ଚାଇନାର ଅନୁପ ଇଲେକ୍ଟ୍ରିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ପାନୀ । ଏହି କମ୍ପାନୀର ଅଜବ ନିୟମ ଲାଗି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଚାଇନାର ଗୁଆଙ୍ଗଡୋଙ୍ଗ ରାଜ୍ୟରେ ଏହି କମ୍ପାନୀ ରହିଛି।
କ୍ରିକେଟ୍ ପରେ ଏବେ ଫାର୍ମିଂରେ ମନୋନିବେଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି। କ୍ରିକେଟରେ ଧାମାକା କରିବା ପରେ ଫାର୍ମିଂରେ କିଛି ଧମାକା କରିବାକୁ ଚିନ୍ତା କରୁଛନ୍ତି ମାହି। ନିଜ ବାଡିରେ ଥିବା ଫାର୍ମ ହାଉସରେ ଚାଷ ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଦେଇଛି। ନିଜର ଷଷ୍ଠ ତମ ବାର୍ଷିକି ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର ଘୋଷଣା କରିଛି କମ୍ପାନୀ। ତେବେ ମାତ୍ର ୧୨୯୯ ଟଙ୍କା ଦେଇ ଆପଣ ବି ବିମାନରେ ବସିବାର ସୁଯୋଗ ପାଇବେ। ମିଳିଥିବା ସୂଚନା ଅନୁସାରେ, ବିମାନର ପ୍ରିମିୟମ ଇକୋନୋମିକ […]
ବିବେକାନନ୍ଦ। ଏହି ନାଁ ସହ ଆମେ ପ୍ରାୟ ସମସ୍ତେ ପରିଚିତ। କହିବାକୁ ଗଲେ, ଦେଶରେ ବୋଧୁଏ ଏମିତି କେହି ନଥିବେ ଯିଏ କି ସ୍ୱାମୀ ବିବେକାନନ୍ଦକୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପୁରୁଷଙ୍କ ସମ୍ପର୍କରେ କିଛି ତଥ୍ୟ....ଯେମିତି କି କେବେ ଏହି ଧରାପୃଷ୍ଠରେ ଜନ୍ମ ହୋଇଥିଲେ ବିବେକାନନ୍ଦ ଓ କେମିତି କଟିଥିଲା ତାଙ୍କ ପିଲାଦିନ ସହ ପୂରା ଜୀବନି...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପାୱାରଫୁଲ ପାସପୋର୍ଟ ହେଉଛି ଜାପାନର। ଗ୍ଲୋବାଲ ରାକିଂର ସୂଚନା ଅନୁସାରେ ୨୦୨୧ ମସିହାର ଏହି ଦେଶର ପାସପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟକୁ ଆଧାର କରି ୧୯୧ ବିନା କୌଣସି ଭିସାରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି। ଏବେ ନୁହେଁ ବରଂ ଗତ ୪ ବର୍ଷ ଧରି ଜାପାନ ଏହି ରାକିଂରେ ପ୍ରଥମ ସ୍ଥାନରେ ହିଁ ରହୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। […]
ବିଶ୍ୱାସ ହେଉ ନଥିଲେ ବି ସତ। ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଗଲା ମୃତଦେହ। ଏମିତି ଘଟଣା ସମ୍ପର୍କରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଥିବେ। ଆଜ୍ଞା ହଁ, ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଘଟଣା ଘଟିଛି ବିହାର ପାଟଣାରେ।
୨୧ ବର୍ଷ ହୋଇନଥିଲେ ଧୂମପାନ ମନା। ନିୟମ ଉଲଙ୍ଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ତଣ୍ଡ। କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛି କେନ୍ଦ୍ର।
ଟୋଲଗେଟ୍। ଏହି ନାଁ ସହ ଆପଣମାନେ ସମସ୍ତେ ପରିଚିତ। କାରଣ ରାସ୍ତାରେ ଗଲାବେଳେ ଏଠାରେ ଆମେ ସମସ୍ତେ ଟିକସ ଦେଇଥାଆନ୍ତି। କହିବାକୁ ଗଲେ, ରାସ୍ତାରେ ଯା'ଆସ ଲାଗି ସରକାର ଆମମାନଙ୍କଠାରୁ ଏଠାରେ ଟ୍ୟାକ୍ସ ଆଦାୟ କରନ୍ତି।
ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ। ମାତ୍ର ଦେଢ କୋଟି ଟଙ୍କାରେ ନିଜ ୭ ଜନ୍ମର ସାଥୀକୁ ବିକ୍ରି କରିଦେଲା ସ୍ତ୍ରୀ।ମିଳିଥିବା ସୂଚନା ଅନୁସାରେ, ଏପରି ଘଟଣାଟି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।
