• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

nayagarh
ନୟାଗଡ଼ର ଆଉ ଏକ ନଗଡା : ମୁଠାଏ ଭାତ ଟୋପାଏ ପାଣି ପାଇଁ ଡହଳ ବିକଳ ଲୋକେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ସରକାରଙ୍କ ବିକାଶ ଚିତ୍ରର ଆଉ ଏକ ଆଇନା ।  ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି  ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ…

  • Friday, 14 May 2021
medicine
କରୋନାକୁ ମାତ ଦେବ ଏଇ ଦୁଇ ଆୟୁର୍ବେଦିକ ଔଷଧ

ନୂଆଦିଲ୍ଲୀ:  କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶାର କିରଣ ଦେଖା ଦେଇଛି ।  କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ମେଡିସିନକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଅନୁମୋଦନ ମିଳିଛି । ଏହି ଔଷଧ ଦୁଇଟି ହେଉଛି କଫସୁରା କୁଦିନିର ଏବଂ ଆୟୁଷ-୬୪।…

  • Friday, 14 May 2021
odisha
କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିଲେ, ଥାନାରେ ମାମଲା ପରେ ଆତ୍ମସମର୍ପଣ କଲେ

ମୋହନା: ଥାନାରେ ମାମଲା ହେବା ପରେ ଆତ୍ମସମର୍ପଣ କଲେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଯୁବକ। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଅନ୍ତେବାସୀ ଜଣକ ଅଡ଼ବା ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଗତକାଲି ଯୁବକ…

new delhi
ପୁଅ ହେବ ତ ଏମିତି

ବାପାଙ୍କ ଇଚ୍ଛା ପୂରଣ କଲା ସୁଯୋଗ୍ୟ ପୁଅ ପୋଲିସ ବାବୁଙ୍କ ଉପରେ ସଂକ୍ରମିତଙ୍କ ଚିକିତ୍ସା ଭାର ନୂଆଦିଲ୍ଲୀ : ମହାମାରୀ ସଙ୍କଟରେ ବାପାଙ୍କ ସ୍ୱପ୍ନ ପୂରଣ ହେଲା । ବାପାଙ୍କର ଇଚ୍ଛା ଥିଲା ପୁଅ ବଡ଼ ହୋଇ ଡାକ୍ତର ହେବ ।…

  • Friday, 14 May 2021
covid
ଆଜି ବି ଆଖି ବୁଜିଲେ ୪ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ  ସୁସ୍ଥ…

  • Friday, 14 May 2021
cyclonic storm
୧୬ ତାରିଖ ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ ଆରବ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି ସକାଳେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କ୍ରମଶଃ ଏହା ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। ଆଜି ଏହା ଲାକ୍ଷାଦ୍ୱୀପ ଉପରେ ୱେଲ୍‌ମାକର୍ଡ…

eid
ଲକଡାଉନ୍ ପାଇଁ ଫିକା ପଡ଼ିଲା ଇଦ୍ ପର୍ବ

ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିବେ ଇସଲାମ ଧର୍ମାବଲମ୍ବୀ। । ଦିଲ୍ଲୀ ସମେତ ଦେଶର ଏକାଧିକ ରାଜ୍ୟରେ ପାଳନ ହେଉଛି ମୁସଲିମ୍ ସଂପ୍ରଦାୟଙ୍କ ଏହି ମହାନ ପର୍ବ । ଶୁକ୍ରବାର ହେଉଥିବାରୁ…

vaccine
ଭାରତୀୟ ଭାରିଏଣ୍ଟ ଉପରେ ଭାକ୍ସିନ କାମ କରୁଛି କି ନାହିଁ କହିହେବନି- WHO

ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ…

  • Friday, 14 May 2021
man donated plasma
୧୫ ଦିନରେ ୩ ଥର ପ୍ଲାଜମା ଦାନ କଲେ

ରାୟଗଡ଼ା: କରୋନା କାଳରେ ଅନ୍ୟର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି ରାୟଗଡ଼ାର ସ୍ୱେଚ୍ଛାସେବୀ ବି.ଭେଙ୍କଟେଶ। କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ସେ ସହାୟତାର ହାତ ବଢାଇଛନ୍ତି। ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ଭେଙ୍କଟେଶ ୧୫ ଦିନ ମଧ୍ୟରେ ୩ ଥର…

  • Friday, 14 May 2021
death
ଆଉ ୨୨ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୨୨୭୩ରେ ପହଞ୍ଚିଲା

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ ମୃତ କଳାହାଣ୍ଡି, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ ବଲାଙ୍ଗିର, ବୌଦ୍ଧ, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ଗଜପତି, ଗଞ୍ଜାମ ଓ କନ୍ଧମାଳରୁ…

  • Friday, 14 May 2021
elephant
ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ : ବଜ୍ରାଘାତରେ ମୃତ୍ୟୁ ଆଶଙ୍କା

ନାଗାଓ : ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ । ଏପରି କିଛି ଘଟଣା ଘଟିଛି ଆସାମର ନାଗାଓ କାଠିଆଟୋଲୀ ରେଞ୍ଜର ପାହାଡ଼ିଆ ଅଞ୍ଚଳରେ । କୁନ୍ଦୋଲି ସଂରକ୍ଷିତ ଜଙ୍ଗଲର ଦୁଇଟି ପୃଥକ ସ୍ଥାନରେ ଏତେ ସଂଖ୍ୟାରେ ହାତୀମାନଙ୍କ ମୃତଦେହ…

