• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

vaccine
ଖୁବ ଶୀଘ୍ର ଆସିବ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ  ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…

3
ଅନାବଶ୍ୟକ 'ହୀରୋପନ୍ତୀ'ଙ୍କ ଠାରୁ ଦୂରେଇ ରହିବାକୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡର ଗୁଜବ ଦମ୍ପତି ଦିଶା ପାଟାନି ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ ଦାଖଲ କରିଛି। ମୁମ୍ବାଇରେ ତାଲାବନ୍ଦ ସେମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ANI ରୁ ଏହା ଜାଣିବାକୁ ମିଳିଛି ଯେ ଯେତେବେଳେ…

  • Thursday, 03 June 2021
hacked to death
ଶିଳପୁଆରେ ଛେଚି ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ

ଖଲ୍ଲିକୋଟ୍ (ସିଲୁ ବିଶ୍ୱାଳ) : ସଇତାନ ସାଜିଲା ସ୍ୱାମୀ । ଭରିଲା ପୂରିଲା ପରିବାରରେ ଦୁଃଖର କଳାବାଦଲ । ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ । ବାପାମା’ ଛେଉଣ୍ଡ ହୋଇଗଲେ ପୁଅ ଝିଅ…

  • Thursday, 03 June 2021
Untitled-1
ଚୀନ୍ କରିଛି କୃତ୍ରିମ ସୂର୍ଯ୍ୟ : ପ୍ରକୃତ ସୂର୍ଯ୍ୟଠାରୁ ୧୦ ଗୁଣ କ୍ଷମତାସମ୍ପନ

କୁତ୍ରିମ ସୂର୍ଯ୍ୟ ତିଆରି କରିଛି କି ଚୀନ? କାହିଁକି ଏମିତି ଦାବି କରୁଛି ଚାଇନା? ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା… ଭାରତୀୟ ପ୍ରାଚୀନ ଶାସ୍ତ୍ର ହେଉ ବା ଆଧୁନିକ ବିଜ୍ଞାନ ହେଉ, ସବୁଥିରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ,…

delta
‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା

ନୂଆଦିଲ୍ଲୀ : ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟ  (B.1.617 )କୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ସୂଚନା…

Monsoon
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍‌ଡି ସୂଚନା ଦେଇଥିବା ବେଳେ ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆଇଏମ୍‌ଡି କହିଛି। ଗୁରୁବାର ସକାଳେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବରେ…

  • Thursday, 03 June 2021
fire
ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ : ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୨୪ ଦମକଳ ବାହିନୀ

ମାଦିପୁର : ଦିଲ୍ଲୀର ମାଦିପୁରରରେ ଥିବା ଏକ ଜୋତା କାରଖାନାରେ ଗୁରୁବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଚପଲ ତିଆରି ପାଇଁ ଥିବା କଞ୍ଚାମାଲ ପୋଡ଼ି ଯାଇଛି । ତେବେ ନିଆଁ କିପରି ଲାଗିଛି ତା’ର କିଛି…

  • Thursday, 03 June 2021
water--require
ଡ୍ୟାମର ପାଦଦେଶରେ ଗାଁ ହେଲେ ପାଣି ପାଇଁ ହନ୍ତସନ୍ତ

କନ୍ଧମାଳ (ତ୍ରିନାଥ ସାହୁ): ଡ୍ୟାମର ପାଦଦେଶରେ ଗାଁ ହେଲେ ପାଣି ପାଇଁ ହନ୍ତସନ୍ତ। ଗ୍ରାମବାସୀ ପିଇବା ପାଣି ପାଇଁ ଚାଲିଚାଲି ଯିବାକୁ ପଡୁଛି ଗୋଟେ କିଲୋମିଟର ହେଲେ ସେଠାରେ ବି ମିଳୁନି ପିଇବା ଉପାଯୋଗୀ ଜଳ। ଦୀର୍ଘ ଦିନ ଧରି ଏଭଳି…

  • Thursday, 03 June 2021
antibody cocktail
୩ ହଜାର ତଳକୁ ଖସିଲା ମୃତ୍ୟୁ ହାର; ଆଖି ବୁଜିଲେ ୨,୮୮୭ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି।  ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ…

