• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

konark-temple
ଜୁନ୍ ୧୬ରୁ ଖୋଲିବ ରାଜ୍ୟର ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଜୁନ୍ ୧୬ ତାରିଖରୁ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ASI ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଖୋଲିଲେ ମଧ୍ୟ ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି…

  • Monday, 14 June 2021
aravind
୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆପ୍ : ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଆସନ୍ତାବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆମ୍ ଆଦମି ପାର୍ଟି । ସୋମବାର ଦିନ ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଆସନରେ ଦଳର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା…

  • Monday, 14 June 2021
ashok panda
ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା

ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର। ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ମିଳିବ। ସରକାରୀ ଅଧିକାରୀ ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ବୋଲି ସୂଚନା ମିଳିଛି।

  • Monday, 14 June 2021
susanta
କେମିତି ସୁଶାନ୍ତଙ୍କର ହୋଇଥିଲା ମୃତ୍ୟୁ?

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରିଛି ୧ ବର୍ଷ। ବର୍ଷେ ତଳେ ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଯାଇଥିଲେ ସୁଶାନ୍ତ

  • Monday, 14 June 2021
chirag p
ନାରାଜ କକାଙ୍କୁ ମନେଇବା ପାଇଁ ପହଞ୍ଚିଲେ ଚିରାଗ

ପାଟନା : ଉଠୁଛି ପଡ଼ୁଛି ବିହାର ରାଜନୀତି । ନାରାଜ କକା ପଶୁପତି ପାରସଙ୍କୁ ମନେଇବା ପାଇଁ ଚିରାଗ ପାଶ୍ୱାନ ତାଙ୍କ ଘରେ ପହଞ୍ଚିଛନ୍ତି । ହେଲେ ପୁତୁରା ପହଞ୍ଚିଲା ପରେ ତୁରନ୍ତ ଦରଜା ଖୋଲି ନଥଲେ କକା  । ଚିରାଗ…

  • Monday, 14 June 2021
cbk-mohanty.JPG-1111
‘ରାଜ୍ୟରେ କମୁଛି ସଂକ୍ରମଣ ହାର ! ତଥାପି ସଚେତନ ରହିବାକୁ ହେବ, ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର…

Untitled-1
ଚିନ୍ତା ବଢଉଛି ମୃତ୍ୟୁ ସଂଖ୍ୟା; ଦିନକରେ ଆଖି ବୁଜିଲେ ୩,୯୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା କ୍ରମାଗତ ଭାବେ କମି କମି ଆସୁଛି। ହେଲେ ମୃତକଙ୍କ ସଂଖ୍ୟା ଚିନ୍ତାର ବିଷୟ ହୋଇଛି। ଏପରିକି ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟାରେ ଯେମିତି ବ୍ରେକ ଲାଗିପାରୁନି। …

Pantha niwas
ଠିକଣା ଖୋଜୁଛି ପାନ୍ଥଶାଳା

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ…

  • Monday, 14 June 2021
ବ୍ରେକିଂ ନ୍ୟୁଜ୍‌ ଜୁନ୍‌ ୧୪

ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ…

  • Monday, 14 June 2021
bolangir
ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀଙ୍କ ପଦଯାତ୍ରା

ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ…

collage (9)
ଦେଢ଼ ମାସର ସାନ ଭାଇ ପାଇଁ ମାଆ ସାଜିଛି ୭ ବର୍ଷର କୁନି କ୍ରିଷ୍ଣା

ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ…

  • Monday, 14 June 2021
israel
ଇସ୍ରାଏଲରେ ନେତାନ୍ୟାହୁଙ୍କ ଯୁଗ ଶେଷ : ନାଫତାଲି ବେନେଟ୍ ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି…

  • Monday, 14 June 2021
china corona
ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…

raja
କରୋନା ଯୋଗୁଁ ଫିକା ପଡ଼ିଛି ରଜ ମଉଜ

ଭୁବନେଶ୍ୱର : ଆଜି ପହିଲି ରଜ । ଓଡିଆ ପରିବାରର ବଡ଼ ପର୍ବ । ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା । କେଉଁଠି ବି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି । କୋଭିଡ କଟକଣା…

coronavirus
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…

delta
ଟେନସନ୍ ବଢ଼ାଇଲା କରୋନାର ଡେଲଟା ଭାରିଏଣ୍ଟ୍ : ଅନେକ ଦେଶକୁ ଫେରିଲା ଲକଡାଉନ କଟକଣା

ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ପାଇଁ ସାରା ବିଶ୍ୱରେ ଆତଙ୍କ । କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ସ୍ୱରୂପ ଡେଲଟା ଭାରିଏଣ୍ଟ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନୂଆ ଭାରିଏଣ୍ଟ ଭୟରେ ଅନେକ ଦେଶରେ ଲଗାଯାଇଥିବା…

mumbai rain
ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା…

narendra modi
ଜି-୭ ବୈଠକରେ ମୋଦିଙ୍କ ଆହ୍ୱାନ ୱାନ୍‌ ଅର୍ଥ-ୱାନ୍‌ ହେଲ୍‌ଥ

ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…

sushant-singh-rajput
ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା, ଏବେ ବି ଲୋକଙ୍କ ମନରେ ସନ୍ଦେହ ? ଜାଣନ୍ତୁ ପୁରା ଘଟଣା..

କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…

rape-4
୭ ବର୍ଷର କୁନି ଝିଅ ସହ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ନାଗପୁର : ଲଜ୍ଜ୍‌! କୁନି ଝିଅ ସହ ଦୁଷ୍କର୍ମ । ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । କଟୋଲ ତହସିଲର ଏକ ଗାଁରେ ୭ ବର୍ଷର କୁନି ଝିଅକୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ କରିଛି ୨୫…

  • Monday, 14 June 2021
sushant parlament
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

chirag
ଚିରାଗ ପାଶ୍ୱାନଙ୍କ ବିରୋଧରେ LJPରେ ବିଦ୍ରୋହ : ଜେଡିୟୁରେ ସାମିଲ ହୋଇପାରନ୍ତି ପାଞ୍ଚ ସାଂସଦ

ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି…

  • Monday, 14 June 2021
corona-death
ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ?

ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…

  • Sunday, 13 June 2021
School-Unlock
କେବେ ସ୍ୱାଭାବିକ ହେବ ଅଫଲାଇନ୍‌ ପାଠ ପଢ଼ା?

ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?

  • Sunday, 13 June 2021