• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

PDS
ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ହେଲା

କରୋନା ସଂକ୍ରମଣ ବେଳେ ପିଡିଏସ୍ ସାମଗ୍ରୀ ହରିଲୁଟ ଖବର ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର।

  • Monday, 07 June 2021
hundred-trend
ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

ଭୁବନେଶ୍ୱର: ରାଜ୍ୟରେ ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍। ଆଗ କାଲିମେଳା, ପରେ ମାଲକାନାଗିରି ଆଉ ଆଜି କୋରାପୁଟ ସାଙ୍ଗକୁ ଜୟପୁରରେ ତେଲ ଦର ଶହେକୁ ଛୁଇଁଛି। ଗାଡ଼ିରେ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର ଏ…

  • Monday, 07 June 2021
corona death
ସଂକ୍ରମଣ କମୁଛି ହେଲେ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌

ଦେଶରେ ଦୈନିକ ସଂକ୍ରମଣରେ ବି ଘଟୁଛି ଦ୍ରୁତ ଅବନତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬୧ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କ୍ରମାଗତ ୯ଦିନ ଧରି ସଂକ୍ରମଣ ୨ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି।

  • Monday, 07 June 2021
mango
ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା

ସାଧାରଣ ଭାବରେ ଖରାଦିନରେ ଆମର ଦରଦାମ କମ୍ ରହେ। କାରଣ ଏହି ସମୟରେ ଆମ୍ବର ଉତ୍ପାଦନ ଅଧିର ରହେ। କିନ୍ତୁ ଯେତେବେଳେ ଶୁଣାଯାଏ କି ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା? ସେତେବେଳେ ହୁଏତ ଏପରି ଖବରକୁ ଆପଣ ବିଶ୍ୱାସ କରିପାରିବେ ନାହିଁ।

  • Monday, 07 June 2021
1
ଅଫିସ୍ କାର୍ଯ୍ୟ ହେତୁ ଚାପରେ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଅଫିସ୍ କାର୍ଯ୍ୟ ହେତୁ ଚାପ ଏବଂ ଚିନ୍ତା ବଢିବା ସ୍ୱାଭାବିକ। କିନ୍ତୁ କରୋନା କାରଣରୁ ଯେବେଠାରୁ ଘର ଅଫିସ୍ କାମ ଚାଲିଛି ଲୋକଙ୍କ ଉପରେ ଚାପ ଅଧିକ ପଡୁଥିବା ଦେଖାଯାଉଛି। ବାସ୍ତବରେ, ଘର ପରିବେଶରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକର ମୁକାବିଲା…

  • Monday, 07 June 2021
ଅଜବ ବେମାରୀ : ଆଜିଯାଏ ଖୋଲୁନି ରହସ୍ୟ

୨୦୧୯ ମସିହାରେ ଚାଇନାର ବୁହାନରୁ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଅନେକ କଥା ସ୍ପଷ୍ଟ ହୋଇ ନାହିଁ। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ରହସ୍ୟମୟ ଭାଇରସ୍ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି। କରୋନା ବିଷୟରେ…

  • Monday, 07 June 2021
modi
ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି।

modi
ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…

Modi
ଟିକା ନଥିଲେ, କଣ ଅବସ୍ଥା ହୋଇଥାନ୍ତା! : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ…

WB
ରାଜ୍ୟପାଳ ଓ ସାଂସଦ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ…

  • Monday, 07 June 2021
sanjay das burma
ବଢୁଛି ତୈଳ ଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡ଼ି

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

mal
ମାଳଦ୍ୱୀପ ସମେତ ଏହି ୫ ଦ୍ୱୀପ ଖୁବଶୀଘ୍ର ସମୁଦ୍ରରେ ମିଶିଯିବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରାନୁ ନେଇ ଚେତାବନୀ ଦିଆଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧିପାଇବ। ଏହା ଦ୍ୱାରା ସମୁଦ୍ରରେ ନିର୍ମିତ ଦ୍ୱୀପ ସମେତ ସମୁଦ୍ର କୂଳରେ…

  • Monday, 07 June 2021
Doctor
ମହାନତା ଦେଖାଇଲେ ଡାକ୍ତର, ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି

  • Monday, 07 June 2021
Mother
୫ ପୁଅ ଜନ୍ମ କରିଥିଲା, ହେଲେ ଏବେ ଭୋକ ଉପାସରେ କଟୁଛି ଦିନ

ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା  ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ...ମୋଟ୍‌ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା

  • Monday, 07 June 2021
C CORONA
ଦେଶରେ କମୁଛି କରୋନା ସଂକ୍ରମଣ: ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ।  ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି…

dustbin
ରେଳ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ

ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେଇ ଦିଲ୍ଲୀ ସରକାର ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନା ଅନୁସାରେ ଡଷ୍ଟବିନ୍ ୭୬ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ…

  • Monday, 07 June 2021
2
ଜଳପରୀ ସାଜିଲେ, ମାଛମାନଙ୍କ ସହ ପହଁରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅନେକ ସେଲିବ୍ରିଟି ଲୋକଙ୍କୁ ମଜବୁତ ଏବଂ ନିରାପଦ ରହିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରେଟମାନେ ପ୍ରଶଂସକମାନଙ୍କୁ ନିଜ ଅଭିନନ୍ଦନ ଜଣାଇଥିଲେ। ଅଭିନେତ୍ରୀ…

  • Monday, 07 June 2021
CP
ସଟ୍‌ଡାଉନ୍‌ରେ ରାଜଧାନୀରେ ମାତିଛନ୍ତି ମଦ୍ୟପ, ଡ୍ୟୁଟି ସାରି ଫେରୁଥିବା ବେଳେ OTV ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଗୁଣ୍ଡାରାଜ। ସଟ୍‌ଡାଉନ୍‌ରେ ବି ମାତିଛନ୍ତି ମଦ୍ୟପ। ରାତିରେ ଡ୍ୟୁଟି ସାରି ଫେରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏଭଳି ମଦ୍ୟପଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ନିତେଶ ସାହୁ।…

  • Monday, 07 June 2021