ବଜାରରେ ବିକ୍ରି ହେଉଛି ବିଷ। ବିଷ ବିକି ବିକି ଲକ୍ଷପତି ୨୫ ବର୍ଷ ବୟସ୍କ ମହମ୍ମଦ ହାମିଦ୍ ବୋସ୍ତା। ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଉଥିବ। କିନ୍ତୁ ଘଟଣାଟି ପୂରା ସତ୍ୟ। ମିଳିଥିବା ସୂଚନା ଅନୁସାରେ, ବିଷ ବିକ୍ରି କରୁଛନ୍ତି ମିଶରରେ ରହୁଥିବା ହାମିଦ୍। ଆଜିର ଦିନରେ କେବଳ ବିଚ୍ଛାର ବିଷ ବିକ୍ରି କରି କରି ସେ ଲକ୍ଷପତି ହୋଇଛନ୍ତି। ତାଙ୍କର ଏହି ଅଜବ ସଉକ ଦିନେ ଯେ, ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହାମିଦ୍ ବିକ୍ରି କରୁଥିବା ଏକ ଗ୍ରାମ ବିଷର ମୂଲ୍ୟ ପାଖାପାଖି ୭୩ ଲକ୍ଷ ଟଙ୍କା ରହିଛି।
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗୋବରକୁ ପବିତ୍ର ବୋଲି ମନାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗୋବର ନାଁ ଶୁଣିଲେ ନାକ ଟେକନ୍ତି। ହେଲେ, ଆମ ରାଜ୍ୟରେ ପୂଜାପାଠ, ହୋମ ଯଜ୍ଞ ଆଦିରେ ଗୋବର ଆବଶ୍ୟକ ହୋଇଥାଏ। ଏପରିକି ପୂଜାପାଠ, ପର୍ବପର୍ବାଣିରେ ଘର ଦ୍ୱାର ମୁହଁରେ ଗୋବର ଲିପାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୋବର ଉପରେ ବର୍ତ୍ତମାନ ସମୟରେ ରିସର୍ଚ୍ଚ ଚାଲିଛି। ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଘଟଣାଟି […]
ବଢିବ ଟ୍ରେନ ଭଡା। ଭଡା ବଢିବା ନେଇ ନିଷ୍ପତ୍ତି ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ। ଆସନ୍ତା ୬ ତାରିଖରୁ ବର୍ଧିତ ଭଡା ଲାଗୁ ହେବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ , କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଯାତ୍ରୀ ପରିବହନ ଉପରେ ରୋକ ଲଗାଇଥିଲା ରେଳ ମନ୍ତ୍ରଣାଳୟ।
ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା। ଅନେକ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ନିୟମ ସମ୍ପର୍କରେ ଆପଣ ବି ଜାଣିବା ନିହାତି ଦରକାର। କାହିଁକି ନା ଟିକିଏ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା। ତେଣୁ ନିଶ୍ଚିତ ଭାବରେ ଜାଣିରଖନ୍ତୁ କେଉଁ ନିୟମରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର।
ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର। ସୁନା କିଣିବାକୁ ଏଣିକି ଲାଗୁଛି ଡର। କହିବାକୁ ଗଲେ, ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ରହିଛି। କିନ୍ତୁ ଲୋକମାନେ ସୁନା କିଣିବାରେ କମ କରୁନଥିବା ଅନେକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ସୁନାକୁ ନେଇ ଯେଉଁ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି।
ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ କେଶ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।
୨୦୨୦ ମସିହାରେ ରାଜ୍ୟଠୁ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣାବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ…
୨୦୨୦ ମସିହାରେ ରାଜ୍ୟଠଉ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣା ବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୁନଚ୍ଛେଦ ଟାଣିପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ...
ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍। ଆଉ ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲଗାଇବା ଲାଗି ପଡିବ ନାହିଁ ଲମ୍ବା ଲାଇନ କି ବାରମ୍ବାର ଦେବାକୁ ପଡିବ ନାହିଁ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ।
ନୂଆଦିଲ୍ଲୀ : 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। କିନ୍ତୁ ୨ୟ ପାରା ବାଟାଲିଅନ୍ ଗ୍ରୁପ୍ ଆସିବା ପରେ ପାକିସ୍ତାନୀ ସେନା ବାଂଲାଦେଶର ରାଜଧାନୀ ଢାକାକୁ ଘେରି ରହିଥିଲା। ଏହି ସମୟ ମଧ୍ୟରେ ପାକ୍ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜୀଙ୍କ ନିକଟକୁ ଏକ ଚିଠି ପଠାଯାଇଥିଲା। କିନ୍ତୁ ପାସ ସେନା ଢାକାରେ ବ୍ୟାପକ ଭାବରେ ବ୍ୟାପିଥିଲେ । କ୍ୟାପଟେନ ନିର୍ବାଣ ଏବଂ ତାଙ୍କ ଦଳ ଏହି ଚିଠିକୁ […]
ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା । ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତ । ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ […]
ସତରେ ଭାଗ୍ୟ ବଡ ବଳବାନ । ଭଗବାନ କେତେ ବେଳେ କାହାକୁ କଣ ଦେବେ ତାହା କେବି ବି କହିପାରିବେ ନାହିଁ । ସେଥି ପାଇଁ ତ କୁହାଯାଏ ଆଲ୍ଲା ଯେବେ ଦେବେ ଛପର ଫାର୍ଡକି ଦେବେ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯାହାକୁ ନେଇ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତି ମାତ୍ର ୨୦୦ […]
ଆଜିକାଲି ସମୟରେ ସମସ୍ତେ ପ୍ରାୟ ନିଜ ଘରେ ପୋଷା କୁକୁର ରଖିବାକୁ ବେଶ ପସନ୍ଦ କରୁଛନ୍ତି । କେବଳ ଯେ, ପସନ୍ଦ କରୁଛନ୍ତି ତାହା ନୁହେଁ ବରଂ ଅଧିକାଂଶ ଲୋକ ରଖୁଛନ୍ତି । ଆମେ ନିଜେ ନିଜର ଯେପରି ନୀତିଦିନ ନିଜର ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ଆମେ ମାନେ ସେମିତି ଭାବରେ ଯତ୍ନ ନିଅନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନବାନ ହେଉଛନ୍ତି । ଶରୀରରେ କିଛି ବି ସମସ୍ୟା ଦେଖାଗଲେ […]
ବଲର ଦାମ ୯ ଲକ୍ଷ । ବିଶ୍ୱାସ ହେଉନଥିଲେ ବି ସତ । ସାଧାରଣ ଭାବରେ ଆପଣ ଭାବୁଥିବେ କି ବଜାରରେ ତ ୪୦ କିମ୍ବା ୫୦ ଟଙ୍କାରେ ଭଲ ବଲ ମିଳିଯାଉଛି । ଏ ବଲରେ ଏମିତି କଣ ଅଛି ଯେ, ଏହାର ଦାମ ଶହେ ନୁହେଁ କି ୨ ଶହ ନୁହେଁ ବରଂ ୯ ଲକ୍ଷ ଟଙ୍କା ।
ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଅଭନେତା ସୋନୁ ସୁଦ୍ । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ତେବେ ଏହି ସମ୍ପତ୍ତିରେ ୨ ଟି ଦୋକାନ ଏବଂ ୬ ଟି ଉଚ୍ଚ କୋଟୀର ଫ୍ଲାଟ ରହିଛି ।
ସବୁ ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା । ଏମିତି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ କୌଣସି ବି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ତାହା ବହୁ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥାଏ