• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

raja
ରଜ: କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ

ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି…

naveen patnaik
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…

nusrat jahan
ଏହି ଅଭିନେତାଙ୍କ ପାଇଁ ଟିଏମ୍‌ସି ସାଂସଦ ନୁସରତ୍‌ଙ୍କ ବୈବାହିକ ଜୀବନରେ ଝଡ଼ !

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ସେ କହିଛନ୍ତି,…

  • Thursday, 10 June 2021
Niharika-Das-2
ଶ୍ୱଶୁରଙ୍କୁ ପିଠିରେ ବୋହିଥିବା ବୋହୂ କହିଲେ ଭାଇରାଲ ଫଟୋ ପଛର ସତ କାହାଣୀ...

ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି…

rath yatra
ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

ପୁରୀ: କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ…

Soumendra Priyadarshi
ରଜ ପାଇଁ ବଢ଼ିଲା କଟକଣା, ଦୋକାନୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ..

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା…

gwalior
ହିନ୍ଦୁ ମା’ର ଶେଷକୃତ୍ୟ କରିବାକୁ ମନାକଲା ଖ୍ରୀଷ୍ଟିଆନ୍ ପୁଅ

ଧର୍ମ ପରିବର୍ତ୍ତନ ପରେ ହିନ୍ଦୁ ମା’କୁ ମୁଖାଗ୍ନି ଦେବାକୁ ମନା କଲା କୁଳାଙ୍ଗାର ପୁଅ ୧୧୦୦ କିମି ଦୂରରୁ ଆସି ଆଈର ଦାହସଂସ୍କାର କଲା ନାତୁଣୀ ପୁଅ ପାଇଁ ବଡ଼ ହେଲା ଧର୍ମ, ପର ହୋଇଗଲା ମା’ । ହିନ୍ଦୁ ମା’ର…

  • Thursday, 10 June 2021
monsoon
ଓଡ଼ିଶା ଛୁଇଁଲା ମୌସୁମୀ, ୧୧ରେ ବେଶୀ ବର୍ଷା ହୋଇପାରେ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  Southwest…

9
ଦୁର୍ଗମ ଅଞ୍ଚଳରେ ବଢ଼ୁଛି ସଂକ୍ରମଣ : ଏବେ ବି ଚେରମୂଳି ସହ ଝଡ଼ାଫୁଙ୍କା ଉପରେ ନିର୍ଭର ଆଦିବାସୀ

ମୋହନା : ଦୁର୍ଗମ ଅଂଚଳ ରହୁଥିବା ଜନଜାତିଙ୍କ ମଧ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଜ୍ୱର ଥଣ୍ଡା କାଶ ଓ ଝାଡା ବାନ୍ତିରେ ଆକ୍ରାନ୍ତ ହେଲେ ଏବେ ବି ଝଡ଼ାଫୁଙ୍କା ସହ ଚେରମୂଳି ଉପରେ ନିର୍ଭର କରୁଛନ୍ତି…

  • Thursday, 10 June 2021
Dingko
ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ

ନୂଆଦିଲ୍ଲୀ: ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍ଗକୋ ବହୁ ବର୍ଷ ଧରି ବକ୍ସିଂରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି…

corona death
ହଠାତ୍‌ ବଢ଼ିଗଲା କରୋନା ମୃତ୍ୟୁ ସଂଖ୍ୟା

ପାଟନା: ଦେଶରେ ଦୈନିକ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଆଜି ଦୈନିକ ମୃତ୍ୟୁ ହାର ରେକର୍ଡ ପାର୍ କରିଛି। ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହି ନୂଆ ମୃୃତ୍ୟୁ ହାର ସହ ଦେଶରେ…

corona
୨୪ ଘଣ୍ଟାରେ ୯୪ ହଜାର ନୂଆ ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : କମୁଛି ସଂକ୍ରମଣ । ଦେଶରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସମସ୍ତ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମଣ କମୁଥିଲେ ମଧ୍ୟ ଦେଶରେ…

NVRamana
କୁନି ଝିଅ ଲିଡଓ୍ୱାନାଙ୍କ ଚିଠିର ଉତ୍ତର ଦେଲେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା, ଲେଖିଲେ..

ନୂଆଦିଲ୍ଲୀ: ଦେଶର ଭୟଙ୍କର କରୋନା ସ୍ଥିତି ଉଣା ଅଧିକେ ସମସ୍ତ ନାଗରିକଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ତଳେ ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା, ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା, ଅକ୍ସିଜେନ ପାଇଁ ଚାରିଆଡ଼େ ହାହାକାର, ଗଙ୍ଗା…

kendrapara
କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧିଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଆଳିର ମୂଳାସାହି ଗାଁର ମହେଶ୍ୱର ସେନାପତି ଓ ତାଙ୍କ ଦୁଇ ପୁଅଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ମହେଶ୍ୱର। ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ସେ କହିଛନ୍ତି, ଗତ…

  • Thursday, 10 June 2021
vrat
ଆଜି ସାବିତ୍ରୀ ଅମାବାସ୍ୟା : ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ପତ୍ନୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର : ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀ ନିଷ୍ଠାର ସହ ପାଳନ କରନ୍ତି ବ୍ରତ । ତେବେ ଏ ବର୍ଷ ବି ସାବିତ୍ରୀ ବ୍ରତର ଉତ୍ସାହକୁ ଫିକା ପକାଇ ଦେଇଛି । ମହାମାରୀ…

  • Thursday, 10 June 2021
vaccine for children
ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ଆଶଙ୍କା, କେନ୍ଦ୍ରର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲ୍ଥ ସର୍ଭିସ ଦ୍ୱାରା ଜାରି…

UP
‘ଝିଅଙ୍କୁ ମୋବାଇଲ୍ ଦେବା ଯୋଗୁଁ ଅପରାଧ ବଢ଼ୁଛି’ : ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ମହିଳା ଆୟାଗ ସଦସ୍ୟ

ଆଲିଗଡ : ‘ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ, ଏଥିପାଇଁ ଅପରାଧ ବଢ଼ୁଛି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମାଇବାକୁ ହେଲେ ଝିଅକୁ ଜଗିବା ମା’ର କର୍ତ୍ତବ୍ୟ’ । ଏପରି ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ଉତ୍ତରପ୍ରଦେଶ ମହିଳା ଆୟାଗ…

  • Thursday, 10 June 2021
mumbai rain
ଆଗାମୀ ତିନି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନା

ମୁମ୍ବାଇ : ମୌସୁମୀ ବର୍ଷାରେ ଉବଟୁବୁ ମାୟାନଗରୀ ମୁମ୍ବାଇ । ଗତକାଲି ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ପ୍ରଥମ ଦିନ ମୂଷଳ ଧାରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ  ଟ୍ରାଫିକ୍…

  • Thursday, 10 June 2021
corona testing
କାଲି କମିଥିଲା, ଆଜି ପୁଣି ବଢ଼ିଲା; ଦିନକରେ ଖୋର୍ଦ୍ଧାରୁ ହଜାରେ ଉପରେ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୬ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୬ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…