• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

man killed
ଛୁଆଙ୍କ ସାମ୍ନାରେ ସ୍ୱାମୀକୁ ଛୁରୀ ଭୂଷି ହତ୍ୟା କଲା ସ୍ତ୍ରୀ !

ଗୁରୁଗ୍ରାମ: ଆଖି ସାମ୍ନାରେ ବାପାଙ୍କ ମୃତ୍ୟୁ ଦେଖି ଭୟଭୀତ ହୋଇଯାଇଥିଲେ ଛୁଆ। ନା କିଛି କହିପାରୁଥିଲେ ନା ବାପାଙ୍କୁ ବଞ୍ଚାଇ ପାରିଥିଲେ। ଆଖିରୁ ଲୁହ ଗଡ଼ାଇବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସବୁଠାରୁ ବଡ଼ କଥା ହେଲା,…

  • Monday, 21 June 2021
vaccine
କରୋନା ବିରୋଧରେ ନୂଆ ଭ୍ୟାକ୍ସିନେସନ୍ ନୀତି ଲାଗୁ : ବିନା ଆପଏଣ୍ଟମେଂଟରେ ସମସ୍ତଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ : ଦେଶରେ ଆଜି ଠାରୁ ନୂଆ ଭ୍ୟାକ୍ସିନେସନ୍ ନୀତି ଲାଗୁ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଠାରୁ  ଅର୍ଥାତ୍ ଆଜି ଠାରୁ ଦେଶର ୧୮ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ…

ବ୍ରେକିଂ ନ୍ୟୁଜ: ୨୧ ଜୁନ୍‌, ୨୦୨୧

ବରଗଡ଼: ଟୋକନ ଅବଧି ବୃଦ୍ଧି ଦାବି ଓ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଧାରଣା । ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସୁପ୍ରିମକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲା CBSE ।…

  • Monday, 21 June 2021
rain
ଆଜି ରାଜ୍ୟର ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କ କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ ଭୁବନେଶ୍ୱର:…

  • Monday, 21 June 2021
corona virus
କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୦୩୧, ଆଖି ବୁଜିଲେ ୪୩

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ପ୍ରଭାବ କମି କମି ଆସୁଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ  କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ…

encounter
ସପୋରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଟପ୍ ଲଶ୍କର୍ ଆତଙ୍କୀ ମୁଦାସିର ପଣ୍ଡିତ ସମେତ ତିନି ମୃତ

ଶ୍ରୀନଗର : ସପୋରରେ ଆତଙ୍କବାଦୀଙ୍କ ଉପରେ ସେନାର ବଡ଼ ଆକ୍ସନ୍ । ଜମ୍ମୁ-କାଶ୍ମୀର ବାରମୂଳା ଜିଲ୍ଲାର ସପୋର ଅଞ୍ଚଳରେ ରବିବାର ଦିନ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସାରା ରାତି ଜାରି ରହିଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାକୁ…

  • Monday, 21 June 2021
sambalpur
ନିଶା ବେପାରୀଙ୍କ ଫୋକସ୍‌ରେ ସମ୍ବଲପୁର; ଟାର୍ଗେଟ୍‌ରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ

ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍‌ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍‌ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା…

  • Monday, 21 June 2021
yoga
ସଙ୍କଟ ସମୟରେ ଯୋଗର ଉପକାରିତା ସ୍ୱୀକାର କରିଛି ଡାକ୍ତରୀ ବିଜ୍ଞାନ

ସୁସ୍ଥତା ପାଇଁ ଯୋଗ । ମହାମାରୀ ବିରୋଧରେ ଲଢ଼େଇ ବେଳେ ଆଶାର କିରଣ ସାଜିଛି ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ଦେଶ। ଚଳିତ…

pm modi
‘ମହାମାରୀ ବିରୋଧରେ ଲଢିବା ପାଇଁ ଯୋଗ ଆଶାର କିରଣ ଦେଖାଇଛି’

ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ…

corona death
କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରି ହ୍ରାସ : ଗତ ସପ୍ତାହରେ ୪୫% କମ୍ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା କମୁଛି । କରୋନାର ଦ୍ୱିତୀୟ ଲହରୀ ଧୀରେ ଧୀରେ ଥମୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସଂକ୍ରମଣ ହାର କମ୍ ହେଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ।…

