• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

utkal divas
ଗୁମୁରି କାନ୍ଦୁଛି ଗଜପତି : ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ

ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡିଆ ଭାଷାର ପ୍ରଭାବ ଏତେ ଯେ, ଓଡିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି […]

  • Tuesday, 13 July 2021
utkal divas
ସ୍ମୃତି ସାଉଁଟୁଛି ଆଜିର ଓଡ଼ିଶା… ଖଣ୍ଡ ବିଖଣ୍ଡିତ ଉତ୍କଳରୁ ସ୍ୱତନ୍ତ୍ର ପ୍ରଦେଶ

ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଆମ ଉତ୍କଳ। ୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ […]

  • Tuesday, 13 July 2021
Odisha
ଚାଷୀଙ୍କ ପାଠ ପଢ଼ା ନିଶା: ୬୫ ବର୍ଷ ବୟସରେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍‌‌, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍‌ ପାରିଖେଦା ଗାଁର ତ୍ରିଲୋଚନ। ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ […]

  • Tuesday, 13 July 2021
sunstroke
ବଢ଼ୁଛି ତାତି; ଅଂଶୁଘାତରୁ କେମିତି ରକ୍ଷା ପାଇବେ ? ଜାଣନ୍ତୁ...

ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ […]

  • Tuesday, 13 July 2021
Home-Guard
ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ଟାଇଟଲ୍ ହାସଲ କଲେ ବାହୁବଳୀ ହୋମ୍‌ଗାର୍ଡ

ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍‌ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା। ଜିମ୍‌ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। […]

  • Tuesday, 13 July 2021
Newspaper Hawker's Life
ଦିବ୍ୟାଙ୍ଗ ହେଲେ ବି ସକ୍ଷମ: ୩୦ କି.ମି. ସାଇକେଲ ଚଳାଇ ବାଣ୍ଟନ୍ତି ଖବରକାଗଜ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’। କଳା ହେଉ ଅବା କ୍ରୀଡ଼ା ରାଜନୀତି, ପ୍ରଶାସନ ଓ ସେନା ସବୁ କ୍ଷେତ୍ରରେ ସଫଳତାର ପାଇ ଏବେ ଆଗରେ ରହୁଛନ୍ତି ମହିଳା। ହକ୍‌ […]

  • Tuesday, 13 July 2021
naveen-patnaik
ମୁଖ୍ୟମନ୍ତ୍ରୀଙ୍କୁ ପଖାଳ ଭାରି ପସନ୍ଦ… ଜାଣନ୍ତୁ କାହିଁକି ?

ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ ଭାରି ପସନ୍ଦ। ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ […]

  • Tuesday, 13 July 2021
Pakhala dibas
ଛୁଙ୍କ ପଖାଳରୁ ଚାଇଁ ପଖାଳ; ଜାଣନ୍ତୁ, କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ...

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ ହେଲେ ଏହା ନିଜର ମୌଳିକତା ହରାଇ ନାହିଁ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ […]

  • Tuesday, 13 July 2021
international-womens-day
ମାର୍ଚ୍ଚ ୮ରେ କାହିଁକି ପାଳନ ହୁଏ ଆନ୍ତର୍ଜାତୀୟ ମହିଳା ଦିବସ ?

ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ  ସେମାନଙ୍କ  ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ । ତେବେ ଚଳିତ ବର୍ଷର […]

  • Tuesday, 13 July 2021
maa saraswati
ଜାଣନ୍ତୁ ସରସ୍ୱତୀ ପୂଜା ଦିନ କ’ଣ କରିବା ଉଚିତ୍‌ ଓ ଅନୁଚିତ୍

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ। ବସନ୍ତ ପଞ୍ଚମୀର […]

bbsr airport
ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଅବତରଣ ବେଳେ ରହିଛି ବିପଦ ଆଶଙ୍କା

ଭୁବନେଶ୍ୱର(ଅରିନ୍ଦମ ଦାସ): ଭୁବନେଶ୍ୱର ବିମାନ ବନ୍ଦରର ରନ୍‌ୱେ ଅବସ୍ଥା ଠିକ୍ ନ ଥିବାରୁ ବିମାନ ଅବତରଣ ବେଳେ ବିପଦ ଉପୁଜିବା ନେଇ ପାଇଲଟ୍ ଆଶଙ୍କା ପ୍ରକଟ କରିଛନ୍ତି। ଦୀର୍ଘ ବର୍ଷ ହେବ ରି-କାର୍ପେଟିଂ ହୋଇ ନ ଥିବାରୁ ଏଭଳି ସମ୍ଭାବନା ଉପୁଜିଛି। ଦୈନନ୍ଦିନ ଭୁବନେଶ୍ୱର ବିମାନବନ୍ଦରର ରନ୍‌ୱେରେ ଅବତରଣ କରୁଛି ଅନେକ ବିମାନ। ହେଲେ ରନ୍‌ୱେର ମରାମତି ହୋଇନଥିବାରୁ ଏବେ ନାନା ଆଶଙ୍କା ଉପୁଜିଛି। ରନ୍‌ୱେ ରି-କାର୍ପେଟିଂ ପାଇଁ କାମ ଆରମ୍ଭ ହେଉ ହେଉ କରୋନା ପାଇଁ କଟକଣା […]

  • Tuesday, 13 July 2021
couple-skiing
ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର। ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। […]

  • Tuesday, 13 July 2021
Sonu-Sood
ଅସହ୍ୟ ହେଲା ଦୁଷ୍ଟ ମାଙ୍କଡ଼ର ଦୌରାତ୍ମ୍ୟ: ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଗ୍ରାମବାସୀ . . .

ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ ହସ ଫୁଟାଇଥିବା ଦେବଦୂତ ଗ୍ରାମବାସୀଙ୍କୁ ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା। ତାଲାବନ୍ଦ ଠାରୁ […]

  • Tuesday, 13 July 2021
photog
ଲଗାତାର ନବବଧୂଙ୍କର ଫଟୋ ନେଉଥିଲେ ଫଟୋଗ୍ରାଫର! ରାଗରେ ଚାପୁଡ଼ା ମାରିଲେ ବର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ  ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା  ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର।  କିଛି ସମୟ ନୀରବ ରହିବା ପରେ ହଠାତ ରାଗିଗଲେ ବରବାବୁ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ […]

  • Tuesday, 13 July 2021
police
ଅସହାୟ ମା’ ଉପରେ ଖାକି ବର୍ଦ୍ଦିର ଜୁଲମ୍ : ନିଖୋଜ ନାବାଳିକା ଝିଅକୁ ଖୋଜିବାକୁ ଲାଞ୍ଚ ମାଗିଲେ ପୋଲିସ ବାବୁ

ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ! ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ? କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ ପାଇଁ ଭିକ ମାଗୁଛି ଦିବ୍ୟାଙ୍ଗ ମା’। କାନ୍ଦି କାନ୍ଦି ବିକଳ ହୋଇ କହୁଛି,  ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ […]

  • Tuesday, 13 July 2021
OTV-KHABAR-dibyanga
ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ ମଜା କିଛି ନାହିଁ

ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍  ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି AKTUର ଟପ୍ -6  ଆପରେ ସ୍ଥାନ ପାଇଛି ଏହି ଆପ୍ କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ। ଅସୁବିଧା କାହା ଜୀବନରେ ନାହିଁ ? ଜୀବନଟା ସମସ୍ତଙ୍କ ପାଇଁ ସମସ୍ୟା ବହୁଳ। ହେଲେ  ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଜଣେ ନିଜର ସ୍ୱପ୍ନ ପୂରଣ […]

  • Tuesday, 13 July 2021
133745372_745961802700429_4070872970924272099_n
ଫେବୃଆରୀରୁ ବଡ଼ ପରିବର୍ତ୍ତନ; ପକେଟ ଉପରେ ପଡିବ ପ୍ରଭାବ

ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର ରହିଛି। ଆଉ କିଛିଟା ପରିବର୍ତ୍ତନ ହେଲେ ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ସିଧା ପଡିବ। ବଜେଟ ବ୍ୟତୀତ ଫେବୃଆରୀ ପହିଲାରୁ ଦେଶର ଅନେକ ପରିବର୍ତ୍ତନ ହେବାକୁ […]

  • Tuesday, 13 July 2021
Scientists Solve Mystery Behind Antarctica's Blood Falls
ଆଣ୍ଟାର୍ଟିକାର ରହସ୍ୟମୟୀ ରକ୍ତ ଝରଣା, ପାଣି ବଦଳରେ ଅନବରତ ବହୁଥାଏ ରକ୍ତ . . . .

