• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

lightening-death
ବଜ୍ରପାତରେ ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଏହି ଅଘଟଣ ଘଟିଛି। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ମୃତକଙ୍କ ମଧ୍ୟରେ…

  • Monday, 14 June 2021
Heaven Hills
ଏଇଠି ରହିଛି ସ୍ୱର୍ଗକୁ ବାଟ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ…

  • Monday, 14 June 2021
1
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାର କାରଣ ଖୋଲିଲେ ରାଜ୍‌ କୁନ୍ଦ୍ରା

ମୁମ୍ବାଇ: ପ୍ରସିଦ୍ଧ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନରେ ଭାଇରାଲ ହୋଇଥିବା ଥ୍ରୋବ୍ୟାକ୍ ଷ୍ଟୋରୀ ଦେଖିବା ପରେ ରାଜ କୁନ୍ଦ୍ରା…

  • Monday, 14 June 2021
Corona-Village-free
ହଳଦି ପାଣି ଆଉ ତୁଣ୍ଡି-ଦୁଇଟି ଅସ୍ତ୍ର ଧରି କରୋନାକୁ ମାତ୍ ଦେଲେ ଗ୍ରାମବାସୀ

ସୀମା ଆରପଟେ କରୋନା..କରୋନାକୁ ମାତ୍‌ ଦେଇ ଉଦାହରଣ ସାଜିଲେ ଗ୍ରାମବାସୀ। ବିକାଶ ଠାରୁ ବହୁ ଦୂରରେ କିନ୍ତୁ ସଚେତନତାରେ ଅନେକ  ଆଗରେ ଏମାନେ।

  • Monday, 14 June 2021
2
‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ନୂଆଦିଲ୍ଲୀ : ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସଙ୍କ ମୋଷ୍ଟ ଅପଡେଟ୍ ସିନେମା ‘ଆଦିପୁରୁଷ’କୁ ନେ‍ଇ ବର୍ତ୍ତମାନ ତାଜା ଖବର ସାମ୍ନାକୁ ଆସିଛି। ଓମ୍‌ ରାଓତଙ୍କ ନିର୍ଦ୍ଦେଶିତ ଏହି ସିନେମା ବିଏଫ୍‌ଏକ୍ସ(VFX) ମାମଲାରେ  ‘ବାହୁବଲୀ-୨ : ଦ କନ୍ଲୁଜନ୍’ର ରେକର୍ଡ ଭାଙ୍ଗିଛି। ପ୍ରଭାସ କିଛି…

ils
ଭାଇରସ୍‌ର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି: ଆଇଏଲ୍‌ଏସ୍

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ କିନ୍ତୁ ତୃତୀୟ ଲହର ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି…

  • Monday, 14 June 2021
2
ଚାଲିଗଲେ ବିଶ୍ୱର ବଡ଼ ପରିବାରର ମୁଖିଆ

ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶ୍ୱର ବଡ଼ ପରିବାରର ମୁଖିଆ ଜିଓନା ଚାନା। ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଜୋରାମର ଜିଓନା ଚାନା ତାଙ୍କର ୩୮ ପତ୍ନୀ ଓ ୮୯ ସନ୍ତାନଙ୍କୁ ନେଇ ଶହେ କୋଠରୀ ବିଶିଷ୍ଟ ୪…

  • Monday, 14 June 2021
Hyedrabad
ସୋସିଆଲ ମିଡ଼ିଆରେ ଆଦାୟ ହେଲା ୧୬ କୋଟି: ବଂଚିଗଲା ୩ ବର୍ଷ ବାଳକର ଜୀବନ

ହାଇଦ୍ରାବାଦ୍‌: ସୋସିଆଲ ମିଡ଼ିଆ ଜରିଆରେ ପୁଣି ଜଣଙ୍କ ଜୀବନ ବଂଚିଯାଇଛି। ଏହି ଘଟଣା ଆପଣ ବିଶ୍ୱାସ କରିପାରୁନଥିବେ ହେଲେ କିନ୍ତୁ ଏହା ପୂରା ସତ। ସୂଚନା ଅନୁସାରେ,  କେବଳ ସୋସିଆଲ ମିଡ଼ିଆ ଜରିଆରେ ହିଁ ମିଳିଗଲା ବିଶ୍ୱର ସବୁଠାରୁ ଦାମୀ ଔଷଧ।…

  • Monday, 14 June 2021
biden
ଚୀନ୍‌କୁ ଝଟକା ଦେବ ବାଇଡେନ୍‌ଙ୍କ BBB ପ୍ଲାନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ଲାବାଲ ଇନ୍‌ଫ୍ରାଷ୍ଟକ୍‌ଚର ପ୍ରୋଜେକ୍ଟ  ’ବିଲ୍‌ଡ ବେକ୍‌ ବେଟର’ ପ୍ଲାନ୍‌ର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ  ଚୀନ୍‌ର ବେଲ୍‌ଟ ଆଣ୍ଡ ରୋଡ ପ୍ରୋଜେକ୍ଟରକୁ କାଉଣ୍ଟର କରିବା ପାଇଁ ବୋଲି କୁହାଯାଉଛି। ଭାରତ…

