• Facebook
• Twitter
• Instagram
• LinkedIn
• Youtube
• Telegram
• Koo
• Read in English

Total "269" result for "କେନ୍ଦୁଝର" in https://otvkhabar.in

କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ
କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ

କେନ୍ଦୁଝର : କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ। ମାତ୍ର ହଜାରେ ଟଙ୍କାରେ ଜନ୍ମିତ ମାଆ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଅାସିଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ଜୁଅାଙ୍ଗ ସମ୍ପ୍ରଦାୟର ମହିଳା ତାଙ୍କ ବାପଘରେ ୬ ବର୍ଷ ହେବ ରହି ଅାସୁଥିଲେ। ତେବେ ଗତ ୨୦ ତାରିଖରେ ମହିଳାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଉଭୟ ମାଆ ଓ ଶିଶୁ ଅପପୁଷ୍ଟିର ଶୀକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ କର୍ମଚାରୀ ତା ପରଦିନ କେନ୍ଦୁଝର […]

134074987_402208524414334_3721718802551667975_n
ଓଡ଼ିଶା ଚାଷୀଙ୍କ ପାଇଁ ନୂତନ ସମ୍ଭାବନା, ନିଜ ବାଡ଼ିରେ ଷ୍ଟ୍ରେବେରି ଫଳାଇଲେ କେନ୍ଦୁଝର ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଓଡ଼ିଶାରେ ଷ୍ଟ୍ରବେରି ଚାଷ। ଜିଲ୍ଲାର ଥଣ୍ଡା ଜଳବାୟୁରେ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି ଚାଷ। ବଜାରରେ ନାଲି ଟୁକୁଟୁକୁ ଷ୍ଟ୍ରବେରିର ଭାଉ ଅଧିକ ଥିବାବେଳେ ରାଜ୍ୟବାସୀଙ୍କୁ ଆଉ ମନ ମାରିବାକୁ ବସିବ ନାହିଁ…

8
କେନ୍ଦୁଝରରେ ଜଳିଗଲା ଚଳନ୍ତା କାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କାରଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସଟ୍ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କ କହିବା ଅନୁସାରେ, କାରରେ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେମାନେ ଓହ୍ଲାଇ ଧୂଆଁ କେଉଁଠୁ […]

କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ ନାବାଳିକାଙ୍କୁ ବାଂଶପାଣି ସ୍ଥିତ ଏକ କ୍ରସର ନିକଟରେ ଛାଡ଼ି ପଳାଇଥିଲେ। ନାବାଳିକା ଜଣଙ୍କ ଚେତା ଫେରିବା ପରେ ବହୁକଷ୍ଟରେ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ଥାନାରେ […]

କେନ୍ଦୁଝର ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
କେନ୍ଦୁଝର ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କେନ୍ଦୁଝର: କେନ୍ଦୁଝର ଦୁର୍ଗା ମନ୍ଦିରରୁ ଚୋରି। ଗତକାଲି ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଦୁର୍ଗା ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଦୁର୍ବୃତ୍ତମାନେ ମନ୍ଦିରରୁ ବହୁ ସୁନା ଅଳଙ୍କାର ସମେତ  ୫ଟି ରୂପା ମୁକୁଟ ମଧ୍ୟ ଚୋରି କରି ନେଇଛନ୍ତି।  ଏହାସହ ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝର କାଞ୍ଜିପାଣି ଘାଟିରେ ବସ୍ ଦୁର୍ଘଟଣା: ୨୫ ଆହତ
କେନ୍ଦୁଝର କାଞ୍ଜିପାଣି ଘାଟିରେ ବସ୍ ଦୁର୍ଘଟଣା: ୨୫ ଆହତ

କେନ୍ଦୁଝର: କେନ୍ଦୁଝର କାଞ୍ଜିପାଣି ଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଶିଶୁ ଅଛନ୍ତି।

ସାଇ ବାବା ନାମକ ବସଟି  ଟାଟାରୁ ଅନୁଗୁଳ ଯାଉଥିଲା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା।  ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତେଲକୋଇ କମ୍ୟୁନିଟି ହେଲଥ୍ ସେଣ୍ଟର (ସିଏଚସି)ରେ ଭର୍ତ୍ତି କରାଯବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

keonjhar
କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ । କେନ୍ଦୁଝର ଜିଲ୍ଲା କାରାଗାରରେ କିଛି ଦିନ ତଳେ ଜଣେ ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତଙ୍କ ସାଥିରେ ଥିବା ଅନ୍ୟ ୩୦…