ବିଚିତ୍ର ବିଶ୍ୱର ବିଚିତ୍ର ତଥା ଭୟଙ୍କର ଝରଣା। ଏବେ ବି ରହସ୍ୟଘେରରେ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗୁଥିବା ବାଳେ ଏହି ଝରଣା କଥା ଶୁଣିଲେ ଛାତିରେ ଛନକା ପଶିବ। ରକ୍ତ ଝରଣାରେ ପାଣି ବଦଳରେ ରକ୍ତ ବହିଯାଏ । ଅନେକ ଗବେଷଣା ପରେ ବି ବିଚିତ୍ର ବିଶ୍ୱର ଏହି ରହସ୍ୟ ପ୍ରକୃତି କୋଳରେ ନିଜକୁ ଲୁଚାଇ […]

  • Tuesday, 13 July 2021
Republic-Day-National-Flag
ସାଧାରଣତନ୍ତ୍ର ଦିବସ ୨୦୨୧ : ଜାତୀୟ ପତାକା ଉତ୍ତୋଳନର କିଛି ବିଶେଷ ନିୟମ . ଜାଣିନିଅନ୍ତୁ

ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା।  ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ  ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ […]

  • Tuesday, 13 July 2021
anand-mahindra
ଯୁବ କ୍ରିକେଟରଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଶାନଦାର ଭେଟି, ୬ ଭାରତୀୟ ଖେଳାଳିଙ୍କୁ ଏସୟୁଭି କାର ଉପହାର ଦେବାକୁ ଘୋଷଣା

ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ।  ଖେଳାଳିଙ୍କ ଶାନଦାର ପ୍ରଦର୍ଶନ ପରେ ଖୁସିରେ ଗଦଗଦ ହୋଇ କ୍ରିକେଟରେ ବିଶେଷ ରୁଚି ରଖୁଥିବା ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି […]

  • Tuesday, 13 July 2021
Srusti-CM
ସତ ହେବ ସିନେମା କାହାଣୀ, ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି

  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, ସୃଷ୍ଟି ଗୋସ୍ୱାମୀଙ୍କୁ କରିବେ ଦିନିକିଆ ମୁଖ୍ୟମନ୍ତ୍ରୀ ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବିଧାନସଭାରେ ସିଏମ୍ ହେବ ସୃଷ୍ଟି ସମସ୍ତ ବିଭାଗ ସୃଷ୍ଟିଙ୍କ ସମ୍ମୁଖରେ ନିଜ ନିଜ ବିଭାଗର ପ୍ରେଜେଣ୍ଟେସନ୍ ଦେବେ ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେବେ ସୃଷ୍ଟିଙ୍କ ବାଳିକାଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ ଆଉ ଜଣେ ‘ନାୟକ’ । ‘ନାୟକ’ ସିନେମା ଭଳି ସୃଷ୍ଟି ଦିନେ ପାଇଁ ହେବେ […]

  • Tuesday, 13 July 2021
Elph-KO
ହୃଦୟବିଦାରକ ଦୃଶ୍ୟ, ହାତୀ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲା ମଣିଷ

ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ ।  ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ କରିଛି ଅମଣିଷ କାମ । ତାମିଲନାଡୁରେ ଜନବସତି ଆଡ଼କୁ ଭୁଲରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗିଦେଇଥିଛି ମଣିଷ । ଫଳରେ ନିଷ୍ପାପ […]

  • Tuesday, 13 July 2021
DOG-KO
ରୋଗରେ ପଡ଼ିଥିବା ମାଲିକଙ୍କୁ ଦେଖିବାକୁ ହସ୍ପିଟାଲ ବାହାରେ ଜଗି ବସୁଥିଲା ପୋଷା କୁକୁର

କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା  ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି ଜଗି ରହିଛି ପୋଷା କୁକୁର। ହଠାତ ଦିନେ ବିଳମ୍ବିତ ରାତିରେ ମାଲିକର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ସେହି ଦିନଠାରୁ ମାଲିକ […]

  • Tuesday, 13 July 2021
mp
ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଖାଇଲେ ସାଂସଦଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଭୁବନେଶ୍ୱର: ଆଉ ଶସ୍ତାରେ ଖାଇବେନି ସାଂସଦ। ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଖାଇଲେ ସାଂସଦଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବ୍‌ସିଡି ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଅର୍ଥାତ୍ ୨୯ରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନେ ଏହି ସେସନ୍‌ରେ ବିନା ସବ୍‌ସିଡିରେ, ପୂର୍ବରୁ ଯେତିକି ଦେଉଥିଲେ ତାର ଦେଢ ଗୁଣା ଟଙ୍କା ଦେଇ ଖାଦ୍ୟ ଖାଇବେ। ବିଭିନ୍ନ ମହଲରୁ ଦାବି […]

  • Tuesday, 13 July 2021