THIRD WAVE
ଦ୍ୱିତୀୟ ଲହରୀ ତୁଳନାରେ ଅଧିକ ଭୟଙ୍କର ହେବ ତୃତୀୟ ଲହରୀ

ଟେନସନ୍ ବଢ଼ାଇଲା ଏସବିଆଇ ରିପୋର୍ଟ ଦ୍ୱିତୀୟ ଲହରୀ ଠାରୁ ଅଧିକ ଘାତକ ହେବ ତୃତୀୟ ଲହରୀ ୯୮ ଦିନ ତାଣ୍ଡବ ରଚିବ ଅଦୃଶ୍ୟ ଭାଇରସ୍‌ ନୂଆଦିଲ୍ଲୀ : ଦେଶରେ ଥମିନି କରୋନାର ଦ୍ୱିତୀୟ ଲହରୀ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ…

ship
ନିଆଁ ଲାଗିବା ପରେ ସମୁଦ୍ରରେ ବୁଡ଼ିଗଲା ଜାହାଜ, ବିପଦ ଆଶଙ୍କା

କଲମ୍ବୋ: ଟନ୍‌ ଟନ୍‌ କେମିକାଲ୍‌ ପରିବହନ କରି ଯାତ୍ରା କରୁଥିବା ଏକ ମାଲ୍‌ବାହୀ ଜାହାଜ ଶ୍ରୀଲଙ୍କାର ପଶ୍ଚିମ ଉପକୂଳରେ ବୁଡ଼ି ଯାଇଛି। ଏନେଇ  ବୁଧବାର ଶ୍ରୀଲଙ୍କା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ ଏହି ମାଲ୍‌ବାହୀ ଜାହାଜରେ ନିଆଁ ଲାଗିଯିବା…

  • Thursday, 03 June 2021
bali-khadan
ଲଘୁ ଖଣିଜ ସଂପଦ ବିଡିଂକୁ ନେଇ ଦ୍ୱନ୍ଦ୍ୱ: ପ୍ରଥମେ ଟେଣ୍ଡର ଠିକ୍‌ କହି ପରେ ବାତିଲ କଲା ପ୍ରଶାସନ

ଯାଜପୁର(ଗୁଲାମ ଗସ୍): ଗୁଲାମ ଗସ୍ ଉପକୂଳ ଜିଲ୍ଲା ଗୁଡିକ ପାଇଁ ଯାଜପୁର ଲଘୁ ଖଣିଜ ଯୋଗାଣର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହୋଇଛି। ବିଶେଷ କରି ଧର୍ମଶାଳା ତହସିଲ ଅଧିନରେ ଅନେକ କଳାପଥର ଖାଦାନ ରହିଛି। ଚଳିତ ଥର ଧର୍ମଶାଳା…

  • Thursday, 03 June 2021
mukesh ambani
କରୋନାରେ ପ୍ରାଣ ହରାଇଲେ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ପର୍ଯ୍ୟନ୍ତ ମିଳିବ ପୂରା ଦରମା

ସଙ୍କଟ କାଳରେ କର୍ମଚାରୀଙ୍କ ହିତ ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନେଲା ରିଲାଏନ୍ସ କମ୍ପାନୀ । କରୋନା ସଂକ୍ରମଣରେ ଜୀବନ ହାରୁଥିବା କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ । ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ପର୍ଯ୍ୟନ୍ତ…

  • Thursday, 03 June 2021
rain
୪ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଖସୁଛି ପାରଦ। ଗତକାଲି ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ଥିଲା। ଏହାରି ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ…

  • Thursday, 03 June 2021
mehul choksi
ଡୋମିନିକା କୋର୍ଟରେ ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ  ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍‌ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ…

buldhana
କରୋନା ରୋଗୀଙ୍କ ଶୌଚାଳୟ ସଫା କଲା ଆଠ ବର୍ଷର ଶିଶୁ,ଭିଡିଓ ଭାଇରାଲ୍

ସଂକ୍ରମିତଙ୍କ ଶୌଚାଳୟ ସଫା କଲା କୁନି ପୁଅ ପାରିଶ୍ରମିକ ରୂପରେ ମିଳିଳା ୫୦ ଟଙ୍କା ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟ ନିଲମ୍ବିତ ବୁଲଢ଼ାଣା : ସଂକ୍ରମଣ ସମୟରେ କୁନି ପୁଅର ଜୀବନ ସହ ଖେଳ । ଆଠ ବର୍ଷର କୁନି ପୁଅ…

  • Thursday, 03 June 2021
rathakhala
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି…