ଏପଟେ ଉଜୁଡ଼ା ବାସ ଆଉ ସେପଟେ ବୁଢ଼ାବଳଙ୍ଗର ଉଛୁଳା ରୂପ। ଏଣେ ଜଙ୍ଗଲ ଭିତର ରାସ୍ତାର ଧ୍ୱସ୍ତ ବିଧ୍ୱସ୍ତ ଚିତ୍ର ତେଣେ ରାସ୍ତା ଉପରେ ଟଳି ପଡ଼ିଥିବା ବଡ଼ ବଡ଼ ଗଛ ହିଁ ବୟାନ କରୁଛି କେତେ ପ୍ରଭାବଶାଳୀ ଥିଲା ସାମୁଦ୍ରିକ ଝଡ଼ ୟାସର କୋପ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ (ପିଏନବି ସ୍କାମ) ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇସାରିଛି । ଏହା ଆମେ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ମେହୁଲ ଚୋକସିଙ୍କୁ…
କ୍ୱାଲାଲାମପୁର: ମାଲେସିଆର ବୈଜ୍ଞାନିକମାନେ ଏକ ନୂତନ କରୋନା ଭାଇରସ୍ ଚିହ୍ନଟ କରିଛନ୍ତି । କୁହାଯାଉଛି ଯେ, ଏହି ନୂଆ ଭାଇରସ୍ କୁକୁର ମାନଙ୍କଠାରୁ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ବହୁ ବର୍ଷ ପୂର୍ବେ ଏହି ରୋଗରେ କିଛି ଲୋକ…
ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି…
ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶରେ ଜାରି ରହିଥିବା ଯୁଦ୍ଧରେ ଏବେ ଏକ ନୂଆ ଅସ୍ତ୍ର ସାମିଲ ହୋଇଛି । ଭାଇରସକୁ ମାତ୍ ଦେବାକୁ ଭାରତରେ ମନୋକ୍ଲୋନାଲ ଆଣ୍ଟିବଡି ଅର୍ଥାତ କକଟେଲ ଡ୍ରଗ୍ସର ବ୍ୟବହାର ଆରମ୍ଭ ହୋଇଯାଇଛି । ଆଜି…
ନୂଆଦିଲ୍ଲୀ: ରେସଲର ସାଗର ଧନଖର ହତ୍ୟା ମାମଲାରେ ଗିରଫ ଅଲମ୍ପିକ ବିଜେତା ରେସଲର ସୁଶୀଲ କୁମାର ଓ ତାଙ୍କ ସାଥୀ ଅଜୟ ବକ୍କରବାଲାଙ୍କୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା କରୁଛି। ଇତି ମଧ୍ୟରେ ଖବର ମିଳିଛି, ନିଜ ଜନ୍ମଦିନରେ (ବୁଧବାର) ବିଶ୍ୱ…
ଗାନ୍ଧୀନଗର : ପ୍ରାଣଘାତୀ ମହାମାରୀ କରୋନାକୁ ମାତ୍ ଦେବାପରେ ଦାଉ ସାଧୁଛି ବ୍ଲାକ୍ ଫଙ୍ଗସ୍ ରୋଗ । କରୋନା ସଂକ୍ରମଣ ଭୟ ଭିତରେ ପାଞ୍ଚମାସ ହେବ ବ୍ଲାକ୍ ଫଙ୍ଗସ୍ ସହ ଅନବରତ ସଂଘର୍ଷ କରୁଛନ୍ତି ରାଜକୋଟ୍ ନିବାସୀ ବିମଲ୍ ଯୋଶୀ ।…
କାଲିଫର୍ନିଆ: ଅଚାନକ ଫୁଟିଲା ଗୁଳି । ଚାରିଆଡ଼ ହୋଇଗଲା ଧୁଆଁମୟ । କିଏ କୁଆଡ଼େ ଦୌଡ଼ିବେ ବାଟ ପାଇଲେ ନାହିଁ । ସମସ୍ତେ ହତବାକ୍ । କ’ଣ ଏମିତି ଘଟିଲା ? କାହା ଛାତିରେ ଗୁଳିବାଜିଛି ତ ଆଉ କାହା ଗୋଡ଼ରେ…
ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ…
କରୋନା ସାଇଡ୍ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !
ଚଣ୍ଡୀଗଡ଼ : ସଂକ୍ରମଣ ଭିତରେ ସ୍କୁଲ ଖୋଲିପାରେ । ହରିୟାଣାରେ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ଆରୋଗ୍ୟ ହାର ୯୪.୩୮ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜୁନ୍ ୧, ୨୦୨୧ ରୁ ବିଦ୍ୟାଳୟ…
କରୋନା ଟେଷ୍ଟ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ଟେଷ୍ଟିଂ ହାର କମ୍ ରହିଛି। ଓଡ଼ିଶାର ଜନସଂଖ୍ୟା ଯାହା କେରଳ ଜନସଂଖ୍ୟା ପ୍ରାୟ ସେତିକି । କେରଳରେ କିନ୍ତୁ ଟେଷ୍ଟିଂ ହାର ୧ ଲକ୍ଷରେ ୩୯୦ ରହିଛି କହିଲେ ଧର୍ମେନ୍ଦ୍ର।
ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି…
ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା।
ନର୍ସଙ୍କ ବିରୋଧରେ ଆସିଛି ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ସଂପର୍କୀୟମାନେ ହଙ୍ଗାମା କରିଛନ୍ତି।
ଭୁବନେଶ୍ୱର: ରାଜ୍ୟକୁ କୋଭିଡ ମୁକ୍ତ କରିବାକୁ ଆଉ ଗୋଟିଏ ପାଦ ଆଗେଇଲେ ସରକାର। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କୋଭିଡ ଟିକା। ସ୍ୱାସ୍ଥ୍ୟକର୍ମୀମାନେ ସିଧାସଳଖ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପରିବାର ପ୍ରତି କରୋନା ସଂକ୍ରମଣ ଭୟ ଅଧିକ…
ମୁମ୍ବାଇ : ବଲିଉଡ୍ର ପଙ୍ଗା ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ ମଙ୍ଗଳବାର ତାଙ୍କ କରୋନା ନେଗେଟିଭ୍ କଥା ସୋସିଆଲ ମିଡିଆରେ କହିଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏହାର ପ୍ରମାଣ ମାଗିଲେ। ତେବେ ପ୍ରମାଣ ମାଗିଥିବା ଲୋକଙ୍କୁ ବଲିଉଡର ବିବାଦୀୟ…
ଭୁବନେଶ୍ୱର: କରୋନା ସାଙ୍ଗକୁ ମାଡ଼ି ଆସୁଛି ବାତ୍ୟା ଭୟ। ଆରବସଗାରରେ ତାଉତେ ତାଣ୍ଡବ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଆସନ୍ତା ୨୨ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭାବ ବିନୋଦିଆ କାଳିଆ କୁନି ଭକ୍ତ । କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ କିଛି ଦେଖନ୍ତିନି ଭକ୍ତର ଭକ୍ତି ଟିକକ ଦେଖନ୍ତି । ଭକ୍ତର ଭାବାବେଗ ସହ ଜଡିତ କାଳିଆ ସାଆନ୍ତ । ଦିନେ…
ଜୟପୁର: କରୋନାର କରାଳ ଗ୍ରାସରେ ସାରା ଦେଶ ଥରୁଛି। ଚାରିଆଡେ ଯେମିତି ମୃତ୍ୟୁ ଦୂତ ଛକି ବସିଛି। ଯେମିତି ସେ କାହାକୁ ବି ଛାଡ଼ୁନି। ସାଧାରଣ ଲୋକଙ୍କଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ କରୋନା କବ୍ଜାରେ। ଗତକାଲି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ…
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା…
ମୁମ୍ବାଇ : ଅଭିନେତା ସଞ୍ଜୟ କପୁର ଏବଂ ମହିପ କପୁରଙ୍କ ଝିଅ ଶନାୟା କପୁର କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଅଧୀନରେ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ଦ୍ଦେଶକ କିମ୍ବା ଚଳଚ୍ଚିତ୍ର ନିର୍ମାତା ଅପେକ୍ଷା କରଣ ଜୋହର ଗତ କିଛି…