• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Untitled-1
କରୋନାର ବାର୍ତ୍ତା ବାଣ୍ଟୁଛି  “୧୯ - ଅଣସର ”

କେହି ଜଣେ କହିଥିଲେ “ଏ ବିଶ୍ୱ ଯୁବକଙ୍କର”। ଏହି ଉକ୍ତିକୁ ତର୍ଜମା କରିବାକୁ ଗଲେ ଜଣାଯାଏ ଯେ ଦେଶ ହେଉ କି ଜାତି, କଳା ହେଉ କି ସଂସ୍କୃତି ସବୁର ବିକାଶ ଦିଗରେ ଯୁବକଙ୍କ ନିରବଚ୍ଛିନ ଉଦ୍ୟମ ରହିଥାଏ। ଆଜି ଏ…

  • Sunday, 06 June 2021
Krishna DK
ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ କ୍ରିଷ୍ଣା

ଭୁବନେଶ୍ୱର: ଯୁବକମାନେ ଆଗକୁ ଆସିଲେ ଦେଶ ଆଗକୁ ଯାଏ। ସେ ରାଜନୀତି ହେଉ ବା କଳା କିମ୍ବା ସଂସ୍କୃତି, ଯେଉଁଠି ଯୁବକଙ୍କ ସକାରାତ୍ମକ ଅବଦାନ ରହିଛି ସେ କ୍ଷେତ୍ର ସେତେ ଆଗକୁ ଯାଇଛି। ଏହି କ୍ରମରେ ଏବେ ଚର୍ଚ୍ଚାରେ ଅଛନ୍ତି ଯୁବ…

  • Sunday, 06 June 2021
topper
ଅନାଥାଶ୍ରମରେ ପାଠ ପଢି ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ହେଲେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ଟପ୍ପର ହୋଇଥିବା ଭବାନୀପାଟଣା ସରକାରୀ ଆଇଟିଆଇ କଲେଜର ଦୁଇ ଛାତ୍ର ଛାତ୍ରୀ ସାଇଚରଣ ଦାସ ଓ ପୂଜା ମେହେରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନ୍ୟାସନାଲ ଟ୍ରେଡ ଟେଷ୍ଟରେ କୃତିତ୍ୱ ହାସଲ…

  • Sunday, 06 June 2021
3
ଡାକ୍ତରଖାନାରେ ଭର୍ତ୍ତିହେଲେ ଦିଲୀପ କୁମାର; ନିଶ୍ୱାସ ନେବାରେ ଅସୁବିଧା

ମୁମ୍ବାଇ : ବଲିଉଡର ଦିଗ୍ଗଜ ଅଭିନେତା ଦିଲୀପ କୁମାରଙ୍କୁ ରବିବାର ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଖବର ସାର୍ବଜନୀନ ହେବା ମାତ୍ରେ ଫିଲ୍ମ ଇଣ୍ଡଷ୍ଟ୍ରି…

  • Sunday, 06 June 2021
corona-in-jail
'ସଂକ୍ରମଣ କମୁଛି, ସର୍ଭେଲାନ୍ସ କାମ ଦେଉଛି'

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ…

1
ମଡେଲିଂ ସ୍ମୃତିକୁ ସେୟାର୍ କଲେ ସୋନୁ ସୁଦ

ମୁମ୍ବାଇ: ସିନେ ଅଭିନେତା ସୋନୁ ସୁଦଙ୍କୁ କିଏ ବା ନ ଜାଣେ। ଗତ ବର୍ଷ ଲକଡାଉନ୍ ପରଠାରୁ ଫିଲ୍ମ ଅପେକ୍ଷା ଅସହାୟ ଲୋକଙ୍କୁ ସହଯୋଗର ହାତ ବଢେଇ ସେ ବେଶ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କରୋନା ସଂକ୍ରମିତଙ୍କୁ ବଞ୍ଚେଇବା ନେଇ ସୋନୁ…

  • Sunday, 06 June 2021
Mask
ଏଠି ମାସ୍କ ପିନ୍ଧିବ ତ ଫାଇନ୍‌ ଦେବ

କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ ପିନ୍ଧୁଛନ୍ତି ଲୋକେ। କେବଳ ଯେ, ବାହାରେ ତାହା ନୁହେଁ ବରଂ ଏବେ ଘରେ ବି ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଉଛନ୍ତି।

  • Sunday, 06 June 2021
facebook
LIVE ଭିଡିଓ କରି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ; ଆଲର୍ଟ କଲା ଫେସ୍‌ବୁକ୍‌, ତା‘ପରେ...

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ କରି ଜଣେ ୩୯ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିବା ବେଳେ ଫେସ୍‌ବୁକ୍‌ରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ଜାଣି ପାରିଥିଲେ। ଏହାପରେ ତୁରନ୍ତ ସେମାନେ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଆଧାରରେ…

  • Sunday, 06 June 2021
kejriwal
ପିଜ୍ଜା ଓ ବର୍ଗରର ହୋମ ଡେଲିଭରୀ ହେଉଛି, ଘରେ ଘରେ ରାସନ କାହିଁକି ନୁହେଁ ?

