• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

nagada
କରୋନାକୁ ନେଇ ବେଫିକର ନଗଡ଼ାବାସୀ

ମହାମାରୀର ମୁଠାରେ ଏବେ ସାରା ବିଶ୍ୱ ଥିବାବେଳେ ଏକଦା ଅପହଞ୍ଚ ଓ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ନଗଡାରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଏଠି ଲୋକ କରୋନାକୁ ନେଇ ବେଫିକର

vaccination
ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ

ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି। ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି

Hospital building
ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଅଭିଯୋଗ ପରେ ଯୁବକ ଗିରଫ

ଆଳି(ବନମାଳୀ ସାହୁ) :  ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ନକଲି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁସାରେ ଅରଗଳ ଗାଁର ମହିଳା ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ…

  • Monday, 31 May 2021
china
ଚୀନରେ ଏବେ ତିନୋଟି ପିଲା ଜନ୍ମ କରିପାରିବେ ମହିଳା

ବେଜିଂ : ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ପାଲଟିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ଖାଦ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂଘର୍ଷ ଚାଲିଛି । ଗୋଟିଏପଟେ ସାରା ବିଶ୍ୱରେ ଜନସଂଖ୍ୟାକୁ…

  • Monday, 31 May 2021
Actress Meera Chopra
ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଲେ ଅଭିନେତ୍ରୀ !

ମୁମ୍ବାଇ: ମୁମ୍ବାଇର ଜଣେ ଅଭିନେତ୍ରୀ ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଇଥିବା ଅଭିଯୋଗ ହୋଇଛି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ଆସୁଥିବା ଅଭିନେତ୍ରୀ ମୀରା ଚୋପ୍ରା ନକଲି ଆଇଡି କାର୍ଡ କରି କରୋନା ଟିକା ନେଇଥିବା…

  • Monday, 31 May 2021
suresh mohapatra
କୋରାପୁଟରେ ୨ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ

କୋରାପୁଟ: କୋରାପୁଟ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି।   ସ୍ୱାସ୍ଥ୍ୟ ବିଭାଗ ACSଙ୍କ ସହ କୋରାପୁଟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ୍ ହସ୍ପିଟାଲ…

vaccine
ରାଜଧାନୀରେ ଘର ଘର ବୁଲି ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର: ରାଜଧାନୀରେ କମୁନି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲା ଭିତରେ ସବୁଠାରୁ ଅଧିକ ରୋଗୀ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଏ ନେଇ ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି। ଆଜିଠୁ ରାଜଧାନୀରେ…

  • Monday, 31 May 2021
Untitled-1
ଘୁଞ୍ଚିଲା ସିବିଏସ୍ଇ-ସିଆଇଏସ୍ଇ‌ର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଶୁଣାଣି

ନୂଆଦିଲ୍ଲୀ : ସିବିଏସ୍ଇ ଏବଂ ସିଆଇଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଆବେଦନ ଉପରେ ଆସନ୍ତା ୩ ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟରେ ଶୁଣାଣି। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି…

  • Monday, 31 May 2021
man died
ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ ଘର ପାଇଁ ଏକ ପାଇଖାନା ଟାଙ୍କି ଖୋଳା…

  • Monday, 31 May 2021
bihar
ବିହାରରେ ୮ ଜୁନ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ପାଟନା : ସଂକ୍ରମକୁ ଦୃଷ୍ଟିରେ ରଖି ବିହାରରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସଂକ୍ରମଣ ସମର୍କିତ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଠ ଜୁନ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି…

  • Monday, 31 May 2021
stray dog
୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ

୫ ବର୍ଷ ଶିଶୁକୁ ଝୁଣି ଖାଇଲେ କୁକୁର ପଲ ପାଖରେ ଥିଲେ ବଡ଼ ଭାଇ, ହେଲେ ଶୁଣିପାରିଲେନି ଭାଇର ଚିତ୍କାର କୁର ପଲ ଶିଶୁଟିର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରି ଦେଇଛନ୍ତି ଜୟପୁର: ରକ୍ତମୁଖା ବୁଲା କୁକୁରଙ୍କ…

  • Monday, 31 May 2021
corona-death
ଦେଶରେ କରୋନାରୁ ମିଳୁଛି ମୁକ୍ତି : ଦିନକରେ ୧.୫୨ ସଂକ୍ରମିତ, ୩,୧୨୮ ମୃତ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ନୟାନ୍ତ କଲା ପରେ ଏବେ ଏଥିରେ କିଛିମାତ୍ରାରେ ଶିଥିଳତା ପଡିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ କରୋନା ସଂକ୍ରମଣରେ ହ୍ରାସ କାରଣରୁ ଲୋକଙ୍କ ମନରେ ଆଶ୍ୱସନା ସୃଷ୍ଟି କରୁଛି। ତେବେ କରୋନା ସଂକ୍ରମଣଜନିତ ମୃତ୍ୟୁ…

  • Monday, 31 May 2021
hospital
କୋଭିଡ ହସ୍ପିଟାଲରେ ତଳେ ଶୋଇଛନ୍ତି ରୋଗୀ; ଭାଇରାଲ ହେଲା ଭିଡିଓ

ବାରିପଦା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। କୋଭିଡ ୱାର୍ଡରେ ଥରେ ପରଜନଙ୍କୁ ଥରେ ଭର୍ତ୍ତି କରିଦେଲେ ଆଉ ଦେଖିବା ସମ୍ଭବ ହୋଇ ନ…

  • Monday, 31 May 2021
petrol price hiked
ପେଟ୍ରୋଲ ଓ ଡିଜେଲ ଦର: ୫ ମାସରେ ୧୦ରୁ ଅଧିକ ଟଙ୍କା ବୃଦ୍ଧି, ଓଡ଼ିଶାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମେ’ ୩୦ ପର୍ଯ୍ୟନ୍ତ ୫ ମାସ ଭିତରେ ୧୦ରୁ ୧୧ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।  ଯଦି…

elephant
ମଣିଷକୁ ଜଙ୍ଗଲରେ ଦେଖି ରକ୍ତମୁଖା ହେଲା ଗଜରାଜ

ସମ୍ବଲପୁର: ହାତୀର ଖାଦ୍ୟ, ବାସ ସବୁ ଛଡେଇ ନେଉଛି ମଣିଷ। ସେଥିପାଇଁ ଜଙ୍ଗଲ ଛାଡି ହାତୀ କେତେବେଳେ ଗାଁ ଭିତରେ ତ କେତେବେଳେ ସହର ଭିତରେ ପଶୁଛି। ମୁହାଁମୁହିଁ ହେଉଛନ୍ତି  ହାତୀ଼-ମଣିଷ। କେତେବେଳ ହାତୀ ମଣିଷର ବାସ ଉଜାଡି ଦେଉଛି ତ…

  • Monday, 31 May 2021
cycle
ସାଇକେଲ ଶିଳ୍ପ ପାଇଁ ବରଦାନ ସ୍ୱରୂପ କରୋନା

ଚେନ୍ନାଇ : ସଂକ୍ରମଣ ପାଇଁ ସାଇକେଲର ଚାହିଦା ବଢିଛି । କରୋନା କାହା ପାଇଁ କାଳ ସାଜିଛି ତ ଆଉ କାହା ପାଇଁ ବରଦାନ । ସଂକ୍ରମଣରେ ଲୋକେ ତାଲାବନ୍ଦରେ ଥିବାବେଳେ ଦେଶରେ ସାଇକେଲ ବିକ୍ରି ବଢ଼ିଛି । ତୁଳନାତ୍ମକ ଭାବେ…

  • Monday, 31 May 2021