କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ଚୋରା ମଦ ବେପାରୀ ସକ୍ରିୟ । ସଙ୍କଟ ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଚୋରା ମଦ ବ୍ୟମସାୟୀଙ୍କୁ ଲକଡାଉନ୍ ସୁହାଇଛି । ବେଆଇନ ଭାବରେ…
ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ, ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ
ନୂଆଦିଲ୍ଲୀ : କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହି ଟିକା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଲକ୍ଷଣରେ ୯୦.୪% ପ୍ରଭାବଶାଳୀ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୪୭୧…
ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…
ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ଏକ ବର୍ଷ ପୂରିଲା । ଏବେ ବି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଶାନ୍ତି…
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯…
ନୂଆଦିଲ୍ଲୀ : କରୋନା ଭାଇରସ୍ ଲଗାତାର ରୂପ ପରିବର୍ତ୍ତନ କରୁଛି । ଏବେ କରୋନାର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି, ଯାହାକୁ ଡେଲଟା ପ୍ଲସ୍ ବା AY 1 କୁହାଯାଉଛି । କରୋନାର ‘ଡେଲଟା’ ଭାରିଏଣ୍ଟର ରୂପାନ୍ତରିତ ରୂପ ଡେଲଟା ପ୍ଲସ୍,…
ଭୁବନେଶ୍ୱର: ଆଜି ପବିତ୍ର ଶୀତଳଷଷ୍ଠୀ। ମହାଦେବ ଓ ଦେବୀ ପାର୍ବତୀଙ୍କ ଆଜି ବିବାହ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ସହରର ବିଭିନ୍ନ ଶିବାଳୟରୁ ହନୁମାନ…
କୋଲକାତା : ଆଦିବାସୀ ମହିଳାଙ୍କ ସହ ଅମାନବୀୟ ବ୍ୟବହାର । ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ଉତ୍ତର ପଶ୍ଚିମବଙ୍ଗରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗାଁରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଧି ମାଂସ ବିକ୍ରି ଅଭିଯୋଗ। ଝାରପଡା ରସୁଲଗଡ଼ କେନାଲ ରାସ୍ତାର ଏକ ବସ୍ତିରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ପକ୍ଷରୁ ୫ରୁ ଅଧିକ ଗୋଧି ଉଦ୍ଧାର କରାଯାଇଛି। ଏସବୁ ଗୋଧିର ମାଂସ ବିକ୍ରି…
ପୁତୁରା ହାତରୁ କ୍ଷମତା ଛଡ଼ାଇନେଲେ କକା । ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଗତକାଲି ପୂରା ଦିନ ରାଜନୈତିକ ଡ୍ରାମା ଚାଲିବା ପରେ ଚିରାଗ ପାଶ୍ୱାନ ଲୋକସଭା ସଂସଦୀୟ ଦଳ ନେତା ପଦରୁ ବାହାର ହୋଇଛନ୍ତି । ଏଲଜେପିର ପାଞ୍ଚ…
ଆଗ୍ରା: ରଖେ ହରି ତ ମାରେ କିଏ। ଏ ଉକ୍ତିର ସତ୍ୟତା ପୁଣି ପ୍ରତିପାଦିତ ହୋଇଛି ଉତ୍ତର ପ୍ରଦେଶ ଆଗ୍ରାରେ। ଆଗ୍ରା ନିକଟ ଦରିୟାଇ ଗାଁରେ ଖୋଲା ପଡ଼ିଥିବା ଏକ ୧୦୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି।…
ଭୁବନେଶ୍ୱର: କୁନି ପିଲାଟି ଗୁଲୁଗୁଲିଆ ସ୍ୱରରେ ସମସ୍ତଙ୍କୁ ଜଣାଉଛି ଧନ୍ୟବାଦ। ଥ୍ୟାଙ୍କ୍ ୟୁ ଏଭ୍ରି ଓ୍ୱାନ୍, ଆଇ ଲଭ୍ ୟୁ ବୋଲି ମେଡିକାଲ ବେଡ୍ରେ ବସି କହୁଛି ୩ ବର୍ଷର ଆୟାଂଶ। ସହଯୋଗର ହାତ ବଢାଇ ତା ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ…
ଲାଉ ହେଉଛି ଏପରି ପନିପରିବା ଯାହାକି ଗ୍ରୀଷ୍ମ ଋତୁରେ ଅଧିକ ଖିଆଯାଏ କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ରୋଗ ଦୂର ହୋଇଥାଏ। ଏହା…
ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ଆଦିବାସୀ ସମ୍ପ୍ରଦାୟର ରାଣୀ ମସାଲେନବୋ ମୋଜାଦଜୀଙ୍କ ପାଖରେ ବର୍ଷାକୁ ନିୟନ୍ତ୍ରଣ କରିବାର ଶକ୍ତି ଥିବା ଜଣାଯାଏ। ସେ ୨୦୨୩ ମସିହାରେ ପ୍ରଦେଶର ସପ୍ତମ ରାଣୀ ହେବେ। ବର୍ତ୍ତମାନ ତାଙ୍କୁ ବୟସ୍କ ହୋଇ ନ ଥିବାରୁ…
ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍।
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ…
ସ୍ଥଗିତ ରହିଲା ଓଜେଇଇ ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ ସ୍ଥିତିକୁ ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବି…
ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ନିର୍ଦ୍ଦେଶ ଦିଆଯାଇଛି। ଫାଭିପିରାଭିର ସହ…
ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଏହି ଅଘଟଣ ଘଟିଛି। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ମୃତକଙ୍କ ମଧ୍ୟରେ…
ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ…
ମୁମ୍ବାଇ: ପ୍ରସିଦ୍ଧ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନରେ ଭାଇରାଲ ହୋଇଥିବା ଥ୍ରୋବ୍ୟାକ୍ ଷ୍ଟୋରୀ ଦେଖିବା ପରେ ରାଜ କୁନ୍ଦ୍ରା…
ସୀମା ଆରପଟେ କରୋନା..କରୋନାକୁ ମାତ୍ ଦେଇ ଉଦାହରଣ ସାଜିଲେ ଗ୍ରାମବାସୀ। ବିକାଶ ଠାରୁ ବହୁ ଦୂରରେ କିନ୍ତୁ ସଚେତନତାରେ ଅନେକ ଆଗରେ ଏମାନେ।