• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

chhatish garh
କୁମ୍ଭୀର ପାଇଁ କାନ୍ଦଣା

ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ। ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ଦୁଃଖ କରିବାର ଜାଣିଛେ। କିନ୍ତୁ କେବେ ହିଂସ୍ର ଜଙ୍ଗଲୀ ଜନ୍ତୁ କିମ୍ବା ସରୀସୃପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଥା ଆପଣ ଶୁଣିନଥିବେ। ଛତିଶଗଡ଼ର ବେମତରା […]

  • Friday, 16 July 2021
maka
ଦିନକ ପରେ ମକର ସଂକ୍ରାନ୍ତି ; ଚଳଚଞ୍ଚଳ ମୟୂରଭଞ୍ଜ

ମୟୂରଭଞ୍ଜ : ଦିନକ ପରେ ମକର ସଂକ୍ରାନ୍ତି। ଘରେ ଘରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମୟୂରଭଞ୍ଜ ଜିଲ୍ଲା। ଚାଲିଛି ଘରର ଲିପାପୋଛା, ଅଙ୍କା ଯାଉଛି ରଙ୍ଗବେରଙ୍ଗରେ ଚିତ୍ର। ଏହାକୁ ଗଣପର୍ବ ରୂପେ ପାଳନ କରନ୍ତି ଏହି ଜିଲ୍ଲାବାସୀ। ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଘରେ ଘରେ ପିଠାପଣା କରାଯିବ ସହ ମାଂସଭାତର ଆସର ଜମେ। ଏହି ଦିନରେ ନୂଆଲୁଗା […]

  • Friday, 16 July 2021
kite3
ଆଗକୁ ଆସୁଛି ମକର ସଂକ୍ରାନ୍ତି ; କଟକରେ ଆରମ୍ଭ ହୋଇଗଲାଣି ଗୁଡ଼ି ଉଡା

କଟକ : ଆଗକୁ ଆସୁଛି ମକର ସଂକ୍ରାନ୍ତି। ଏହି ଦିନ ଆସିଲେ ମନକୁ ଆସିଯାଏ କଟକର ଗୁଡ଼ି ଉଡା ପରମ୍ପରା। କାହିଁ କେଉଁ କାଳରୁ କଟକରେ ଏହି ପରମ୍ପରା ଚାଲି ଆସିଥିବାବେଳେ, ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ଗୁଡ଼ି। ହାତରେ ମାତ୍ର ଦୁଇ ଦିନ ଥିବାରୁ ସାହି ଗଳିରେ ପିଲାମାନେ ଗୁଡ଼ି ଉଡା ଆରମ୍ଭ କରିସାରିଲେଣି। ସେପଟେ ସମୟକ୍ରମେ ସାଧା ସୂତା ବଦଳରେ ପ୍ଲାଷ୍ଟିକ୍‌ ସୂତାର ଚାହିଦା ବଢୁଥିବାରୁ କେତେବେଳେ ଯେ କାହାର ଜୀବନ […]

  • Friday, 16 July 2021
modi
୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ପୁରୁଣା ସହଯୋଗୀ ଖୋଜା

ଭୁବନେଶ୍ୱର : ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଲା ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସରେ ତାମିଲନାଡୁର କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ମୋଦି କହିଛନ୍ତି, ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା। ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର ପୁରୁଣା ସହଯୋଗୀ ଏକାଠି ହେବା ନେଇ ପ୍ରକିୟା ଆରମ୍ଭ ହୋଇନାହଁ ତ ? ପୁରୁଣା ସାଥୀ ଭିତରୁ ବିଜ଼େଡି ୯ ବର୍ଷ ଧରି ବିଜେପି ସହ ସରକାରରେ […]