Untitled-1
ଆରମ୍ଭ ହେବ ବର୍ଷିକିଆ ଯୋଗ-ଧ୍ୟାନ ଡିପ୍ଲୋମା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଧ୍ୟାନ ଏବଂ ଯୋଗ ବିଜ୍ଞାନରେ ଏକ ବର୍ଷର ଡିପ୍ଲୋମା ପାଠ୍ୟକ୍ରମ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ୪୫୦ ପ୍ରାର୍ଥୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୨ ତାରିଖରୁ ଶିକ୍ଷକମାନେ…

wtc-final
ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ଧରାଶାୟୀ

ସାଉଥମଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଲଆଉଟ୍। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ଟି…

  • Sunday, 20 June 2021
ଅଜଗରକୁ ଗିଳିଦେଲା କିଙ୍ଗ୍ କୋବ୍ରା, ତା’ପରେ କ’ଣ ହେଲା ଦେଖନ୍ତୁ

ନୂଆଦିଲ୍ଲୀ : କୋବ୍ରା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସାପ, ସେଥିପାଇଁ ଏହାକୁ କିଙ୍ଗ କୋବ୍ରା ଅର୍ଥାତ୍ ସାପର ରାଜା କୁହାଯାଏ। ସମଗ୍ର ବିଶ୍ୱରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳେ, ଏମାନଙ୍କ ମଧ୍ୟରେ ଅଜଗର ସବୁଠୁ ବିଶାଳ। ଏହା ନିଜର…

  • Sunday, 20 June 2021
auto-plate
ଭୋକରେ ପେଟ ଜଳୁଛି, ବାହାରେ ଅଟୋ ଖତ ଖାଉଛି

ଭୁବନେଶ୍ୱର: ଚକ ଗଡ଼ିଲେ ସଂସାର ଗଡେ, ପେଟକୁ ଦିମୁଠା ଦାନା ମିଳେ। ରୋଗ ଦୁଃଖରେ ଖର୍ଚ୍ଚ ହୁଏ। କିଏ ଋଣ କିସ୍ତି ଦିଅନ୍ତି, ତ ଆଉ କିଏ ଘରଭଡ଼ା। ହେଲେ ନିଷ୍ଠୁର କରୋନା କୋପରେ ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ବିଗିଡ଼ିଯାଇଛି…

  • Sunday, 20 June 2021
Niladri-bije
କାଳିଆ ବେଶକୁ ଦେଖିବ ବୋଲି ଅନାଇ ବସିଛି ଭକ୍ତ

ଭୁବନେଶ୍ୱର: ପବିତ୍ର ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ। ଦୀର୍ଘ ୧ ମାସ ବ୍ୟାପୀ ହେବାକୁ ଥିବା ଶ୍ରୀଜିଉଙ୍କ ସମସ୍ତ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହୋଇଛି ନୀତି ନିର୍ଘଣ୍ଟ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗର…

  • Sunday, 20 June 2021
ଡାଇନୋସର୍ ଠାରୁ ବି ବିଶାଳ ଜୀବ ପୃଥିବୀରେ ଥିଲେ!

ସାଧାରଣତ ବିଶ୍ୱାସ କରାଯାଏ ଯେ ପ୍ରାଚୀନତାର ଜୀବାଶ୍ମ ମଧ୍ୟରେ କେବଳ ଡାଇନୋସର ହେଉଛି ସବୁଠାରୁ ଆକର୍ଷଣୀୟ। କିନ୍ତୁ ବେଳେବେଳେ ଅନ୍ୟ ପ୍ରଜାତିର ଜୀବାଶ୍ମ ମଧ୍ୟ ବେଶ ଚମକେଇ ଦେଇଥାଏ। ଚାଇନାରେ ମିଳିଥିବା ଏକ ଜୀବାଶ୍ମକୁ ଅଧ୍ୟୟନ କରାଯିବା ପରେ ଏଭଳି ହୋଇଛି।…

  • Sunday, 20 June 2021
Moon-Earth
ସହଜ ହେବ ଚନ୍ଦ୍ର-ପୃଥିବୀ ଯୋଗାଯୋଗ

ଏବେ ସହଜ ହେବ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଯୋଗାଯୋଗ। ରେଡିଓ ସିଗନାଲ ବଦଳରେ ହେବ ଅପ୍ଟିକାଲ୍ ଯୋଗାଯୋଗ। ଯାହା ଚନ୍ଦ୍ରର ଆଲୋକକୁ ପୃଥିବୀରେ ପହଞ୍ଚେଇବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ। ଚନ୍ଦ୍ରରେ ମାନବ ବସତି ନେ‍ଇ ଚାଲିଛି ପ୍ରସ୍ତୁତି…

