୍ରେନ୍‌

ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍‌ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ। ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ ପରିବର୍ତ୍ତନ କରାଯାଇଛି। ଯାହା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଟ୍ରେନ ଦ୍ୱାରା ଅଧିକ ଯାତ୍ରୀ ଏଣିକି ଯାତାୟତ କରିପାରିବେ। ଏନେଇ ଆଜି ବିଧିବଦ୍ଧ […]

murder
କେନ୍ଦୁଝରରେ ଡବଲ ମର୍ଡର ; ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା

କେନ୍ଦୁଝର (ପ୍ରଣୟ ପାଣି) : କେନ୍ଦୁଝରରେ ଡବଲ ମର୍ଡର । ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେନ୍ଦୁଝର ଘଟଗାଁ ଥାନା ଗୋଧିରାମପଡ଼ାରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

fire
କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ

କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ। କେନ୍ଦୁଝର ତିଲିକିଧରା ଷ୍ଟେସନ୍ ନିକଟରେ ଟ୍ରେନ୍‌ର ଏକ ଲଗେଜ ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ପାସେଞ୍ଜର ଟ୍ରେନ୍‌ଟି ତିଲିକିଧରା ଷ୍ଟେସନରେ ଅଟକି ରହିଛି। କିନ୍ତୁ ଟ୍ରେନ୍‌ରୁ ସମ୍ପୃକ୍ତ ଲଗେଜ ବଗିକୁ ଅଲଗା କରିଦେଇନ୍ତି ରେଳ କର୍ତ୍ତୃପକ୍ଷ। ଖବର ପାଇ କେନ୍ଦୁଝର, ଘଟଗାଁ ଓ  ହରିଚନ୍ଦନପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ […]