• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

delta
ଟେନସନ୍ ବଢ଼ାଇଲା କରୋନାର ଡେଲଟା ଭାରିଏଣ୍ଟ୍ : ଅନେକ ଦେଶକୁ ଫେରିଲା ଲକଡାଉନ କଟକଣା

ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ପାଇଁ ସାରା ବିଶ୍ୱରେ ଆତଙ୍କ । କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ସ୍ୱରୂପ ଡେଲଟା ଭାରିଏଣ୍ଟ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନୂଆ ଭାରିଏଣ୍ଟ ଭୟରେ ଅନେକ ଦେଶରେ ଲଗାଯାଇଥିବା…

mumbai rain
ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା…

narendra modi
ଜି-୭ ବୈଠକରେ ମୋଦିଙ୍କ ଆହ୍ୱାନ ୱାନ୍‌ ଅର୍ଥ-ୱାନ୍‌ ହେଲ୍‌ଥ

ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…

sushant-singh-rajput
ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା, ଏବେ ବି ଲୋକଙ୍କ ମନରେ ସନ୍ଦେହ ? ଜାଣନ୍ତୁ ପୁରା ଘଟଣା..

କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…

rape-4
୭ ବର୍ଷର କୁନି ଝିଅ ସହ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ନାଗପୁର : ଲଜ୍ଜ୍‌! କୁନି ଝିଅ ସହ ଦୁଷ୍କର୍ମ । ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । କଟୋଲ ତହସିଲର ଏକ ଗାଁରେ ୭ ବର୍ଷର କୁନି ଝିଅକୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ କରିଛି ୨୫…

  • Monday, 14 June 2021
sushant parlament
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

chirag
ଚିରାଗ ପାଶ୍ୱାନଙ୍କ ବିରୋଧରେ LJPରେ ବିଦ୍ରୋହ : ଜେଡିୟୁରେ ସାମିଲ ହୋଇପାରନ୍ତି ପାଞ୍ଚ ସାଂସଦ

ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି…

  • Monday, 14 June 2021
corona-death
ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ?

ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…

  • Sunday, 13 June 2021
School-Unlock
କେବେ ସ୍ୱାଭାବିକ ହେବ ଅଫଲାଇନ୍‌ ପାଠ ପଢ଼ା?

ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?

  • Sunday, 13 June 2021
Chumbak-Men
ଦେହକୁ ଚୁମ୍ବକ କରୁଛି କି କରୋନା ଟିକା?

କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

  • Sunday, 13 June 2021
Vaccine-Village
ଟିକା ଟେନ୍‌ସନ୍‌: ଅନେକ ଗାଁ ଲୋକେ ସିଧା ସିଧା ମନା କରୁଛନ୍ତି, ଆମେ ଟିକା ନେବୁ ନାହିଁ

କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ

raja
ରଜ ପାଇଁ ସଜବାଜ: ରାଜଧାନୀରେ ଘରେ ଘରେ ପହଞ୍ଚିବ ପିଠା !

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…

unlocke
କାଲିଠୁ ଦିଲ୍ଲୀରେ ଖୋଲିବ ମାର୍କେଟ୍, ମଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା…

  • Sunday, 13 June 2021
Akash
ଖୁସି ବାଣ୍ଟିଲେ ଖୁସି ବଢେ: ଆକାଶ

ଖୁସି ବାଣ୍ଟିଲେ ଖୁସି ବଢେ। ଏକଥା କହିଛନ୍ତି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। ସୋନୁସୁଦ, ସବ୍ୟସାଚୀ ଏବଂ ଶ୍ରିତମଙ୍କ କରୋନା ସମୟରେ ଅସହାୟଙ୍କୁ କରୁଥିବା ସେବା ସମ୍ପର୍କରେ ଜନସାଧାରଣ ଜାଣିଛନ୍ତି। ଆଉ ଅଭିନେତା ଆକାଶ ମଧ୍ୟ ଏଥିରୁ ପଛରେ ନାହାନ୍ତି

  • Sunday, 13 June 2021
1
କରୋନା ଚାପରୁ ମୁକ୍ତି ପାଇଁ ଅଜବ ପ୍ରୟାସ : ବର୍ଷେ ହେଲା ଡେଉଁଛନ୍ତି ପାଣିକୁ

ନୂଆଦିଲ୍ଲୀ :  କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ…

  • Sunday, 13 June 2021
rahul
କେନ୍ଦ୍ର ସରକାରଙ୍କ ସବୁଠୁ କାମିକିଆ ମନ୍ତ୍ରଣାଳୟର ନାମ କଣ: ରାହୁଲ ଗାନ୍ଧୀ

କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି।

  • Sunday, 13 June 2021
4
ମନୁଷ୍ୟ ଓ ପ୍ରକୃତିର ନିଆରା ସଂପର୍କ ଗଣପର୍ବ ରଜ

“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଏହା ଯେ କେବଳ ଏକ ଗୀତ ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ…

1
ପୁରୁଷ ପାଇଁ କଞ୍ଚା ରସୁଣ କେତେ ଉପକାରୀ?

ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର…

  • Sunday, 13 June 2021
car
ମୁମ୍ବାଇଲେ ପ୍ରବଳ ବର୍ଷା: ଚାହୁଁ ଚାହୁଁ ଗାତରେ ବୁଡ଼ିଗଲା କାର୍‌

ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍‌ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି

  • Sunday, 13 June 2021
magnet
ଟିକା ନେବା ପରେ ଚୁମ୍ବକୀୟ ଶକ୍ତି ବୃଦ୍ଧିକୁ ନେଇ କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଦେହରେ ଲାଗି ଯାଉଛି ଚାମଚ, କଣ୍ଟା ଇତ୍ୟାଦି ଲୁହା ତିଆରି ସାମଗ୍ରୀ। ଦେହରେ ଚୁମ୍ବକ ଥିବା ପରେ ସେହି ସବୁ ସାମଗ୍ରୀ ପୁରା ଲାଖି ଯାଉଥିବାର ଅନେକ ଲୋକେ ଦାବି କରିଛନ୍ତି। ଏହାର ଭିଜୁଆଲ୍ ବି ଭାଇରାଲ ହେଉଛି। ରାଜ୍ୟର…

  • Sunday, 13 June 2021
berhampur
ଚିକିତ୍ସା ପାଇଁ ଟଙ୍କା ନାହିଁ, ସାହାଯ୍ୟ ଅପେକ୍ଷାରେ ପୂରା ପରିବାର

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକରେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ କର୍ସିଙ୍ଗ ଅଭିମୁଖେ ଚାଲିଯାଇଥିଲା।

  • Sunday, 13 June 2021
Kubhakara
ତାଲାବନ୍ଦ, ବିକ୍ରି ହୋଇପାରୁନାହିଁ କୁମ୍ଭକାରର ସାମଗ୍ରୀ....ଏବେ ପରିବାର ଚଳିବ କେମିତି?

କରୋନା ପାଇଁ ତାଲା ବନ୍ଦର ସିଧା ପ୍ରଭାବ ପଡିଛି କୁମ୍ଭକାର ଏବଂ ଟେରାକୋଟା କାରିଗରଙ୍କ ପରିବାର ଉପରେ। ଲକଡାଉନ୍‌ ଛଡାଇ ନେଇଛି କୁମ୍ଭକାରଙ୍କ ଜୀବିକା। ବିକ୍ରିବଟା ଅଭାବରୁ ଏବେ ସଙ୍କଟରେ ପଡିଛନ୍ତି ରାୟଗଡା ଜିଲ୍ଲାର କୁମ୍ଭକାର ପରିବାର।

  • Sunday, 13 June 2021
niroj
ଦେଶରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ସଂପର୍କରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମୃତ୍ୟୁ ସଂଖ୍ୟାର ପୁଣି ଅଡ଼ିଟ କରାଯାଉଛି। ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କୋଭିଡ୍ ରୋଗୀଙ୍କ ମୃତ୍ଯୁକୁ ଆଉଥରେ ଅଡିଟ୍ କରାଯାଉଛି। ଏଥିପାଇଁ…

  • Sunday, 13 June 2021
Untitled-1
ଜି-୭ କ’ଣ? ଏଥିରେ ଭାରତ ଓ ଅଷ୍ଟ୍ରେଲିଆ କାହିଁକି ସାମିଲ ନାହାନ୍ତି?

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଲକ୍ଷ ରହିଛି କରୋନା ଭାଇରସ୍‌ରୁ କିପରି ମୁକ୍ତି କାରିବା। ଏହା ସହିତ ପର୍ଯ୍ୟାବରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦୁନିଆର ପ୍ରାୟ ଦେଶର ନଜର ଏହା ଉପରେ। ଏହି…

  • Sunday, 13 June 2021