ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାମୀ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର…
ଆପ୍ ଦ୍ୱାରା ୨୫୦ କୋଟିର ଠକେଇ । ନିବେଶ କଲେ ୧୫ ଦିନ ମଧ୍ୟରେ ଟଙ୍କା ଡବଲ ମିଳିବ । ଏପରି ଏକ ବଡ଼ ଠକେଇର ଖୁଲାସା କଲା ଉତ୍ତରାଖଣ୍ଡ ପୋଲିସ୍ । ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା…
ଭୁବନେଶ୍ୱର: ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…
ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର…
ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ…
ଲକ୍ଷ୍ନୌ : ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ । ସଂକ୍ରମଣ ହ୍ରାସ ପାଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ। ତେବେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ ଟିକାର…
ଭଞ୍ଜନଗର: ପୁଅ ବଡ଼ ହେଲେ ବାପାର ସ୍ୱପ୍ନକୁ ପୂରଣ କରିବ। ପରିଣତ ବୟସରେ ନିଜର ହାତରେ ହାତ ମିଶାଇ ବୁଢା ବାର ସାଥ୍ ଦେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ ଯେଉଁ ବାପା ନିଜେ ଦୁଃଖ, କଷ୍ଟ ସହି ତାର…
ନୂଆଦିଲ୍ଲୀ : ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍ ? ସୀମାରେ ପିଏଲଏ ସକ୍ରିୟ । ଦେଶରେ କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (LAC )ରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ଲଦ୍ଦାଖରେ ଚୀନ…
ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ…
ବୌଦ୍ଧ: ପରିବାର ସହ ମିଶି କେତେ ଖୁସିରେ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ ସେମାନଙ୍କୁ ଅଜଣା ଥିଲା। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ବୌଦ୍ଧ ଜିଲ୍ଲା ଚାରିଛକ…
ନୂଆଦିଲ୍ଲୀ : ଭାରତ ପରେ ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ । ମହାମାରୀର ନୂତନ ଲହରୀ ତୀବ୍ର ବେଗରେ ବିସ୍ତାର କରୁଥିବା ପଛରେ ଡେଲଟା ଭାରିଆଣ୍ଟର ପ୍ରମୁଖ ଭୂମିକା ରହିଛି ବୋଲି ସିଙ୍ଗାପୁରରେ କୋଭିଡ -୧୯ ସିକ୍ୱେନ୍ସିଂରେ ଜଣାପଡିଛି । ସିକ୍ୱେନ୍ସିଂ…
ନୂଆଦିଲ୍ଲୀ: ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଫୁଟବଲ୍ ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ସୁନୀଲ ଛେତ୍ରୀ। ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୨ଟି ଗୋଲ୍ ଦେଇ ମେସିଙ୍କ ୭୨…
ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨…
ବ୍ରହ୍ମପୁର: କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଏପ୍ରିଲ ପରେ ପ୍ରଥମ ଥର ପାଇଁ ଦେଶରେ ଗତ ମଙ୍ଗଳବାର ଏକ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୃ ସଂଖ୍ୟା…
ରାଞ୍ଚି : ଆକାଶରୁ ଖସିଲା ମୃତ୍ୟୁ । ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବଜ୍ରପାତରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।…
କାନପୁର : ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଖାପାଖି ୧୭ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସଞ୍ଚେଡିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଓଲଟି…
ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ । ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି…
ନୂଆଦିଲ୍ଲୀ: ଜୁଲାଇରୁ ଦେଶରେ ଜୋରଦାର ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ପ୍ରାୟ ୭୪ କୋଟି ଡୋଜ୍ ଟିକା କିଣିବା ପାଇଁ କେନ୍ଦ୍ର ଅର୍ଡର କରିଥିବା ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ଦେଇଛନ୍ତି। ୨୫ କୋଟି ଡୋଜ୍…
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ କେବଳ ଆମ ରାଜ୍ୟରେ ନୁହେଁ, ଅଧିକାଂଶ ସ୍ଥାନରେ ଲୋକେ କୋ-ଓ୍ୱିନ୍ରେ ପଞ୍ଜୀକରଣ କରି…
ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି।