ପ୍ରଦୀପ ମାଝୀଙ୍କ ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପ୍ରଦୀପଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ଜିଲ୍ଲାପାଳ, ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି, ନିଜ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲେ ବୋଲି କହିଛନ୍ତି ଜିଲ୍ଲାପାଳ କାର୍ଯ୍ୟାଳୟରେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଗ୍ରାଫ ଏବେ ତଳମୁହାଁ ରହିଛି। ଦୀର୍ଘ ୩ ମାସ ପରେ ଏବେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ୪୦ ହଜାର ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ…
ସାଉଥହମ୍ପଟନ: ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଇଂଲଣ୍ଡର ସାଉଥହମ୍ପଟନ୍ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖରାପ ପାଗ ଯୋଗୁଁ ମ୍ୟାଚର ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିବା ବେଳେ ଏହାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ…
ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋର ବେହେରା ଢାବା। ଆଉ କଟକ ଗୋପାଳପୁରର ବିଜୟ ଢାବା ସହରରେ ପ୍ରାୟତଃ ପରିଚିତ।ପୂର୍ବରୁ ହରଦମ ଗହଳି ଲାଗୁଥିବା ଦ୍ୱୈତନଗରୀର ଏ ଢାବା ଦୁଇଟି ଏବେ ଖାଁ ଖାଁ। ତନ୍ଦୁରୀ, ମଟନ ଓ ମୁଡ଼ିଘାଣ୍ଟ ପାଇଁ ବେଶ୍ ନାଁ…
ନୂଆଦିଲ୍ଲୀ: ସବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି କରିଛି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ୧୦ମ, ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ ଏବଂ ପ୍ରାକ୍ଟିକାଲରେ…
ସୁବର୍ଣ୍ଣପୁର: ହସ୍ତସନ୍ତ କାରିଗର ରାଜେଶ ମେହର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି। ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି…
ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ଇଣ୍ଟରନାଶନାଲ ମାର୍କେଟରେ ଅଶୋଧିତ ତୈଳ…
ରାୟପୁର: ଛତିଶଗଡ଼ର ଗ୍ରାମାଞ୍ଚଳକୁ ଘାରିଛି ଗୋବର ଚୋର ଆତଙ୍କ। ଟଙ୍କା, ସୁନା ଗହଣା କି ଅନ୍ୟ କୌଣସି ଦାମୀ ସାମଗ୍ରୀ ନୁହେଁ। ଏଇ ଗାଁରୁ ଚୋରି ହୋଇଯାଇଛି ଗୋବର। ରାତିକ ଭିତରେ ଚୋର ଲୁଟି ନେଇଛି ୮ କୁଇଣ୍ଟାଲ ଗୋବର। ଏଭଳି…
ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବଗଦା କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ। ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ଗାଁ ଲୋକ ସକାଳୁ…
ରାଉଲକେଲା: ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା। ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି। ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି…
ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟ କମୁନି। ଗତକାଲି ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।…
ମୁମ୍ବାଇ: ଦେଶରେ ଏବେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ।…
ପ୍ରେମ ପାଇଁ ଓଡ଼ିଶା ଚାଲିଆସିଲେ ୟୁପିର ଯୁବତୀ। ପୋଲିସ୍ ଆଗରେ ରୋକଠୋକ୍ କହିଲେ- ମୁଁ ବିବାହ କରିଛି, ଆଉ ଏଠାରେ ହିଁ ରହିବି। ଦୟାକରି ହଇରାଣ କରନି #Odisha
ଜୁନ୍ ୨୧ ବର୍ଷର ସବୁଠାରୁ ଲମ୍ବା ଦିନ। ଆପଣ ଜାଣିଛନ୍ତି କି ଏହି ଦିନ ଦିଲ୍ଲୀ କିମ୍ବା ଉତ୍ତର ଭାରତରେ କିପରି ରହେ ଦିନ ରାତି? ସାଧାରଣତଃ ଦିନ- ରାତି ସମାନ ୧୨-୧୨ ଘଣ୍ଟା ହୋଇଥାଏ। କିନ୍ତୁ ଡିସେମ୍ବର୨୧ ପରେ, ରାତି…
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଁର ଉମାକାନ୍ତ ନାୟକ। କୋଭିଡ୍ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜ୍ୟ ବାହାରେ ଚିକିତ୍ସାର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା…
ଭୁବନେଶ୍ୱର : କରୋନାର କରାଳ କାୟା ସମସ୍ତଙ୍କୁ ଯନ୍ତ୍ରଣା ଦେଇ ଚାଲିଛି। ଏହାରି ଭିତରେ ଗଲାଣି ଅନେକ ଜୀବନ। କୋଉଠି ବାପା-ମାଙ୍କୁ ହରେଇ ଛୁଆ ଅନାଥ ହେଲାଣି ତ କୋଉଠି ପୁଅର ମୃତ୍ୟୁକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି।…
ନୂଆଦିଲ୍ଲୀ: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛନ୍ତି। ପୂର୍ବରୁ ଦୂତୀଙ୍କ…
ଭୁବନେଶ୍ୱର: ତେଜିଲା ଟିକା ରାଜନୀତି। ମୁହାଁମୁହିଁ ହେଲେ ବିଜେପି-ବିଜେଡି। ତେବେ ଏଥର ଟିକା ଅଭାବକୁ ନେଇ ବରଂ ନୁହେଁ ଫଟୋ ପାଇଁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିବା ପରେ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ପ୍ରଧାନମନ୍ତ୍ରୀଙ୍କର…
ନୂଆଦିଲ୍ଲୀ : ଜଣେ ୧୧ ବର୍ଷର ବାଳକ ଚାଇନାର ସବୁଠାରୁ କନିଷ୍ଠ ଯୋଗ ଶିକ୍ଷକ। ଯୋଗ ଶିକ୍ଷା ଦେଇ ସେ ପ୍ରତି ମାସରେ ୧୬,୦୦୦ ଡଲାର (୧୦.୯୦ ଲକ୍ଷ ଟଙ୍କା) ରୋଜଗାର କରିପାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କର ଯୋଗ ଶିକ୍ଷା ହେତୁ…
ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧କୁ ସମଗ୍ର ବିଶ୍ୱ ଯୋଗ ଦିବସ ଭାବେ ପାଳନ କରୁଛି। ବଲିଉଡରେ ମଧ୍ୟ ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଏବଂ ଏହାକୁ ବହୁ ଗୁରୁତ୍ୱ ଦେବା ପାଇଁ ପ୍ରତିଦିନ…
କଟକ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଏବେବି ଯାଇନି। ଏନେଇ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ କଟକଣା ଜାରିକରିଛନ୍ତି। ଏପରିକି ଶୁଦ୍ଧ କ୍ରିୟା ଓ ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ନେଇ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି…
ମୁମ୍ବାଇ: ନବେ ଦଶକରେ ବଡ ପରଦାରେ ରାଜ କରୁଥିବା ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅଭିନୟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ କମେଡି, ଟ୍ରାଜେଡି ହେଉ କିମ୍ବା ରୋମାନ୍ସ ହେଉ, କରିସ୍ମା କପୁର ପ୍ରତ୍ୟେକ ସ୍ୱାଦର ଚଳଚ୍ଚିତ୍ର କରିଥିଲେ ଏବଂ ଦର୍ଶକଙ୍କ…
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କିଛି ରାଜନୈତିକ ଦଳ ଏଣୁତେଣୁ ପ୍ରଶ୍ନ କରି ସମସ୍ୟା ସୃଷ୍ଟି କରୁଛନ୍ତି। ଆଜି କିଛି ଏଭଳି କହି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି…
କର୍ତ୍ତବ୍ୟ ଆଗ ଜୀବନ ପଛ । ନଦୀର ସ୍ରୋତରେ ବୁଡ଼ି ଯାଉଥିଲେ ଯୁବକ, ନିଜ ଜୀବନକୁ ଖାତିର ନକରି ନଦୀକୁ ଡେଇଁପଡ଼ିଥିଲେ ସାହସୀ ସବ୍-ଇନିସପେକ୍ଟର । ପିଲାବେଳେ ପହଁରା ଶିଖିଥିଲେ ସୁଦ୍ଧା ବଡ଼ ହେବା ପରେ ଅଭ୍ୟାସ ଛାଡ଼ି ଯାଇଥିଲା ।…
ଚଳିତ ବର୍ଷ ପୁରୀରେ ରଥଯାତ୍ରାର ଆଚରଣ ସମ୍ପର୍କରେ ସ୍ପେସିଆଲ ରିଲିଫ୍ କମିଶନରଙ୍କ ଘୋଷଣା ସାରା ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଖୁସିର ଖବର। କୋଭିଡ୍-୧୯ର ଦ୍ୱିତୀୟ ଲହର ସାରା ଦେଶରେ ଦୁଃଖ ଏବଂ ଯନ୍ତ୍ରଣା ବ୍ୟାପିଛି। କୋଭିଡ୍-୧୯ ଧୀରେ ଧୀରେ ହ୍ରାସ ପାଇବା…