ନୂଆଦିଲ୍ଲୀ: ଘରେ-ଘରେ ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବା ପରେ କେନ୍ଦ୍ରକୁ ପ୍ରଶ୍ନ କଲେ କେଜ୍ରିୱାଲ ସରକାର । ଯୋଜନା ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ସରିଥିଲା, ହେଲେ ଦୁଇ ଦିନ ପୂର୍ବରୁ କାହିଁକି ରୋକ ଲଗାଗଲା…

  • Sunday, 06 June 2021
dog
ନିଷ୍ଠୁର ମଣିଷର ବର୍ବରକାଣ୍ଡ: କାର୍‌ ଚଢ଼ାଇ ୪ କୁକୁର ଛୁଆଙ୍କୁ ମାରିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଲା ନିଷ୍ଠୁର ମଣିଷର ବର୍ବରକାଣ୍ଡ। କାର୍‌ ଚଢାଇ ୪ଟି କୁକୁର ଛୁଆଙ୍କୁ ମାରିବା ପରେ ଥାନାରେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ୍‌। ଅଟକ ଗାଡ଼ି ଚାଳକଙ୍କ ନାଁ ପ୍ରଫୁଲ୍ଲ ରାଉତ। ଲିଙ୍ଗରାଜ ଥାନା…

  • Sunday, 06 June 2021
gang-rape
ହୃଦୟବିଦାରକ : ଗୋଟିଏ ରାତିରେ ୩ଟି ସ୍ଥାନରେ ୩ ଥର ନାବାଳିକା ସହ ଗଣଦୁଷ୍କର୍ମ

ମୁମ୍ବାଇ : ନାବାଳିକା ସହ ଗଣଦୁଷ୍କର୍ମ । ମୁମ୍ବାଇରେ ପୁଣି ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଛି । ୧୬ ବର୍ଷୀୟ ନାବଳିକା ସହ ଗୋଟିଏ ରାତିରେ ଭିନ୍ନ ଭିନ୍ନ ଜାଗାରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ୭…

  • Sunday, 06 June 2021
news varient
ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ !

ନୂଆଦିଲ୍ଲୀ : ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ…

tara bahinipati
ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାରା ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ ତଥା କୋରାପୁଟ…

  • Sunday, 06 June 2021
odisha
ଗଜପତିରେ ଜୋର ଜବରଦସ୍ତି ପୋଖରୀ ଖୋଳୁଛି ଆନ୍ଧ୍ର

ପୁଣି ଓଡ଼ିଶାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି କୋରାପୁଟ ପରେ ଏବେ ଗଜପତି ଜିଲ୍ଲାରେ ଅନଧିକାର ପ୍ରବେଶ କରିଛି ଆନ୍ଧ୍ର ମନରେଗା ଯୋଜନାରେ ଚାଲିଛି ପୋଖରୀ ଖୋଳା  ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଚାଲିଛି ପୋଖରୀ ଖୋଳା  ପାରଳାଖେମୁଣ୍ଡି: ପୁଣି ଓଡ଼ିଶାରେ ଆନ୍ଧ୍ର…

  • Sunday, 06 June 2021
PDS
ହିତାଧିକାରୀଙ୍କ ଦାନା ଖାଇ ଦେଉଛନ୍ତି ଡ଼ିଲର

କରୋନା ଦାଉ ଏବଂ ଲକଡାଉନ୍‌ ଯୋଗୁଁ ଗରିବ ଖଟିଖିଆଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ବେଳେ ମାଗଣା ରାସନ ସାମଗ୍ରୀରେ ବାଟମାରଣା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଝାଟି ମାଟି, ଚାଳ ଏବଂ ଜରି ଛପର ଘରେ ଚଳୁଥିବା ଟାଙ୍ଗିର ଏହି ଗରିବ ପରିବାର ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

  • Sunday, 06 June 2021
lodha-tribals
କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

ମୟୁରଭଞ୍ଜ: ଲୋଧା ସଂପ୍ରଦାୟର ଆଦିମ ଜନଜାତିଙ୍କ କଥା ଶୁଣିଲେ ଏବେବି ଅନେକ ଡରନ୍ତି। କାରଣ ସେମାନେ ହାତରେ ରହିଥାଏ ମାରଣସ୍ତ୍ର। ହେଲେ ସମୟ ଅନୁଯାୟୀ, ଏମାନଙ୍କ ଜୀବନ ଶୈଳୀ ବଦଳିଛି। କିଛି ଲୋଧା ଜନଜାତି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉପାନ୍ତ…

  • Sunday, 06 June 2021
C CORONA
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

ଲଗାତାର ଦେଶରେ କମୁଛି ସଂକ୍ରମଣ।  ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୯ ହଜାର ୩୩୯ ରହିଛି

  • Sunday, 06 June 2021
cowin
CoWIN ପୋର୍ଟାଲରେ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବନି Captcha

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ ।  ତେବେ…

  • Sunday, 06 June 2021
vaccination
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ୨୨ ଜିଲ୍ଲାକୁ ସଂପ୍ରସାରିତ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି

  • Sunday, 06 June 2021