• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

supreme court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: କହିଲେ, ସରକାରଙ୍କୁ ସମାଲୋଚନାର ଅର୍ଥ ନୁହେଁ ଦେଶ ଦ୍ରୋହ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। କହିଲେ, ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶଦ୍ରୋହ। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି କୋର୍ଟ

  • Tuesday, 01 June 2021
corona
ରାଜ୍ୟରେ ଚିହ୍ନଟ ହେଲେ ୮,୭୩୫ କରୋନା ପଜିଟିଭ

ଭୁବନେଶ୍ୱର:  ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।…

vaccine
ବିମାନଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ  କଡାକଡି ହେଲା କୋଭିଡ କଟକଣା। ସଂକ୍ରମଣ ହାର କମୁ ନ ଥିବାରୁ ଆଜିଠୁ ଆରମ୍ଭ ହୋଇଛି ୩ୟ ପର୍ଯ୍ୟାୟ ଲକ୍‌ ଡାଉନ। ଏଥିସହିତ ସପ୍ତାହାନ୍ତ ଲକ୍‌ ଡାଉନ ମଧ୍ୟ ଜାରି ରହିଛି। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ…

football coach
ପରଲୋକରେ ଫୁଟବଲ କୋଚ୍ ନନ୍ଦକିଶୋର

-ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କ ପରଲୋକ -କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ -ବିଳମ୍ବିତ ରାତିରେ ପରଲୋକ ନେଇ ସାନ ଭାଇ ଦେଲେ ସୂଚନା -ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ…

corona
ଭାରତରେ ଚିହ୍ନଟ ହୋଇଥିବା ସର୍ବପ୍ରଥମ ଷ୍ଟ୍ରେନ ‘ଡେଲ୍ଟା’ : କୋଭିଡ ଭାରିଏଣ୍ଟର ନାମ ଦେଲା WHO

ଅଦୃଶ୍ୟ ଭାଇରସର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ…

  • Tuesday, 01 June 2021
gdp
ଦେଶର ଜିଡିପିକୁ ବଡ଼ ଝଟକା : ବିକାଶ ଦର ୭.୩ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ : ଦେଶର ଅର୍ଥବ୍ୟବସ୍ଥାକୁ ଘାଇଲା କଲା ମହମାରୀ । କରୋନାର ଦ୍ୱିତୀୟ ଲହରୀରେ ଭାରତର ଅର୍ଥବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭାରତ ସରକାରଙ୍କ ତାଜା ତଥ୍ୟ ଅନୁସାରେ ୨୦୨୦-୨୧ରେ ଜିଡିପି ୭.୩ ପ୍ରତିଶତ ହ୍ରାସ ପାଇଛି । ଚାରି…

  • Tuesday, 01 June 2021
corona
ମେ'ରେ ଯଦି ଏତେ ତେବେ ଜୁନ୍‌ରେ କେତେ?

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌। ତେବେ କଟକଣା ସାମାନ୍ୟ କୋହଳ କରାଯାଇଥିବା ୩ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼କୁ ରଖାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ମେ ଶେଷ ସପ୍ତାହରେ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୧.୦୫ ପ୍ରତିଶତ ରହିଛି

  • Monday, 31 May 2021
ipl match
IPL 2021: ଏଥର ଷ୍ଟାଡିୟମରେ ଦର୍ଶକଙ୍କ ଗହଣରେ ଖେଳାଯିବ ମ୍ୟାଚ୍..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ ଏବେ ସେପ୍ଟେମ୍ବରରେ ୟୁଏଇରେ ଅନୁଷ୍ଠିତ ହେବ । ବିସିସିଆଇର ଏକ ସ୍ୱତନ୍ତ୍ର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏବେ ଆଇପିଏଲ୍ ସହିତ ଜଡିତ ଆଉ ଏକ…

cricket
IPL 2021: ବିଦେଶୀ ଖେଳାଳି ନଆସିଲେ BCCIକୁ ଫରକ ପଡ଼ିବନି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନରେ ବିସିସିଆଇ ପୁରା ଦମ୍ ଲଗାଇଦେଇଛି। କରୋନା ଭାଇରସ୍ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରେ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡ଼ିଥିଲା। କିନ୍ତୁ ଏବେ ଆସନ୍ତା ସେପ୍ଟେମ୍ବରରୁ ଅବଶିଷ୍ଟ ୩୧ଟି…

heat-wave
୪୦ଂ ଉପରେ ୭ ସହର; ଆହୁରି ୪ ଦିନ ଗୁଳୁଗୁଳି!

ଭୁବନେଶ୍ୱର: ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ…

  • Monday, 31 May 2021
petrol
ହୁ ହୁ ହୋଇ ବଢୁଛି ତୈଳ ଦର....ରାଜ୍ୟରେ ୧୦୦ ଟପିଲା ପେଟ୍ରୋଲ ଦର

କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍।

  • Monday, 31 May 2021
death
କରୋନା : ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ହେଉଛି

କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ

Covid 19
କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…

mamata-banerjee
ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ ! କେନ୍ଦ୍ର ନିର୍ଦ୍ଦେଶକୁ ବେଖାତିର ପରେ ଦିଦି ହେଲେ ସାହା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗକୁ ନେଇ ଉଗ୍ର ହୋଇଛି ବିବାଦ । ତାଙ୍କୁ ଏବେ ରାଜ୍ୟ ସରକାର ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି…

sc
ଜୁନ୍‌ ୩ରେ ଜଣା ପଡ଼ିବ ଚଳିତବର୍ଷ ହେବ କି ନାହିଁ ଦ୍ୱାଦଶ ବୋର୍ଡ ପରୀକ୍ଷା

ସିବିଏସ୍ଇ ଏବଂ CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଉପରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚିଲା। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଥାନ୍ତେ।

Alapan-Mamata
ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟୟ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଆଲପନ। ଆଜି ସେ ନିଜ ଅବସର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି

  • Monday, 31 May 2021
4
ଅଧିକ ଆମ୍ବ ଖାଉଛନ୍ତି କି? ତେବେ ଏହିସବୁ ସମସ୍ୟା ହୋଇପାରେ

ଆମ୍ବକୁ ଜାତୀୟ ଫଳ ତଥା ଫଳମାନଙ୍କର ରାଜା ବୋଲି ବିବେଚନା କରାଯାଏ। ଏହି ଆମ୍ବ କାହାକୁ ବା ପସନ୍ଦ ନୁହେଁ। ଗ୍ରୀଷ୍ମ ଆସିବା ମାତ୍ରେ ଲୋକମାନେ ନିଜ ପ୍ରିୟ ଆମ୍ବ ବଜାରରୁ ଆଣି ଉତ୍ସାହର ସହିତ ଖାଆନ୍ତି। ଆମ୍ବ କେବଳ ସ୍ୱାଦରେ…

  • Monday, 31 May 2021
Untitled-1
ଏଲୋପାଥି କାହିଁକି ଲୋକପ୍ରିୟ, କିଏ ଥିଲେ ଏହାର ଜନକ?

ଏଲୋପାଥି ଏବଂ ଆୟୁର୍ବେଦ ମଧ୍ୟରେ ବିବାଦ କମିବା ପରିବର୍ତ୍ତେ ବୃଦ୍ଧି ପାଉଛି। ଯୋଗ ଗୁରୁ ରାମଦେବ ଅତୀତରେ ଏଲୋପାଥି ଉପରେ ଏକ ବିବାଦୀୟ ବିବୃତ୍ତି ଦେଇ ଏହାକୁ କମ୍ ପ୍ରଭାବଶାଳୀ ବୋଲି କହିଛନ୍ତି। ଏଥି ସହିତ, କରୋନା ସଂକ୍ରମଣଙ୍କ ଚିକିତ୍ସା ସମୟରେ…

  • Monday, 31 May 2021
india
ସେରମ୍ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟଙ୍କ ବିରୋଧରେ ହେବ କି FIR?

ଗୋଟିଏ ପଟେ ଦେଶରେ ଟିକାକୁ ନେଇ ବିବାଦ ଦେଖାଯାଉଛି। ସଠିକ୍‌ ସମୟରେ ଟିକା ମିଳୁନଥିବା କଥା ସାମ୍ନାକୁ ମଧ୍ୟ ଆସିଛି। ତେବେ ଏହାରି ମଧ୍ୟରେ କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି।

  • Monday, 31 May 2021
mehul choksi
ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ୍ ଡିନର କରିବାକୁ ଆସିଥିଲେ ମେହୁଲ ଚୋକସି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତରୁ ପ୍ରାୟ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ଥିବା ହୀରା ବେପାରୀ ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେଫାଜତରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା…

bike
କାଲିଠାରୁ ୩ ଜିଲ୍ଲାରେ ଖୋଲିବ ଗାଡ଼ି ଶୋରୁମ୍

ଓଡ଼ିଶାର ୩ଟି ଜିଲ୍ଲାରେ ଲକଡାଉନ୍ କଟକଣା ହେଲା କୋହଳ: କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍, ଆରମ୍ଭ ହେବ ପଞ୍ଜୀକରଣ #Odisha #LOckdown

  • Monday, 31 May 2021
୮ ମାସ ପରେ ମଲାଇକା ଦେଖେଇଲେ ସୁପର୍ ଫିଗର୍

ମୁମ୍ବାଇ : କରୋନା ଲୋକମାନଙ୍କୁ ଦୁଃଖ ପରେ ଦୁଃଖ ଦେ‍ଇଚାଲିଛି। କରୋନାକୁ ହାଲୁକା ଭାବେ ଗ୍ରହଣ ନ କରିବା ନେ‍ଇ ଡାକ୍ତରମାନେ ବାରମ୍ବାର କହୁଛନ୍ତି। କରୋନାକୁ ପରାସ୍ତ କରିବା ପରେ ମଧ୍ୟ ଶରୀରକୁ ଭେକ୍ସିନ୍ ସମେତ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ…

  • Monday, 31 May 2021
West bengal CS
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍‌ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି।

corona vaccine
ଏଣିକି ଦିନକୁ କୋଟିଏ ଲୋକଙ୍କର ହେବ ଟିକାକରଣ, ଚାଲିଛି ଜୋରଦାର ପ୍ରସ୍ତୁତି..

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି…

Athagarh
୫ ପୁଅ ଜନ୍ମ କରିଥିଲା ବୋଲି ଆଜି ଖାଇବାକୁ ପାଉନି ମା'

ପୁଅଟିଏ ପାଇବା ପାଇଁ ମା କରିଥାଏ ଅନେକ ଓଷା ବ୍ରତ , ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା। ଆଉ ବୟସର ଅପରାହ୍ନରେ ଯେତେବେଳେ ପୁଅମାନେ ନପଚାରନ୍ତି ସେତେବେଳେ ଅନେକ ଦୁଃଖ ଯନ୍ତ୍ରଣାରେ କଟିଥାଏ ଦିନ

  • Monday, 31 May 2021