  • Monday, 14 June 2021
accident
ବାଇକ ଦୁର୍ଘଟଣାରେ ପୁତୁରା ମୃତ, କକା ଆହତ

ବଲାଙ୍ଗୀର( ଅନ୍ତିମ ପାଣିଗ୍ରାହୀ) : ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ । ଭାରସାମ୍ୟ ହରାଇ ଶାଗୁଆନ ଗଛରେ ପିଟି ହେଲା ବାଇକ୍ । ଫଳରେ ନାବାଳକ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇ ହୋଇଥିବା ବେଳେ ଓ ତାଙ୍କ କକା…

  • Monday, 14 June 2021
konark-temple
ଜୁନ୍ ୧୬ରୁ ଖୋଲିବ ରାଜ୍ୟର ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଜୁନ୍ ୧୬ ତାରିଖରୁ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ASI ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଖୋଲିଲେ ମଧ୍ୟ ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି…

  • Monday, 14 June 2021
aravind
୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆପ୍ : ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଆସନ୍ତାବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆମ୍ ଆଦମି ପାର୍ଟି । ସୋମବାର ଦିନ ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଆସନରେ ଦଳର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା…

  • Monday, 14 June 2021
ashok panda
ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା

ମଧୁବାବୁ ପେନସନ୍‌ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର। ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ମିଳିବ। ସରକାରୀ ଅଧିକାରୀ ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ବୋଲି ସୂଚନା ମିଳିଛି।

  • Monday, 14 June 2021
susanta
କେମିତି ସୁଶାନ୍ତଙ୍କର ହୋଇଥିଲା ମୃତ୍ୟୁ?

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରିଛି ୧ ବର୍ଷ। ବର୍ଷେ ତଳେ ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଯାଇଥିଲେ ସୁଶାନ୍ତ

  • Monday, 14 June 2021
chirag p
ନାରାଜ କକାଙ୍କୁ ମନେଇବା ପାଇଁ ପହଞ୍ଚିଲେ ଚିରାଗ

ପାଟନା : ଉଠୁଛି ପଡ଼ୁଛି ବିହାର ରାଜନୀତି । ନାରାଜ କକା ପଶୁପତି ପାରସଙ୍କୁ ମନେଇବା ପାଇଁ ଚିରାଗ ପାଶ୍ୱାନ ତାଙ୍କ ଘରେ ପହଞ୍ଚିଛନ୍ତି । ହେଲେ ପୁତୁରା ପହଞ୍ଚିଲା ପରେ ତୁରନ୍ତ ଦରଜା ଖୋଲି ନଥଲେ କକା  । ଚିରାଗ…

  • Monday, 14 June 2021
cbk-mohanty.JPG-1111
‘ରାଜ୍ୟରେ କମୁଛି ସଂକ୍ରମଣ ହାର ! ତଥାପି ସଚେତନ ରହିବାକୁ ହେବ, ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର…

Untitled-1
ଚିନ୍ତା ବଢଉଛି ମୃତ୍ୟୁ ସଂଖ୍ୟା; ଦିନକରେ ଆଖି ବୁଜିଲେ ୩,୯୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା କ୍ରମାଗତ ଭାବେ କମି କମି ଆସୁଛି। ହେଲେ ମୃତକଙ୍କ ସଂଖ୍ୟା ଚିନ୍ତାର ବିଷୟ ହୋଇଛି। ଏପରିକି ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟାରେ ଯେମିତି ବ୍ରେକ ଲାଗିପାରୁନି। …

Pantha niwas
ଠିକଣା ଖୋଜୁଛି ପାନ୍ଥଶାଳା

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ…

  • Monday, 14 June 2021
ବ୍ରେକିଂ ନ୍ୟୁଜ୍‌ ଜୁନ୍‌ ୧୪

ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ…

  • Monday, 14 June 2021
bolangir
ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀଙ୍କ ପଦଯାତ୍ରା

ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ…

collage (9)
ଦେଢ଼ ମାସର ସାନ ଭାଇ ପାଇଁ ମାଆ ସାଜିଛି ୭ ବର୍ଷର କୁନି କ୍ରିଷ୍ଣା

ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ…

  • Monday, 14 June 2021
israel
ଇସ୍ରାଏଲରେ ନେତାନ୍ୟାହୁଙ୍କ ଯୁଗ ଶେଷ : ନାଫତାଲି ବେନେଟ୍ ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି…

  • Monday, 14 June 2021
china corona
ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…

raja
କରୋନା ଯୋଗୁଁ ଫିକା ପଡ଼ିଛି ରଜ ମଉଜ

ଭୁବନେଶ୍ୱର : ଆଜି ପହିଲି ରଜ । ଓଡିଆ ପରିବାରର ବଡ଼ ପର୍ବ । ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା । କେଉଁଠି ବି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି । କୋଭିଡ କଟକଣା…

coronavirus
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…