  • Friday, 16 July 2021
kumbhamela
କୁମ୍ଭମେଳା ପାଇଁ ସଜେଇ ହେଲାଣି ପ୍ରୟାଗରାଜ

ଉତ୍ତର ପ୍ରଦେଶ  : ସଜେଇ ହେଉଛି ଧାର୍ମିକ ନଗରୀ ପ୍ରୟାଗରାଜ। ଏଥରର ଅର୍ଦ୍ଧ କୁମ୍ଭମେଳାରେ ଦେଶବିଦେଶରୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ମେଳା ପୂର୍ବର ପ୍ରସ୍ତୁତି ଏବେ ଖୁବ୍‌ ରୋମାଂଚକର ହୋଇଉଠିଛି। ଆଲୋକମାଳାରେ ଝଲସୁଛି ଟେଣ୍ଟ ସିଟି। ଆସନ୍ତା ୧୫ ତାରିଖରୁ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜନ ହେଉଛି।  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ରହିବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସମସ୍ତ ବ୍ୟବସ୍ଥା କରାଯାଇଛି।  କୁମ୍ଭମେଳାକୁ ଆଉ ମାତ୍ର ୪ […]

  • Friday, 16 July 2021
nn
ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ସ୍ୱାମୀ ଲିପନ୍

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ନିକିତାଙ୍କ ସ୍ୱାମୀ ଲିପନ ସାହୁ। ଲିପନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲ ପଠାଇ ଦିଆଯାଇଛି। ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଦାୟୀ ବୋଲି କଟକ ଡିସିପି ପ୍ରମାଣ ପାଇବା ପରେ ସୋମବାର ଗିରଫ କରିଥିଲେ। ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଏମିତି କିଛି ସୂଚନା ଦେଇଛନ୍ତି କଟକ ଡିସିପି। ନିକିତା ଓ […]

  • Friday, 16 July 2021
kalia
‘କାଳିଆ’ ଯୋଜନା ଲାଗି ଜାଲ୍‌ ଫର୍ମ ବିକ୍ରି !

ବାଲେଶ୍ୱର : ‘କାଳିଆ’ ଯୋଜନାରୁ ଉପକୃତ ହେବା ଲାଗି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ମଧୁପୁରା ପଞ୍ଚାୟତରେ ଫର୍ମ ନେବା ଲାଗି ଆବଶ୍ୟକତା ଠାରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ। ହେଲେ ସେଠାରେ ଫର୍ମ ନ ନିଳିବାରୁ ଏବେ ଖୋଲା ବଜାରରୁ ଚାଷୀ ୫ରୁ ୧୦ ଟଙ୍କା ଲେଖାଏଁ ଦେଇ ଫର୍ମ କିଣୁଥିବା ଦେଖିବାକୁ ମିଳିଛି। ମଧୁପୁରା ସରପଞ୍ଚ ଓ ନୋଡାଲ ଅଫିସର କହିବାରୁ ଅଫସେଟ୍ ପ୍ରିଣ୍ଟିଂ ମେସିନରେ ଫର୍ମ ଛପାଇ ତାହାକୁ ବିକ୍ରି କରାଯାଉଥିବା ଦେଖିବାକୁ […]

  • Friday, 16 July 2021
suicide
ଆୟୁଷ୍ମାନଙ୍କ ଡାଏରୀରୁ ମିଳିଲା ହୃଦୟସ୍ପର୍ଶୀ ଲେଖା

ଭୁବନେଶ୍ୱର : ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନର ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୃତ୍ୟୁର ଦୁଇ ଦିନ ପରେ ଆୟୁଷ୍ମାନଙ୍କ ଡାଏରୀରୁ ସେ ନିଜ ପରିବାର ସମ୍ପର୍କରେ ଲେଖିଥିବା ଏପରି କିଛି ହୃଦୟସ୍ପର୍ଶୀ ବାର୍ତ୍ତା ମିଳିଛି, ଯାହା ତାଙ୍କ ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଛି। ‘ମୋ ମା ଦୁନିଆର ସବୁଠୁ ସୁନ୍ଦରୀ ମହିଳା, ଯିଏ ମୋତେ ସବୁଠୁ ଅଧିକ ଭଲ ପାଆନ୍ତି। ମୋ ବାପା ରିଅଲ୍ […]

  • Friday, 16 July 2021
station
ଟ୍ରେନ୍‌ ଯାତ୍ରୀ ସାବଧାନ

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ ଛାଡ଼ିବାର ୧୫ରୁ୨୦ ମିନିଟ୍‌ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍‌ ଯାତ୍ରାରୁ ବଞ୍ଚିତ ହେବେ। ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍‌ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ ବିଭାଗ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ କରିବାକୁ ଯାଉଛି।  ସୁରକ୍ଷା କାରଣରୁ ରେଳ ବିଭାଗ ଏଭଳି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡ଼ିଛି। କୁମ୍ଭମେଳାକୁ ଦୃଷ୍ଟିରେ […]