  • Friday, 14 May 2021
corona test
ଓଡ଼ିଶାରେ ପୁଣି ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୨,୨୦୧ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ପୁଣି କରୋନା ଗ୍ରାଫ୍‌ ଉପର ମୁହାଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ…

  • Friday, 14 May 2021
love
ହସ୍ପିଟାଲରେ ଜୀବନ ହାରିଲେ ‘ଲଭ ୟୁ ଜିନ୍ଦେଗି’ ଗୀତରେ ଝୁମୁଥିବା ଯୁବତୀ

ଅଦୃଶ୍ୟ ଶତ୍ରୁର ଚକ୍ରବ୍ୟୁହରେ ଛଟପଟ ହୋଇ ଚାଲିଗଲା ଜୀବନ । ମୃତ୍ୟୁକୁ ହରାଇ ସମାଜକୁ ନୂଆ ସନ୍ଦେଶ ଦେବାକୁ ଚାହୁଁଥିବା ମଣିଷ ଆଜି ହସ୍ପିଟାଲ ବେଡରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ଜୀବନ ମାତ୍ର ଥରେ ମିଳେ, ଏଥିପାଇଁ ଲୋକେ…

  • Friday, 14 May 2021
farmers
ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ ଡବଲ୍‌ ସହାୟତା ଟଙ୍କା ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି  ଅଷ୍ଟମ କିସ୍ତିର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି…

  • Friday, 14 May 2021
covaccine
ଅଧିକ ଭ୍ୟାକସିନ ଉତ୍ପାଦନ ଲାଗି ଅନ୍ୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ ।…

  • Friday, 14 May 2021
delhi
କରୋନାର ଭୟାବହତା ମଧ୍ୟରେ ଆଶ୍ୱସ୍ତିକର ଖବର : ଦିଲ୍ଲୀରେ ହ୍ରାସ ପାଉଛି ସଂକ୍ରମଣ ହାର

ନୂଆଦିଲ୍ଲୀ : କରୋନାର ଭୟାବହତା ମଧ୍ୟରେ ଆଶ୍ୱସ୍ତିକର ଖବର । ଜାତୀୟ ରାଜଧାନୀ ଦିଲ୍ଲୀରେ ନୂଆ କରୋନା ସଂକ୍ରମଣ ମାମଲା କମ୍ ହେବା ସହ ସଂକ୍ରମଣ ହାର ମଧ୍ୟ କମ ହେବାରେ ଲାଗିଛି । ଦିଲ୍ଲୀର ଅଣାୟତ ସଂକ୍ରମଣ ହାର ଏବେ…

  • Friday, 14 May 2021
RBI
ବ୍ୟାଙ୍କରେ ନାହିଁ ଟଙ୍କା, ଆର୍ଥିକ ମାନ୍ଦାବସ୍ଥା କାରଣରୁ RBI କଲା ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବଗନାନସ୍ଥିତ ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ ବାତିଲ । ଆର୍ଥିକ ଅବସ୍ଥା ଖରାପ ଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ୧୩…

  • Thursday, 13 May 2021
India Test Team
ଭାରତର ସବୁଠୁ ଭଲ ବ୍ୟାଟ୍ସମ୍ୟାନ୍‌ ବି ଇଂଲଣ୍ଡରେ ଫ୍ଳପ୍‌, କେମିତି ଜିତିବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟାଇଟଲ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଜୁନ୍‌ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବ ଏବଂ ସେଠାରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଖାଲି ସେତିକି…

  • Thursday, 13 May 2021
village-corona
ଗୁଆ ନଡ଼ିଆ ଦେଇ କରୋନାକୁ ଘରକୁ ଡ଼ାକୁଛନ୍ତି ଗାଁ ଲୋକେ

କେଉଁଠି ଗଡ଼ିଆ ଗୋଳେଇ ମାଛ ଧରା ଚାଲିଛି ତ ପୁଣି କେଉଁଠି ଗାଁ ଚଉତରାରେ କ୍ୟାରମ୍ ପିଟା କୁ ତାସ୍ ମାଡ଼ରେ ମସଗୁଲ ଲୋକେ। ମୁହଁରେ ମୁହଁ ଲଗେଇ ଖଟି କରୁଛନ୍ତି। ଟିକେ ବି ଡ଼ରିବାର ନାହିଁ। ମହାମାରୀ ମହାବିପତ୍ତି ବେଳେ ବି ଏମାନଙ୍କୁ ଗେଲ ଲାଗିଛି ଯେମିତି।

  • Thursday, 13 May 2021
biden
ଆମେରିକାରେ କରୋନା ସଂକ୍ରମଣ କମିବାର ୨ଟି ବଡ କାରଣ କହିଲେ ବାଇଡେନ

ୱାଶିଂଟନ: ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର…

  • Thursday, 13 May 2021
lion
ମଣିଷ ପରେ ଏବେ କରୋନା କବଳରେ ପଶୁ ! ଜୟପୁରର ସିଂହ ସଫାରୀର ସିଂହ ତ୍ରିପୁର ସଂକ୍ରମିତ

ଜୟପୁର: ଦେଶରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ବି ପ୍ରତ୍ୟେକ ଦିନ ୪ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଗକୁ ଏହାର ପ୍ରକୋପ ଅଧିକ ରହିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି…

  • Thursday, 13 May 2021