  • Sunday, 20 June 2021
train
ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି-ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯା ଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍…

  • Sunday, 20 June 2021
dinosaur
ମିଳିଲା ୧୧କୋଟି ବର୍ଷ ତଳ ଡାଇନୋସରର ପଦଚିହ୍ନ

ଲଣ୍ଡନ : ସମସ୍ତେ ଜାଣନ୍ତି ଯେ ବହୁ ବର୍ଷ ପୂର୍ବେ ପୃଥିବୀରେ ସବୁଠାରୁ ବିଶାଳକାୟ ଜୀବ ଡଇନୋସରର ଚଳପ୍ରଚଳ ଥିଲା। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ଏହାକୁ କେହି ବାସ୍ତବରେ ଦେଖି ନ ଥିଲେ ମଧ୍ୟ ବିଭିନ୍ନ ସିନେମା,…

  • Sunday, 20 June 2021
Untitled-1
ପିତୃ ଦିବସରେ ପିଲାଦିନ କଥା ମନେପକେଇଲେ ‌ଈଶା

ମୁମ୍ବାଇ : ଅଭିନେତ୍ରୀ ଈଶା ଦେଓଲଙ୍କୁ ତାଙ୍କ ପିତା ଅଭିନେତା ଧର୍ମେନ୍ଦ୍ରଙ୍କ ଅତି ନିକଟତର ବୋଲି କୁହାଯାଏ। ଜୁନ୍ ୨୦ରେ ପିତୃ ଦିବସ ଅବସରରେ ଈଶା ତାଙ୍କ ପିଲାଦିନର ସ୍ମୃତିକୁ ସତେଜ କରିଛନ୍ତି। ଈଶା ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ବଡ…

  • Sunday, 20 June 2021
amriti
ଇକ୍‌ମୋ ଚିକିତ୍ସାରେ କେମିତି ଅଛନ୍ତି ଅମ୍ରିତ?

ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସିଲାଣି ଅମ୍ରିତଙ୍କ ସଂକ୍ରମଣ। ତାଙ୍କ ଅମ୍ଲଜାନ ସ୍ତର ୮୫ରୁ ୯୦ ଭିତରେ ରହୁଛି। ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତାରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ପ୍ରଧାନଙ୍କ ବାବଦରେ ଏହି ତଥ୍ୟ…

  • Sunday, 20 June 2021
3
ନୂଆ ବଙ୍ଗଳା ପାଇଁ ୧୮ କୋଟି ଋଣ କଲେ ଅଜୟ ଦେବଗନ୍

ମୁମ୍ବାଇ: କରୋନା ମହାମାରୀ କାଳରେ ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ତଥା ସିଂଘମ୍ ଅଜୟ ଦେବଗନ ଏକ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିଛନ୍ତି। ଅଜୟ ଦେବଗନ୍ ମୁମ୍ବାଇର ଜୁହୁ ଅଞ୍ଚଳରେ କୋଟି କୋଟି ଟଙ୍କାର ଘର କିଣିଛନ୍ତି। ଖବର ଅନୁଯାୟୀ, ଗତ ବର୍ଷ ନଭେମ୍ବର-ଡିସେମ୍ବର…

  • Sunday, 20 June 2021
Ratha Jatra
ରଥଯାତ୍ରା ଲାଗି ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ

ପୁରୀ: ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସ୍ନାନଯାତ୍ରା ଦିନ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ରାତି ୧ଟାରୁ ୪ଟା…

  • Sunday, 20 June 2021
vaccanation
ପ୍ରତିଦିନ ୩ ଲକ୍ଷ ଟିକାକରଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ। କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ ହେବ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ ରଖିଛନ୍ତି ସରକାର। ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲିଟିରେ…

  • Sunday, 20 June 2021
Sonepur
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ସ୍ତ୍ରୀ

ମୋ ସ୍ୱାମୀଙ୍କୁ ବଂଚାଇ ଦିଅ….ପାଖରେ ଆଉ ଟଙ୍କା ନାହିଁ, ମୋର ଦୁଇ ପିଲା..ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ କିଛି ନାହିଁ.. ସୋନପୁର(ରବିନ୍ଦ୍ର ହୋତା): ସୋନପୁରର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ହୁଏତ ତାହା ଦେଖିଲେ ଆପଣଙ୍କୁ କଷ୍ଚ ହୋଇପାରେ…

  • Sunday, 20 June 2021