  • Friday, 16 July 2021
m2
ଧାର୍ଯ୍ୟ ସମୟର ୨ମାସ ପୂର୍ବରୁ ଧାନ କିଣା ସାରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଥର ଧାର୍ଯ୍ୟ ସମୟର ଦୁଇମାସ ପୂର୍ବରୁ ସରକାର ଖରିଫ ଧାନ କିଣା ବନ୍ଦ କରିଦେବେ। ଅର୍ଥାତ୍‌ ଏପ୍ରିଲ ବଦଳରେ ଫେବୃଆରୀ ୨୮ ମଧ୍ୟରାତ୍ର ପରଠାରୁ ଖାଦ୍ୟ ଯୋଗାଣ ବିଭାଗ ଧାନ କିଣିବା ଉପରେ କଟକଣା କରିଛି। ନୂଆପଡ଼ା ଜିଲ୍ଲା ସାରାବଙ୍ଗ ମଣ୍ଡିର ଦିନେ କି ଦୁଇ ଦୁଇ ଦିନ ନୁହେଁ, ୨୦ରୁ ୨୫ ଦିନ ହେବ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିଛି। ଛତିଶଗଡ଼ ସୀମାର ମୋଟାନୂଆପଡ଼ା ଓ ମୋହରାଡ଼ିହି ଧରମବନ୍ଧା ମଣ୍ଡିରେ […]

  • Friday, 16 July 2021
brave
ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡି ଘଟଣାରେ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପାଣିଆ ଗାଁର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ବବିତା ଗିରିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଗତ ୨ ତାରିଖ ରାତିରେ କୁଜଙ୍ଗ ହସିଣା ଗାଁର ୫୫ ଜଣ ହୁକିଟୋଲାରୁ ଭୋଜି କରି ଏକ ଡଙ୍ଗାରେ ଫେରୁଥିବାବେଳେ ନିପାଣିଆ ନିକଟରେ ବୁଡିଯାଇଥିଲା। ତେବେ ବବିତା ଓ  ପୂର୍ଣ୍ଣିମା ହାଡ଼ […]

  • Friday, 16 July 2021
boat----
୯ ଜଣଙ୍କ ସଲିଳ ସମାଧି ପରେ ସ୍ତବ୍ଧ ଜଗତସିଂପୁର ହସିନା ଗାଁ

କେନ୍ଦ୍ରାପଡ଼ା : କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ୍ ପରିସର। ଆଉ ଏପଟେ ହସ ଲିଭିଯାଇଛି ହସିନା ଗାଁରୁ। ହୁକିଟୋଲା ବଣଭୋଜିକୁ ଯିବା ପୂର୍ବରୁ ଯେଉଁ ଗାଁ ଦାଣ୍ଡରେ କାଲି ସକାଳେ ହସ ଖୁସିର ଲହଡ଼ି ଭାଙ୍ଗୁଥିଲା, କୁନି କୁନି କୋଳାହଳରେ ଫାଟି ପଡୁଥିଲା ଘର ଅଗଣା, ସେ ଘର, ଗାଁ ଖୁଲିରେ ଆଜି ଶ୍ମଶାନର ନିରବତା। ଗତକାଲି ହୁକୁଟେଲାର ସେ କାଳସଂଜ ଉଚ୍ଛନ୍ନ କରି ଦେଇଛି ହସିନା ଗାଁର ଅନେକଙ୍କ ସଂସାର। ନିଜର ଦୁଇ ଦୁଇଟି […]

  • Friday, 16 July 2021
pakuk
ଆସୁଛି ଆଉ ଏକ ବାତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି। ଏହାର ନାଁ ‘ପାବୁକ’ ରଖାଯାଇଛି। ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହା ଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା […]

  • Friday, 16 July 2021
temple-4
ପର୍ଯ୍ୟଟନ ଋତୁରେ ଚଳ ଚଞ୍ଚଳ ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମନ୍ଦିର

