ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହରୁ ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ବଜାରରେ ଉପଲବ୍ଧ ହେବ ଏବଂ ରୋଗୀଙ୍କଠାରେ ପ୍ରୟୋଗ କରାଯିବ । ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧକୁ…
ଗୌତମ ନଗର: କୋଭିଡ଼ ୧୯ ସଂକ୍ରମଣରେ ପୀଡିତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। କାନପୁର ଏବଂ ଲକ୍ଷ୍ନୌରେ ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଗୌତମ ନଗରରେ ପ୍ରବେଶ କରିଛି ଏହି…
ଭୁବନେଶ୍ୱର: ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍ମିଟ୍ କରିବେ। ଏହି ପ୍ରେସ୍ମିଟ୍ରେ NHM ନିର୍ଦ୍ଦେଶିକା ଓ ବିଏମ୍ସି କମିଶନର ମଧ୍ୟ ଉପସ୍ଥିତ ରହିବେ। କରୋନା ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସ୍ମିଟ୍ ହେବ ବୋଲି…
ଝାରସୁଗୁଡା : ଜେଲରେ କାୟା ବିସ୍ତାର କରୁଛି କରୋନା । ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲରେ ଥିବା ୨ ଶହ ୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ବାବ୍ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ…
ବିଶାଖାପାଟଣା(ଯଶୋବନ୍ତ ପାଢୀ): ସେ ତାଙ୍କର ବନ୍ଧୁବାନ୍ଧବ ବା ସମ୍ପର୍କୀୟ ନୁହଁନ୍ତି। ଅଚିହ୍ନା..ଅଜଣା ଜଣେ ବୃଦ୍ଧ। ତଥାପି ତାଙ୍କ ମନ ସମ୍ଭାଳି ନ ଥିଲା। କେହି କାନ୍ଧ ନ ଦେବାରୁ ନିଜେ ମହିଳା ପୋଲିସ ଅଫିସର ନିଜ କାନ୍ଧ ଦେଇଥିଲେ। ଖାଲି କାନ୍ଧ…
ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଡିଆରଡିଓ ଦ୍ୱାରା ୨-ଡିଜି ଔଷଧ ପ୍ରସ୍ତୁତ କରାଯାଇଛି । ଏହି ଔଷଧର ୧୦ ହଜାର ଡୋଜ୍ ଆଜି କିମ୍ବା ଆସନ୍ତାକାଲି ଠାରୁ ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଆଗାମୀ ସମୟରେ…
ନୂଆଦିଲ୍ଲୀ- କରୋନାର ଦୈନକ ସଂକ୍ରମଣରୁ ଆଜି ସାମାନ୍ୟ ଆଶ୍ଵସ୍ତି ମିଳୁଛି । ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର…
ମୁମ୍ବାଇ:ଦେଶରେ କରୋନାର ଦ୍ଵିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପକାଇଛି ମହାରାଷ୍ଟ୍ରରେ । କୁହାଯାଉଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ବେଶି ବିପଦ ନେଇ ଆସିବ । ହେଲେ ମହାରାଷ୍ଟ୍ରରେ ଦ୍ଵିତୀୟ ଲହର ବି ପିଲାମାନଙ୍କୁ ଛାଡ଼ିନି । ରାଜ୍ୟରେ…
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ୍ ଷ୍ଟର୍ମ ‘ତାଉତେ’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ତୀବ୍ର ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସକାଳ ୧୧ଟା ୩୦ ସୁଦ୍ଧା ଅତି ତୀବ୍ର ସାମୁଦ୍ରିକ ଝଡ଼ର…
ଭୁବନେଶ୍ୱର : ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ନିଲାମ ପାଇଁ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ ବୈଠକ…
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିର ଦିନରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି । କୃଷି ଭିତ୍ତିକ…
ନୂଆଦିଲ୍ଲୀ: ଚଳିତ ବର୍ଷ ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ୍ ୧ ବଦଳରେ ମେ ୩୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।…
ଭାରତରେ କରୋନା ସ୍ଥିତି ଚିନ୍ତାଜନକ । ବିଭିନ୍ନ ରାଜ୍ୟରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହସ୍ପିଟାଲରେ ଭର୍ତ୍ତି ହେଉ ହେଉ ଲୋକଙ୍କ ଜୀବନ ଚାଲିଯାଉଛି । ଭାରତରେ କରୋନା ସ୍ଥିତି ନେଇ ପୁଣି ସତର୍କ କରାଇଲା ବିଶ୍ୱ…
ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ପୁଣି ୨୧ ଜଣଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି…
ହାଇଦ୍ରାବାଦ: ଦେଶରେ କରୋନା ମହାମାରୀର କରାଳ ଗ୍ରାସରେ ସମସ୍ତେ ଥରହର । ସବୁ କୋଣରୁ ଆସୁଛି ହୃଦୟ ବିଦାରକ ଘଟଣା । ଏଥିସହିତ ଦେଖିବାକୁ ମିଳୁଛି ଅନେକ ମାନବକ ସମ୍ବେଦନଶୀଳ ଉଦାହରଣ । ଏମିତି ଏକ ଖବର ଆସିଛି ତେଲେଙ୍ଗାନା-ଆନ୍ଧ୍ର ସୀମାରୁ…
ନୂଆଦିଲ୍ଲୀ: କରାଳ ମହାମାରୀ ଭାରତରେ ଯେମିତି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଶ୍ମଶାନରେ ଲିଭୁନି ଜୁଇ । ଉଜାଡି ଦେଲାଣି ଲକ୍ଷ ଲକ୍ଷ ପରିବାର । ମୃତ୍ୟୁ ସଂଖ୍ୟାରେ ଯେମିତି ଲଗାମ ଲାଗିପାରୁନି । ଗତ କିଛି ଦିନ ହେବ…
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍ଏଚ-୧୬ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବିର୍ଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ କାର୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…
ଦେଶର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । ସାରା ଦେଶରେ କରୋନା ସଂକ୍ରମଣ ସହ ଲଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ବେଡ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ…
ବାପାଙ୍କ ପାଇଁ କୋଭିଡ ହସ୍ପିଟାଲରେ ପୁଅ ସାଜିଲା ୱାର୍ଡବୟ ଡବଲ ସିପ୍ଟରେ କାମ କଲା ପୁଅ ଅନ୍ୟ ରୋଗୀଙ୍କ ମଧ୍ୟ ସେବାଶୁଶ୍ରୁଷା ମଧ୍ୟ କରୁଥିଲେ ଚନ୍ଦନ ଲକ୍ଷ୍ନୌ : ମହାମାରୀକୁ ନଡରି ବାପାଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ । ସଂକ୍ରମଣ…
ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…
ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି ଦେଖିବାକୁ ମିଳିଛି ଚାଷୀର ଦୁଃଖ