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର। ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ୍ ବିମୋହିତ କରୁଛି ପର୍ଯ୍ୟଟକଙ୍କୁ। ତାସହ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ କରୁଛି। ଦକ୍ଷିଣ ଏସିଆର ୨ୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ। ମନ୍ଦିର ଚାରି ପାଖରେ ମଧ୍ୟ ସୁନ୍ଦର ଓ ଶାନ୍ତ ପରିବେଷ ବେଶ ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ। ପର୍ଯ୍ୟଟକମାନେ ଫଟୋ ଉଠାଇ […]

  • Friday, 16 July 2021
challenge
ଆଗକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା

ଭୁବନେଶ୍ୱର : ୧୮ ସରିଲା ୧୯ ଆସିଲା। ଏପ୍ରିଲ୍-ମେ ମାସ ବେଳକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା ଦେବେ ରାଜ୍ୟର ସବୁ ରାଜନୈତିକ ଦଳ। ତେବେ ଏଥର ସବୁଠୁ ବଡ଼ ଆହ୍ୱାନ ରହିବ ଶାସକ ବିଜେଡି ପାଇଁ। ୧୮ ବର୍ଷ ଧରି କ୍ଷମତାରେ ଥିବାରୁ ଦଳ ପାଇଁ ଚ୍ୟାଲେଂଜ ହେବ ସରକାର ବିରୋଧୀ ହାଓ୍ୱା। ତାସହିତ ଅଡୁଆ ସୃଷ୍ଟି କରିବ ଦଳରେ ବଢୁଥିବା ଗୋଷ୍ଠୀ କନ୍ଦଳ।  ପ୍ରତି ନିର୍ବାଚନୀ ମଣ୍ଡଳୀ ପାଇଁ ସଂଖ୍ୟାଧିକ ଆଶାୟୀ ପ୍ରାର୍ଥୀ, ସରକାର […]

  • Friday, 16 July 2021
political
ନୂଆବର୍ଷରେ ରାଜ୍ୟରେ ଦୁଇଟି ନୂଆ ରାଜନୈତିକ ଦଳଙ୍କ ଆତ୍ମପ୍ରକାଶ ସମ୍ଭାବନା

ଭୁବନେଶ୍ୱର : ୨୩ ନଭେମ୍ବର। ବ୍ରଜ ତ୍ରୀପାଠୀଙ୍କ ସମତା କ୍ରାନ୍ତି ଦଳରେ ବିଜୁଙ୍କ ନାଁ ଯୋଡ଼ି ଦାମ ଘୋଷଣା କଲେ ବିଜୁ ସମତାକ୍ରାନ୍ତି ଦଳ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇର ଆହ୍ୱାନ ଦେଇ ବିଜେଡି ବିରୋଧରେ ବିଜୁ ଅନୁଗାମୀଙ୍କୁ ଏକାଠି କରିବାର ପ୍ରୟାସ ହେଲା। ତେବେ ନାଁ ସିନା ଘୋଷଣା ହୋଇଗଲା ,କିନ୍ତୁ ବିଜୁଙ୍କ ନାଁରେ ଦଳ ଆଗକୁ ବଢିପାରିଲା ନାହିଁ। ଦାମ ଓ ବ୍ରଜ ଆଉ ଏକାଠି ଦେଖାଗଲେନି। ଚର୍ଚ୍ଚା ହେଲା ଦୁହିଁଙ୍କ ଭିତରେ […]

  • Friday, 16 July 2021
neta-1
ରାଜନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିବ ନୂଆବର୍ଷ ? କଣ କହୁଛନ୍ତି ଜ୍ୟୋତିର୍ବିଦ୍? ପଢନ୍ତୁ -

ଭୁବନେଶ୍ୱର : ନବୀନଙ୍କ ପାଇଁ କାଠିକର ପାଠ ହେବ ୨୦୧୯। ଆଉ ସେପଟେ ଦିଲ୍ଲୀରେ ଟଳମଳ ହେବ ମୋଦିଙ୍କ ଗାଦି। ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ, କିଛି ଏଭଳି ସଂକେତ ଦେଉଛି ରାଜ୍ୟ ଓ କେନ୍ଦ୍ର ମୁଖିଆଙ୍କ ଭାଗ୍ୟରେଖା। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲେ ମଧ୍ୟ ବିପୁଳ ବହୁମତ ପାଇବା ମୁସ୍କିଲ। ଝୁଲା ସରକାର ବି ହୋଇପାରେ।  ପୁଣି ସରକାରକୁ ଆସିବା ପାଇଁ ବିଜେପିକୁ ଅନ୍ୟ କ୍ଷୁଦ୍ର ଦଳଙ୍କ ସହ ଗଠବନ୍ଧନ କରିବାକୁ ପଡ଼ିପାରେ। […]

  • Friday, 16 July 2021
kalia
‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଘୋଷଣାର ୧୦ ଦିନ ଭିତରେ ଆରମ୍ଭ ହେଲା ‘କାଳିଆ’ ଯୋଜନା। ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନସରେ କଥା ହୋଇ ମୁଖ୍ୟମନ୍ତ୍ରୀ ଯୋଜନାର ଲୋଗୋ, ୱେବ୍‌ସାଇଟ୍ ଓ ହିତାଧିକାରୀଙ୍କ ତାଲିକା ଉନ୍ମୋଚନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ୪୦ ହଜାର ହିତାଧୀକାରୀ ତାଲିକାରେ ସ୍ଥାନ ପାଇଛନ୍ତି। ଆଜିଠାରୁ ହିଁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଦେଇଥିବା ଚିଠିରେ ଜିଲ୍ଲାସ୍ତରୀୟ କମିଟିର […]

  • Friday, 16 July 2021
dam
ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ

ଢେଙ୍କାନାଳ : ଦୁଇଟି ପାହାଡ଼ ମଝିରେ ବିସ୍ତୀର୍ଣ୍ଣ  ନୀଳ ଜଳରାଶି। ଶୀତୁଆ ସକାଳରେ ଏଠାକର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କୁ କରିଥାଏ ଆକର୍ଷିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରୁ କଙ୍କଡ଼ାହାଡ଼ ଯିବା ରାସ୍ତାରେ ପଡେ ରାମିଆଳ ଦଣ୍ଡାଧାର ଡ୍ୟାମ। ପର୍ଯ୍ୟଟନର ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସାଙ୍ଗକୁ ଘର ଲୋକଙ୍କ ସାଙ୍ଗରେ ବଣଭୋଜି କରି ସମୟ ଅତିବାହିତ କରିଥାନ୍ତି ଲୋକେ। ଏହାକୁ ଓଡ଼ିଶା ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିଲେ ବି ଏହାର […]

  • Friday, 16 July 2021
bijaya mohapatra
ଗଜପତି ମହାରାଜାଙ୍କୁ ଟାର୍ଗେଟ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ନୀତିରେ ବିଳମ୍ବ ଓ ମହାପ୍ରଭୁ ଜଗନ୍ନାଥ ଉପାସ ରହିବା ଘଟଣାକୁ ନେଇ ଗଜପତି ମହାରାଜାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗଜପତି ମହାରାଜା ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହଁ ବୋଲି ବିଜୟ କହିଛନ୍ତି। ଗଜପତି ମହାରାଜ ଠାକୁରଙ୍କ ଆଦ୍ୟ ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ। ଏଣୁ ତାଙ୍କର ଶ୍ରୀମନ୍ଦିର ପରିଚାଳନା ନେଇ ଗୁରୁ ଦାୟିତ୍ୱ ରହିଛି। ଛୋଟ ଘଟଣା ସଂପର୍କରେ ପ୍ରଶାସନ ପୂର୍ବରୁ ଜାଣିଥିଲେ […]

  • Friday, 16 July 2021
kalia
ଆସନ୍ତାକାଲି 'କାଳିଆ' ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୧ ଡିସେମ୍ବରରେ ଚାଷୀଙ୍କ ସହାୟତା ପାଇଁ ସରକାର ଘୋଷଣା କଲେ ଯୋଜନା ‘କାଳିଆ’। ୨୨ ଡିସେମ୍ବର ‘କାଳିଆ’କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ।  ଆଉ ଏହାର ୭ ଦିନ ପରେ ସରକାର ମୁଣ୍ଡକୁ ଘାରିଲା ପାଣ୍ଠି ଚିନ୍ତା। କ୍ୟାବିନେଟ ବସି କାଳିଆ ପାଇଁ ଟଙ୍କା ଖର୍ଚ୍ଚର ବାଟ କାଢିଲା । ବଜେଟରେ ବ୍ୟୟ ବରାଦ ହୋଇ ନଥିବାରୁ  କଣ୍ଟିଜେନସି ଫଣ୍ଡରୁ ଟଙ୍କା ଆଣିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି […]

  • Friday, 16 July 2021
rabindra
ମହାନଦୀ ଜଳ ବିବାଦ : ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ପରେ ହରଡ଼ଘଣାରେ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏଁ, ମହାନଦୀ କେବଳ ଛତିଶଗଡ଼ର। ତେଣୁ ରବୀନ୍ଦ୍ରଙ୍କ ଏଭଳି ଯୁକ୍ତି ପରେ ଏବେ ଓଡ଼ିଶାରେ ମହାନଦୀର ଭାଗ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ସନ୍ଧୀହାନମୂଳକ ସ୍ଥିତି। ସରକାର ବଦଳିଲେ ଓଡ଼ିଶାରେ ମହାନଦୀ ପୁଣି ଚିରସ୍ରୋତା ହେବା ନେଇ ଯେଉଁ ସମ୍ଭାବନା ସୃଷ୍ଟି […]

  • Friday, 16 July 2021
puri
ନୂଆବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା

ପୁରୀ : ନୂଆବର୍ଷକୁ ନେଇ ପୁରୀରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଟେଲ ଗୁଡିକୁ ରଙ୍ଗିନ୍ ଆଲୋକ ମାଳାରେ ସଜାଯାଇଛି। ଡିସେମ୍ବର ୩୧ରେ ଜିରୋ ନାଇଟ୍ ସେଲିବ୍ରେସନ  ସହ ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋଟେଲ ଆସୋସିଏସନ୍ ତରଫରୁ ଏକ ସ୍ୱତନ୍ତ୍ର ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। ସେପଟେ ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର […]

  • Friday, 16 July 2021
post
ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା ଅଭିଯୋଗ

ଜୟପୁର: ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ରାଜନେତା, ମୂଳରୁ କେହି ବି ଖବର ଦେଇନାହାନ୍ତି। ତେଣୁ କେମିତିବା ଗତକାଲି ଜୟପୁରରେ ଆୟୋଜିତ ଏ ସରକାରୀ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥାନ୍ତେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟା କମଳା ପୂଜାରୀ। ଜୟପୁର ପୌର ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ କିନ୍ତୁ ମଞ୍ଚାସୀନ ଅତିଥି ଥିଲେ ଜିଲ୍ଲାର ଅନ୍ୟ ଜଣେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ। ଖାଲି ସେତିକି ନୁହେଁ କାର୍ଯ୍ୟକ୍ରମ ପାଇଁ ବଣ୍ଟାଯାଇଥିବା ନିମନ୍ତ୍ରଣପତ୍ରରେ ବି ନଥିଲା […]

  • Friday, 16 July 2021
channel
ଏଣିକି କେବଲ ଓ DTHରେ ଚାନେଲ ଅନୁସାରେ ଟଙ୍କା

ନୂଆଦିଲ୍ଲୀ : ଏଣିକି ଉପଭୋକ୍ତା ଯେଉଁ ଚାନେଲ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ଟାରିଫ୍ ନୀତି ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ। ଚାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ପଷ୍ଟତା ଆଣିବା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା କେବୁଲ ଓ ଡିଟିଏଚ୍ ଅପରେଟରଙ୍କ ସହ ଉପଭୋକ୍ତା ବି ଉପକୃତ ହେବେ ବୋଲି ଟ୍ରାଇ ଯୁକ୍ତି ଦର୍ଶାଇଛି। କେବୁଲ ଅପରେଟର ଏହି ବ୍ୟବସ୍ଥାକୁ […]

  • Friday, 16 July 2021